Browsing Category

ରାଜ୍ୟ

ପୁରୀ: ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

ପୁରୀ,୨୧/୭- ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୂନାବେଶରେ ଦର୍ଶନ
Read More...

ଭୀମସାର ଦେଇପାରୁନାହିଁ ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା !

ସମ୍ବଲପୁର,୨୧/୭: ଘୋର ଲଜ୍ଜ୍ୟା ଏବଂ ପଶ୍ଚିମଓଡିଶା ବାସୀଙ୍କ ପାଇଁ ଅପମାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସତରେ ଭୀମସାର ବୁର୍ଲା ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ବିଫଳ ହେଉଛି । ସୋସିଆଲ ମିଡିଆରେ ସୋନପୁର ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ବଳଦେବ ବେଦବାଗଙ୍କ
Read More...

ବିକାଶପୁର ନିକଟସ୍ଥ ଜଙ୍ଗଲରୁ ବହୁପରିମାଣର ମଦ ଜବତ

ବ୍ରହ୍ମପୁର,୨୧/୭ :ତାଲାବନ୍ଦ ସମୟରେ ବିଭିନ୍ନ ପ୍ରକାର ବେନିୟମ ଉପାୟରେ ମଦ ପ୍ରସ୍ତୁତି କରି ଟଙ୍କା ରୋଜଗାର କରିବା ନଜିର ରହିଛି । ଏଥି ମଧ୍ୟରେ ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ
Read More...

ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପାଟଣାଗଡ ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

ପାଟଣାଗଡ଼,୨୧/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜେପି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶ୍ରୀ ଅବିନାଶ ଉଦଗାତାଙ୍କୁ ପ୍ରଦାନ କରିଥିଲେ ।
Read More...

ଦେବଦୂତ ସାଜିଲେ ରକ୍ତଭଣ୍ଡାର କର୍ମଚାରୀ

ଫୁଲବାଣୀ,୨୧/୭- ଆଜି ହଠାତ୍‌ କୋଟଗଡ଼ ବ୍ଳକରୁ ଆସିଥିବା ମୋତି ମାଝୀ ୧ବର୍ଷର ଶିଶୁକୁ ଜରୁରୀ ଏ ପଜିଟିଭ ରକ୍ତର ଆବଶ୍ୟକତା ହେଉଥିବା ବେଳେ, ରକ୍ତଭଣ୍ଡାରରେ କୈାଣସି ଗୃପର ରକ୍ତନଥିବା ଓ ପରିସ୍ଥିତିକୁ ହୃଦୟଙ୍ଗମ କରି ଡ୍ୟୁଟିରେ ଥିବା ଟେକ୍ନିସିଆନ୍‌ ସୁଜିତ କୁମାର ସାହୁ ନିଜେ ରକ୍ତଦାନ କରି
Read More...

ଧାନରୁଆ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଲେଲ୍ୟାଣ୍ଡ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ ଓ ୪ ଗୁରୁତର

ବ୍ରହ୍ମପୁର,୨୧/୦୭ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ଗୋପିନାଥପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ଧାନ ରୂଆଳି ମହିଳା ଶ୍ରମିକଙ୍କୁ ନେଇ ନାରାୟଣପୁର ଠାରୁ ତୁମ୍ବା ଅଭିମୁଖେ ଯାଉଥିବା ଏକ ମାଲବାହୀ ଲେଲ୍ୟାଣ୍ଡ୍‌ ପିକ୍‌ଆପ ଗୋପିନାଥପୁର ବୁଲାଣୀରେ
Read More...

ପୂର୍ବରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଲେ

ସମ୍ବଲପୁର, ୨୧/୭-ଗଛ ଲଗାଇ ତାହା ସହିତ ଫଟୋ ଉଠାଇ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବା ବର୍ତ୍ତମାନ ଏପରି ଜୋର ଧରିଛି ଯେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀ ଯୁବକ ନୂଆଗଛ ଲଗାଇବା ବଦଳରେ ଆଗରୁ ଲଗାଯାଇଥିବା ଚାରାଗୁଡ଼ିକର
Read More...

ପ୍ରିଣ୍ଟ ବଜାର ଗୋଦାମ ଘରେ ଅଗ୍ନିକାଣ୍ଡ

ସମ୍ବଲପୁର, ୨୧/୭- ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ପ୍ରିଣ୍ଟ ବଜାର ଗୋଦାମ ଘରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ନିଆଁ ଲାଗିଯିବାରୁ ସେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସେଠାରେ ସଂଲଗ୍ନ ରାସ୍ତାକଡରେ ଦୈନିକ ପନିପରିବା ବଜାର ବସିଥାଏ ଓ ଉକ୍ତ ଭବନର ଉପର ମହଲାରେ ଏକ ବ୍ୟସ୍ତ
Read More...

ଚାଷୀଙ୍କ ବକେୟା ଟଙ୍କା ଓ ଧାନ ଉଠାଣ ନୀତି ପ୍ରତିବାଦରେ ଗଣଧାରଣା

କଣ୍ଟାବାଞ୍ଜି,୨୧/୭- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଷୀଙ୍କ ବକେୟା ଟଙ୍କା ସହ ଏଫସିଆଇର ଧାନ ଉଠାଣରେ ଅନିମିୟତତା ବିରୁଦ୍ଧରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ମହମବତୀ ଶୋଭାଯାତ୍ରା କରି ବୌଦ୍ଧ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ,୨୧/୭- ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବୌଦ୍ଧ ରାମଲୀଳା ପଡିଆଠାରୁ ଶତାଧିକ ଯୁବମୋର୍ଚ୍ଚାର କର୍ମୀମାନେ ହାତରେ ପ୍ଲାକାର୍ଡ ଓ ମହମବତୀ ଧରି ସହର ପରିକ୍ରମା କରି ଜିଲ୍ଲା ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରି ପ୍ରତିବାଦ
Read More...