Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବରେ ନାରାୟଣ କର୍ମୀ ନିଯୁକ୍ତ
ଫୁଲବାଣୀ,୨୮/୭- ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଏବଂ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କ ଅନୁମୋଦନକ୍ରମେ କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବେ ନାରାୟଣ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ । ତାଙ୍କୁ ନିଯୁକ୍ତ କରିଥିବାରୁ!-->…
Read More...
Read More...
ପେଟ୍ରୋଲ ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ପୁରୀ,୨୮/୭- ଆଜି ସଦରବ୍ଲକ କଂଗ୍ରେସ କମିଟି ତରଫରୁ ସଦରବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଅଖିଳ ଭାରତ କଂଗ୍ରେସ କମିଟିର ଡାକରାକ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହୃତ ଦ୍ରବ୍ୟ ଯଥା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ଗରିବ ଖଟିଖିଆ ଓ!-->…
Read More...
Read More...
ଅବିିଭକ୍ତ କଟକଜିଲ୍ଲା କୃଷକ ମୋର୍ଚ୍ଚାର ସାଙ୍ଗଠନିକ ବୈଠକ
କଟକ,୨୮/୭- କଟକ ଜିଲ୍ଲା କୃଷକ ମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ କୃଷକ ମାନଙ୍କ ଉପରେ ଆସୁଥିବା ବିଭିନ୍ନ ଯୋଜନାମାନ ଆଲୋଚନା କାରାଯାଇଥିଲା । କେନ୍ଦ୍ର ସରକାର ତଥା ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ବିଭିନ୍ନ ଯୋଜନା କରି!-->…
Read More...
Read More...
ପାଦରେ ଚାଲିଚାଲି ଜଗନ୍ନାଥଙ୍କ ଦର୍ଶନପାଇଁ ଲାଳାୟତ କୃପାଲ୍ ସିଂହ ଯାଦବ
ସୁବର୍ଣ୍ଣପୁର,୨୮/୭- ଭକତ ଭାବରେ ବନ୍ଧା ସେ କାଳିଆ ଠାକୁର । ହେ ବଳିଆର ଭୁଜ ତୋର ସେ ହସ ହସ ବଦନ ଟିକେ ର ପଲକ ପାଇଗଲେ ମୋର ଏ ହଜାର ହଜାର କିଲୋମିଟର ଯାତ୍ରା ସଫଳ ହୋଇଯିବ …… କେବେ ଦାସିଆ ଠାରୁ ନଡ଼ିଆ ନେଇ ତ କେବେପୁଣି ସୁଦାମାର ଖୁଦ ଭଜା ଖାଇ ଖୁସି ହୋଇ ଭକତ କୁ ତେ । ଡୋରିରେ ବାନ୍ଧି!-->…
Read More...
Read More...
ଭିନ୍ନଭିନ୍ନ ମାମଲାରେ ତିନିଜଣ ଭେଟେରାନ ଅପରାଧୀ ଗିରଫ
ବାଲିଗୁଡ଼ା,୨୮/୭- ଭିନ୍ନଭିନ୍ନ ଦୁଇଟି ମାମଲାରେ ତିନିଜଣ ଭେଟେରାନ ଅପରାଧିଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ୍ । ଗିରଫ ତିନିଜଣ ଦାରିଙ୍ଗିବାଡ଼ି ଥାନା କୁମ୍ଭାରବାଡ଼ି ନୂଆସାହିର ସୁନିଲ ପ୍ରଧାନ, ଭବରେଙ୍ଗା ଗ୍ରାମର ଦିଲ୍ଲୀପ ପ୍ରଧାନ ଓ ଡମକ୍ଲିୟୁ ଗ୍ରାମର ବାପି!-->…
Read More...
Read More...
କେନାଲ ପାଣିରେ ଭାସୁଛି ଶବ, ସନ୍ଦେହ ଘେରରେ ମୃତ୍ୟୁ
ଦଶପଲ୍ଲା,୨୮/୭: - ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନିକଟରେ କେନାଲ ବ୍ରିଜ୍ ତଳେ ଆଜି ସକାଳୁ ଜଣେ ପୁରୁଷର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଦେଖିବାପାଇଁ ବ୍ରିଜ୍ ଉପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।!-->…
Read More...
Read More...
ପଶ୍ଚିମାଞ୍ଚଳର ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଭୀମସାରରେ ଏକମୋ ମେସିନ ପାଇଁ ବିଜେପିର ଦାବି
ସମ୍ବଲପୁର,୨୮/୭- ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବକୁ ବିରୋଧ କରି ଆଜି ସମ୍ବଲପୁର ଭାଜପା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ପଶ୍ଚିମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଏକ ୧୧ ସୂତ୍ରୀୟ ଦାବିପତ୍ର ପ୍ରଦାନ କରାଗଲା । ପାର୍ଟି!-->…
Read More...
Read More...
ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳା ପ୍ରତିବାଦରେ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୮/୭- ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳାର ପ୍ରତିବାଦ, ଭୀମସାରରେ ଇକମୋ ମେଶିନ ଲଗାଇବା ସହ ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ତୁରନ୍ତ ନିରାକରଣ ପାଇଁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଘେରାଉ, ପ୍ରତିବାଦ ଓ ୧୧ ଦଫା ଦାବୀପତ୍ର ଜିଲ୍ଲାପାଳ ବୌଦ୍ଧଙ୍କ!-->…
Read More...
Read More...
ସ୍ୱାସ୍ଥ୍ୟସେବାରେ ପଶ୍ଚିମ ଓଡିଶାକୁ ଅବହେଳା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର ପ୍ରଦାନ
ବଲାଙ୍ଗୀର ତା୨୮/୦୭ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ଅବହେଳା ଅଭିଯୋଗରେ ବିଜେପି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ!-->…
Read More...
Read More...
ବିଜେପିର ରାଜ୍ୟ ସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା : କମିଟିର ଅଧ୍ୟକ୍ଷ ହେଲେ କେ.ଭି ସିଂହଦେଓ
ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି ଗଠନ କରାଯାଇଛି ଏବଂ ରାଜ୍ୟ!-->…
Read More...
Read More...