Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଲେ ୪ ଓଡିଆ ଖେଳାଳୀ
ସୁବର୍ଣ୍ଣପୁର : ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ୪ ଓଡିଆ ଖେଳାଳୀ । ଥାଇଲାଣ୍ଡର ଆସୁମସନ ବିଶ୍ୱବିଦ୍ୟାଳୟ ବେଙ୍ଗକକ୍ ଠାରେ ଅନୁଷ୍ଠିତ ହେଉଥିବା ୭ମ ହିରୋସ କପ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଏହେସାସ!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜ୍ଞାନ ବିଜ୍ଞାନର ମେଳା ଅନୁଷ୍ଠିତ
ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜମାଦାରଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ!-->…
Read More...
Read More...
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦଘାଟନ କଲେ ଶାସକ ଦଳର ମୁଖ୍ୟ ସଚେତକ
ହରଭଙ୍ଗା : ବୌଦ୍ଧ ବିଧାନସଭା ହରଭଙ୍ଗା ବ୍ଲକ୍ ଧଳପୁର ସ୍ଥିତ ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଓଡିଶା ସରକାରଙ୍କ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ କମଳରେ ଉଦଘାଟନ ହୋଇ ଯାଇଛି l ଉଦ୍ଘାଟନୀ ପରେ ସାଧାରଣ!-->…
Read More...
Read More...
ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା
ପାରଳାଖେମୁଣ୍ଡି : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶ ମୁତାବକ ଆଜି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜି ସାନୁକ ରାଓଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି I ବାପାଙ୍କ ଦେହାନ୍ତ ପରେ ଆର୍ଥିକ ସ୍ଥିତି!-->…
Read More...
Read More...
ରତ୍ନ ଭଣ୍ଡାରକୁ ନେଇ ବିବାଦ ଥମିବାରେ ନାଁ ଧରୁନି
ପୁରୀ : ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିଥିବା ଚାବିରେ ଭିତର ରତ୍ନଭଣ୍ଡାର ତାଲା ନଖୋଲିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର ନିରବତା କୁ ନେଇ ସବୁ ମହଲରେ ଅସନ୍ତୋଷ!-->…
Read More...
Read More...
ମିଥ୍ୟା ସତ୍ୟପାଠ ପଡ଼ିଲା ମହଙ୍ଗା
ବାଲିଗୁଡ଼ା : ମିଥ୍ୟା ସତ୍ୟପାଠ ଦାଖଲ କରିବା ପଡ଼ିଲା ମହଙ୍ଗା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ। ତ୍ରିନାଥ ପ୍ରଧାନଙ୍କ ୫ ସନ୍ତାନ ରହିଥିବା ବେଳେ ୨ ଗୋଟି ସନ୍ତାନ ଥିବା ସତ୍ୟପାଠରେ!-->…
Read More...
Read More...
ଗ୍ରାହକ ସେବା କେନ୍ଦ୍ରର କାନ୍ଥ ଭାଙ୍ଗି ଲୁଟି ନେଲେ ୩୦ ହଜାର ଟଙ୍କା
ବାଲିଗୁଡ଼ା : ବିଳମ୍ବିତ ରାତିରେ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ । ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଢ଼ାଗୁଡ଼ା ପଞ୍ଚାୟତ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ କାନ୍ଥ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। କାନ୍ଥ ଭାଙ୍ଗି ଘର ଭିତରେ ପଶି ଟେବୁଲ୍ ଡ୍ର ଭାଙ୍ଗି ସେଥିରେ!-->…
Read More...
Read More...
ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ
ବରଗଡ଼ : ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ (MDA) ର ଶୁଭାରମ୍ଭ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଷ୍ଟେସନପଡା ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର!-->…
Read More...
Read More...
ଆହତଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ସହ ଆଶୁ ଆରୋଗ୍ୟ କାମନା
ଭୁବନେଶ୍ୱର - ୦୯. ୦୮.୨୦୨୪, ନିର୍ମାଣଧୀନ ଏସସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଶିକାର ହୋଇଥିବା ତିନିଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ!-->…
Read More...
Read More...
କୁନି କୁନି ହକି ଖେଳାଳୀ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ମନାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୯ ଅଗଷ୍ଟ ୨୦୨୪, ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ!-->…
Read More...
Read More...