Browsing Category

ରାଜ୍ୟ

ଜଗନ୍ନାଥମୟ ସମ୍ବଲପୁରରେ ରଥଯାତ୍ରା ବାରଣକୁ ନେଇ ଅସନ୍ତୋଷ

ସମ୍ବଲପୁର,୧୧/୭- ଆସନ୍ତାକାଲି ସୋମବାର ଦ୍ୱିତୀୟା ତିଥିରେ ରଥଯାତ୍ରା ସୁନିଶ୍ଚିତ କିନ୍ତୁ ଏପର୍ଯ୍ୟନ୍ତ କଟକଣା କିପରି ରହିବ ସେ ବିଷୟରେ ପ୍ରଶାସନ ପକ୍ଷରୁ ସ୍ଥିତି ସ୍ପଷ୍ଟ କରାଯାଇନାହିଁ । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର
Read More...

ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୧୧/୭- ସ୍ଥାନୀୟ ଜୟଭୈରବୀ କ୍ଲବ ତରଫରୁ ପୁଷ୍ପଗିରି ଛାତ୍ରାବାସ, ମଦନମୋହନ ମନ୍ଦିର ସମ୍ମୁଖଭାଗଏବଂ ପିଏଚଡି ଅଫିସ ସନ୍ନିକଟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବୌଦ୍ଧ ବିଇଓ ଧ୍ରୁବଚରଣ ଘିବେଲା, ବିଜୁ ଜନତା ଦଳର ବରିଷ୍ଠନେତା
Read More...

ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ, ଖୋଲିଲା ୨ ଗେଟ୍‌

ସମ୍ବଲପୁର : ରବିବାର ହୀରାକୁଦ ବନ୍ଧରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ହୀରାକୁଦର ୨ଟି ଗେଟ ଖୋଲାଯାଇଛି । ସ୍ପିଲୱେର ବାମ ପାର୍ଶ୍ୱରୁ ଗେଟ ଖୋଲାହୋଇଛି । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ
Read More...

କାଠରେ ୪ ଇଞ୍ଚ ଉଚ୍ଚତାର ଜଗନ୍ନାଥ ମନ୍ଦିର କରି ଚର୍ଚ୍ଚାରେ ଦିଲ୍ଲୀପ

ବ୍ରହ୍ମପୁର : ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା ବୟସ ୧୮ ବର୍ଷ । ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର । ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ
Read More...

କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ

ଦଶପଲ୍ଲା : ଦଶପଲ୍ଲା କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ଦିନ ଦ୍ୱିପହରେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ଏନଏସି ସ୍ଥିତ ମହୁଲିଆ ଛକ ନିକଟରେ ଥିବା କୁଆଁରୀଆ ରାସ୍ତାରେ ନଦୀରୁ ବାଲି ଖୋଳି ବେଆଇନ ଭାବେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ତହସିଲ ଅଫିସରୁ ଏହି ସ୍ଥାନରୁ
Read More...

ଫଳକ ମାରି ଦାୟିତ୍ୱ ସାରିଦେଲା ବନ ବିଭାଗ !

ଦଶପଲ୍ଲା : ବନ୍ୟପ୍ରାଣୀଙ୍କ ପାଇଁ ମରଣଯନ୍ତା ପାଲଟିଛି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବାଣିଗୋଛା ପଶ୍ଚିମ ବନାଂଚଳ, ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ରାଜପଥର ଶାଳଭଂଗା ଜଂଗଲ । ପ୍ରତିବର୍ଷ ଏହି ସ୍ଥାନରେ ଶହଶହ ବନ୍ୟଜନ୍ତୁ ଦ୍ରୁତଗାମୀ ଗାଡି ଧକ୍କାରେ ମୃତ୍ୟୁବରଣ କରୁଥିବାବେଳେ, ବନ
Read More...

ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର : ସଦର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପୂଜାଶ୍ରୀ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଗାମୀ ପନ୍ଦର ଦିନ ଯାଏଁ ନାଇକେନପାଲି
Read More...

କରୋନାରେ ବାପା-ମାଙ୍କୁ ହରାଇଥିବା ପରିବାରକୁ ସହାୟତାର ହାତ ବଢଇଲା ରାଏମନ ଫାଉଣ୍ଡେସନ

ପାଟଣାଗଡ : ଭାଗ୍ୟର ବିଡମ୍ବନା ! କେତେବେଳେ କିଏ କ’ଣ ହେବ କେହି କହି ପାରିବେ ନାହିଁ । କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡି ଦେବ । ବାପା, ମା ଙ୍କୁ କରୋନା ନେଇଗଲା ଆର ପାରିକି । ପିଲା ଛୁଆ ଙ୍କୁ ଠକିଦେଇ ଚାଲିଗଲେ ବାପା ମା ,ସତରେ କ’ଣ ସ୍ୱର୍ଗରେ ଥାଇ ଏମାନଙ୍କ
Read More...

ପୁଣି ୬୫ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୨୮୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...