Browsing Category

ରାଜ୍ୟ

ଗଜପତି ଜିଲ୍ଲା ଆଇନ ପ୍ରାଧିକରଣ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଜପତି,୭/୭- ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନୂତନ ଜିଲ୍ଲାକୋର୍ଟ ପରିସରରେ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସରକାରଙ୍କ କୋଭିଡ କଟକଣାକୁ ମାନି ବନ ମହୋତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଆଇନ ସେବା
Read More...

୩ଘଣ୍ଟା ଜାତୀୟ ରାଜପଥ ଅବରୋଧ ପରେ ଘଟଣାସ୍ଥଳରେ ପହଞ୍ଚିଲେ ହରଭଙ୍ଗା ବିଡିଓ, ସମସ୍ୟାର ସମାଧାନ ପାଇଁଁ ପ୍ରତିଶୃତି ଦେଲେ

ହରଭଙ୍ଗା,୭/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣୀଭୂଷଣପୁର ପଂଚାୟତ ବାହାଲି ଠାରେ ଅସଂପୂର୍ଣ୍ଣ ହୋଇ ପଡିରହିଥିବା ସେତୁକୁ ସଂପୂର୍ଣ୍ଣ କରିବା ଦାବିନେଇ ଆଜି ସ୍ଥାନିୟ ବାସିନ୍ଦା ତେଇସିମାଇଲ୍‌ ଠାରେ େଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ଉପରେ ସକାଳ ୬ଟାରୁ ଧାରଣାରେ ବସିରହିଥିଲେ ।
Read More...

ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

ପୁରୀ : ଆଜି ଆଷାଢ଼ କୃଷ୍ଣପକ୍ଷ ଅଣସର ତ୍ରୟୋଦଶୀ । ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା । ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି । ଫଳରେମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଉ ଦିନକ ପରେ ନେତ୍ରଉତ୍ସବ
Read More...

ବୀହାଲି ନାଳସେତୁ ସଂପୂର୍ଣ୍ଣ ଦାବିନେଇ ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା,୭/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ବାହାଲି ନାଳସେତୁ ନିର୍ମାଣ କାଯ୍ୟ ସଂପୂର୍ଣ୍ଣ କରିବା 6ଦାବିରେ ଆଜି ସକାଳ ୬ ଟାରୁ ତେଇସିମାଇଲ୍ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଖୋର୍ଧା ବଲାଙ୍ଗିର୍ ୫୭ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିବା ଦେଖିବାକୁ
Read More...

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ବଲାଙ୍ଗିର : ଆଇସିଡିଏସ୍‌, ଏମଡିଏମ୍‌ ଭଳି ଜନହିତକାରୀ ଯୋଜନାରେ ହରିଲୁଟ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଦଳ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ
Read More...

ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ: ପୁଣି ୫୯ ଜୀବନ ନେଲା, ଚିହ୍ନଟ ହେଲେ ୨୬୦୨ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସ ଅଦାଲତ ଅଭିଯୁକ୍ତ ଟୁନା ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଖରା ଛୁଟିରେ ନାବାଳିକା ସ୍କୁଲ ଛାତ୍ରୀ ଜଣଙ୍କ ହଷ୍ଟେଲରୁ
Read More...

୨ ବର୍ଷ ହେଲାଣି ମିଳୁନି ବକେୟା ଦରମା, କନ୍ଧମାଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଫୁଲବାଣୀ:କାମ କଲେ ହେଲେ ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ବି ମଧ୍ୟ ମିଳିଲାନି । କେତେ ଆଉ ଅପେକ୍ଷା କରିଥାନ୍ତେ । ମାସେ କି ଦିମାସ ନୁହେଁ ୨ ବର୍ଷ ହୋଇଗଲାଣି । ଏଭଳି ଅଭିଯୋଗ ଆଣିଛନ୍ତି ଫେଡକୋ ବିରୁଦ୍ଧରେ ।ଫଳରେ ମଙ୍ଗଳବାର ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ
Read More...

ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ
Read More...