Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀରେ ଫୁଟିଲା ବୋମା, ଦୋକାନ ଉପରେ ବୋମାମାଡ଼
ପୁରୀ : ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର। ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ 5 ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳି ଯାଇ ଥିବା ବେଳେ ପୁରୀ ସଦର!-->…
Read More...
Read More...
ପୁଣି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ନିର୍ଦ୍ଦେଶ ଦେଲେ ଫୁଲବାଣୀ ପୌରପରିଷଦକୁ
ଫୁଲବାଣୀ,୨୭/୭- ଫୁଲବାଣୀ ମ୍ୟୁନିସିପାଲିଟି ଅଧିନରେ ଥିବା ଫୁଲବାଣୀ ସହରରେ ଲଗା ଯାଇଥିବା ଲାଇଟ ବିଭିନ୍ନ ମୁଖ୍ୟଛକ ଯଥା ମାଦିକୁନ୍ଦା ଛକ, ଜଗନ୍ନାଥ ମନ୍ଦିର ଛକ , କୋର୍ଟ ଛକ , ପିଅନପଡା , ମେଡିକାଲ,କଲେଜ ଛକ ପାଖରେ, ହୁଣ୍ଡା ସୋରୁମ ପାଖ, ଜଳଛାୟା ଅଫିସ ପାଖ, ପେଞ୍ଜିସାହି ପାଖ,ଷ୍ଟେଟ!-->…
Read More...
Read More...
ଆଶୀର୍ବାଦ ଯୋଜନାର ଅଭିମୁଖୀକରଣ ବୈଠକ
ସୁବର୍ଣ୍ଣପୁର,୨୭/୭ - ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ!-->…
Read More...
Read More...
ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ : ଗାଁ ଗାଁ ବୁଲି ପଞ୍ଜିକରଣ ଉପରେ ସଚେତନ…
ପାରଳାଖେମୁଣ୍ଡି /ଗଜପତି,୨୭/୭- ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲାପାଳ!-->…
Read More...
Read More...
ଏଟିଏମରେ ଟଙ୍କା ନଥିବାରୁ ଲୋକେ ହନ୍ତସନ୍ତ
ବୌଦ୍ଧ /ଜହ୍ନାପଙ୍କ,୨୭/୭- ବୌଦ୍ଧବ୍ଲକ ବଲାସିଙ୍ଗା ଆଇଆରବି ଛକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମରେ ଆଜି ଟଙ୍କା ନଥିବାରୁ ଏହା ଉପରେ ନିର୍ଭର କରୁଥିବା ଆଇଆରବିର ପୋଲିସ କର୍ମଚାରୀ, ଓଲଣିଆ, ଖରମୁଣ୍ଡା, ଲୁଣ୍ଡାବେରେଣି, ବଲାସିଙ୍ଗା ଆଦି ଅଞ୍ଚଳର ଲୋକମାନେ ଟଙ୍କା ଉଠାଇ ନପାରି ହଇରାଣ!-->…
Read More...
Read More...
ପୁରୀର ମଙ୍ଗଳାନଦୀ ମୁହାଣରେ ମାଛ ମଡକ
ପୁରୀ,୨୭/୭- ପୁରୀର ମଙ୍ଗଳାନଦୀ ମୁହାଣରେ ଅଭାବନୀୟ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଜଳ ଅତ୍ୟଧିକ ପ୍ରଦ୍ୟୁଷିତ ହେବା ଫଳରେ ମାଛ ମଡକ ଦେଖିବାକୁ ମିଳିଛି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଯାହା!-->…
Read More...
Read More...
ହରିଶଙ୍କର ଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁମିଳନ ଏବଂ କାର୍ଗିଲ ବିଜୟ ଦିବସ ପାଳନ
ପାଟଣାଗଡ଼,୨୭/୭ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଐତିହାସିକ ପର୍ଯ୍ୟଟନସ୍ଥଳ ହରିଶଙ୍କର ଠାରେ କଂଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ!-->…
Read More...
Read More...
୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ
ବାଲିଗୁଡ଼ା,୨୭/୭: ବାଲିଗୁଡ଼ା ପୋଲିସ୍ କୁ ମିଳିିଛି ବଡ ସଫଳତା । ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଡିଏସପି ସ୍ବରାଜ ଦେବତାଙ୍କ ଅଧ୍ୟକ୍ଷତାରେ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା କାମ୍ପଡ଼ା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ହୁଣ୍ଡାଇ!-->…
Read More...
Read More...