Browsing Category

ରାଜ୍ୟ

ଭ୍ରାମ୍ୟମାଣ ଗୋ ଚିକିତ୍ସା ସେବା ଓ ଦୂରଭାଷ ପରାମର୍ଶ କେନ୍ଦ୍ର ଶୁଭାରମ୍ଭ

ବଲାଙ୍ଗୀର : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ବାରା BKN(ବଲାଙ୍ଗୀର-କଳାହାଣ୍ଡି -ନୂଆପଡା)ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ଯମାଣ ଗୋ-ସେବା ଓ ଗୋ ସେବା ଯତ୍ନ ପାଇଁ ଦୁରଭାଷ ପରାମର୍ଶ ସେବାକେନ୍ଦ୍ର ଶୁଭାରମ୍ଭ
Read More...

୩ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ

ଫୁଲବାଣୀ,୨୭/୭ -ଆଜି ଜଣେ ଲାଞ୍ଚୁଆ ରେଭିନ୍ୟୂ ଇନିସପେକ୍ଟରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆରଆଇ ସୁନୀଲ ଡିଗାଲ l ଆରଆଇ ଦିଗାଲ ସେହି ଅଂଚଳର ଜଣେ ଵ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ୩ ହଜ଼ାର ଟଙ୍କା ଲାଞ୍ଚ
Read More...

ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଗଜପତି,୨୭/୭- ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କରୋନା ଭଳି ମହାମାରୀ ବେଳେ ଭାରତ
Read More...

ବୌଦ୍ଧଜିଲ୍ଲା: ଆଜି ୨ ଆକ୍ରାନ୍ତ ଚିହ୍ନଟ, ୪ ମୃତ

ବୌଦ୍ଧ,୨୭/୭: ଆଜି ଜିଲ୍ଲାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି କେବଳ କଣ୍ଟାମାଳ ବ୍ଲକ ଗୁଡଭେଲିପଦର
Read More...

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା । ଏ ସଂପର୍କରେ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ ସ୍ତରରେ ଏ ନେଇ ଆଲୋଚନା କରାଯାଇ ଘୋଡା ସ୍ଥାନାନ୍ତର ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁଯାୟୀ ମାଷ୍ଟରକ୍ୟାଣ୍ଟିନରୁ ଘୋଡା
Read More...

ସାମ୍ବାଦିକଙ୍କୁ ମାଡ଼ ଓ ଦୁର୍ବ୍ୟବହାରକୁ ବିରୋଧ କରି ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ନୟାଗଡ଼ ଜିଲ୍ଲା…

ଦଶପଲ୍ଲା,୨୭/୭ :- କେନ୍ଦ୍ରାପଡା, ନୟାଗଡ଼ ସମେତ ସମେତ ଓଡିଶାରେ ସାମ୍ବାଦିକଙ୍କ ପ୍ରତି ବଢି ଚାଲିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଡିଜିଟାଲ୍‌ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି
Read More...

ହୀରାକୁଦରୁ ୧୦ଟି ଗେଟ୍‌ ଖୋଲି ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟାର ପରିଦୃଶ୍ୟ

ସମ୍ବଲପୁର,୨୭/୭- ଗତରାତିରୁ ଝିପିଝିପି ବର୍ଷା ଲାଗି ରହିଛି, ଏଣୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ହୀରାକୁଦ ବନ୍ଧରୁ ୧୦ଟି ଗେଟ ଖୋଲି ଜଳ ନିଷ୍କାସନ ଯୋଗୁଁ ଏଠାରେ ମହାନଦୀରେ ବନ୍ୟାର ପରିଦୃଶ୍ୟ ରହିଛି । ତଳମୁଣ୍ଡରେ ଓ ବିଶେଷକରି ସୋନପୁରରୁ ତଳକୁ ମହାନଦୀ ବିକରାଳ ରୂପ
Read More...

ଦୁର୍ଘଟଣାରେ କାର୍‌ ଚୁରମାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର,୨୭/୭- ଗତକାଲି ଅପରାହ୍ନ ୪ ଟାବେଳେ ଓଡ଼ିଶା ଖଣି ଓ ଯାନ୍ତିକ ବିଦ୍ୟାଳୟ ହଷ୍ଟେଲ ସମ୍ମୁଖରେ ଲାବଣ୍ୟଲଜ ପଟୁ ଦ୍ରୁତଗତିରେ ଆସୁଥିବା କାର ନଂ ଓଡି୦୨ବିଜି୨୦୪୯ ଦୁର୍ଘଟଣାଗ୍ରସ୍ଥ ହୋଇ ଚୁରମାର୍‌ ହୋଇଯାଇଥିଲା ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ
Read More...

ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି: ନକ୍ସଲ ସହିଦ୍‌ ସପ୍ତାହ ବଦଳରେ ନକ୍ସଲ…

ବାଲିଗୁଡ଼ା,୨୭/୭: ନକ୍ସଲ ସହିଦ ସପ୍ତାହ ନୁହେଁ , ୨୯ ଜୁଲାଇରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜନତା ପାଳିବେ ନକ୍ସଲ ମୁକ୍ତ ସପ୍ତାହ । ବହୁତ ହେଇଗଲା ମାଓବାଦୀ ତୁମ ଏ ସହିଦ ସପ୍ତାହ ପାଳନ , ଏଥର ଆମେ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । କଣ ପାଇଁ ନିରୀହ ଜନତା ପ୍ରତ୍ୟେକ ବର୍ଷ ପାଳନ କରିବେ ତୁମ ଏ
Read More...