Browsing Category

ରାଜ୍ୟ

ଦେଶର ପ୍ରଥମ ସହର : ପୁରୀରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ସହରବାସୀକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି
Read More...

ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଯୋଗୁଁ ହୀରାକୁଦରୁ ଜଳ ନିଷ୍କାସନ ବଢିଲା

ସମ୍ବଲପୁର, ୨୬/୭- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ଏହାର ଜଳସ୍ତର ନିୟନ୍ତ୍ରଣରେ ରଖିବାପାଇଁ ଆଉ ଅଧିକ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସମୟ ରେ ୪ଟି ଗେଟ୍‌ ଖୋଲା ରଖାଯାଇଥିଲା,
Read More...

ଛାତ୍ର ବିଜେଡି ସଭାପତିଙ୍କ ଦ୍ୱାରା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ସହ ସଚେତନତା

ଫୁଲବାଣୀ,୨୬/୭ - ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସୋମବାର ସକାଳ ୧୦ଟାରୁ ଦିନ ଗୋଟାଏ ତିରିଶ ପର୍ଯ୍ୟନ୍ତ କ୍ଳାସ ଚାଲିବ । ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛଡ଼ାଯିବ । ଏହି ସବୁ ଜାଣିବା ପରେ ଆଜି କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି
Read More...

ରାସ୍ତାକଡ଼ରେ ଆହତ ଓ ଅସହାୟ ଗାଈର ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିଲେ

ସମ୍ବଲପୁର,୨୬/୭- ସ୍ଥାନୀୟ ଧନୁପାଲି କଲ୍ୟାଣ ମଣ୍ଡପ ପାଖରେ ରାସ୍ତାକଡ଼ରେ ଆହତ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ଗୋଟିଏ ଗାଈର ସେବା ଓ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିବା ପ୍ରସଙ୍ଗ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । କେହି ଜଣେ ଉକ୍ତ ଗାଈର ଦୂରାବସ୍ଥା ଦେଖି ତାହାର ଚିକିତ୍ସାପାଇଁ
Read More...

ଜିଲ୍ଲା ପ୍ରେସ୍‌କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭:- ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । କୋରନା ଭଳି ଏପରି ଅଭାବନୀୟ ସମୟରେ ପ୍ରେସକ୍ଲବର
Read More...

ବୌଦ୍ଧଜିଲ୍ଲା: ଆଜି ୯ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୬/୭- ପ୍ରାୟ ୩ମାସପରେ ଗତକାଲି ବୌଦ୍ଧଜିଲ୍ଲା କରୋନା ପଜିଟିଭ ରିପୋର୍ଟ ସଂକ୍ରମଣ ଶୂନ ରହିଥିବାବେଳେ ଆଜି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା
Read More...

ଗ୍ୟାଙ୍ଗଷ୍ଟାର ହାଇଦର ଉପରକୁ କାହିଁକି ଗୁଳି ଚଳାଇଥିଲା ପୁଲିସ, ଏଫ୍‌ଆଇଆର୍‌ ରେ ରହିଛି ପୂରା ଘଟଣା:

ଭୁବନେଶ୍ୱର : ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର
Read More...

କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ,୨୬/୭:ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣ ଭଇଁସା ମଝିରେ ଗତକାଲି ସାଢେ ୫ଟାବେଳେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛି । ସୂଚନାନୁସାରେ ଗତକାଲି ବଲାଙ୍ଗିରରୁ ଏକ
Read More...

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ

ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜିଠାରୁ ଖୋଲିଲା ସ୍କୁଲ, ଆସିଲେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢା ଆରମ୍ଭ ହୋଇଛି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ
Read More...