Browsing Category

ରାଜ୍ୟ

ବୌଦ୍ଧଜିଲ୍ଲା ବିଜେପି ତରଫରୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ପାଳିତ

ବୌଦ୍ଧ,୬/୭- ବୌଦ୍ଧଜିଲ୍ଲାର ସମସ୍ତ ମଣ୍ଡଳ ଶକ୍ତି କେନ୍ଦ୍ର ଓ ଜିଲ୍ଲାସ୍ତରରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଫଟୋଚିତ୍ରରେ ପୁଷ୍ପମାଳା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡଃ
Read More...

ଆଇ ସି ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ କମ୍ପୁଟର ଶିକ୍ଷକ ମାନଙ୍କୁ ପୁନଃନିଯୁକ୍ତି ନିମନ୍ତେ…

ଗଜପତି,୬/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଇ ସି ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ ସଙ୍ଘର ସଭାପତି ସବିତା କୁମାରୀ ପଣ୍ଡିତଙ୍କ ନେତୃତ୍ୱରେ ଚାରି ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍‌ରେଟାରୀ ଓ ରାଜ୍ୟ
Read More...

ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପବିତ୍ର ଜନ୍ମତିଥି ପାଳନ ଅବସରରେ ବୃକ୍ଷରୋପଣ

ବାଉଁଶୁଣୀ,୬/୭- ରାଷ୍ଟ୍ରବାଦ ବିଚାରଧାରାର ପ୍ରତୀକ, ମହାନ ରାଜନୀତିଜ୍ଞ, ଶିକ୍ଷାବିତ, ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପବିତ୍ର ଜନ୍ମତିଥି ପାଳନ ଅବସରରେ ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ବିଜେପି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ
Read More...

ବେଲପଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୭୨ ତମ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ପାଟଣାଗଡ,୬/୭- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ କପାଣୀଠାରେ ଆଜି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବେଲପଡା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ
Read More...

ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ ବନମହୋତ୍ସବ ଏବଂ ବୃକ୍ଷରୋପଣରେ ସାମିଲ ହେଲେ ଆଦିବାସୀ

ପାଟଣାଗଡ,୬/୭- ପାଟଣାଗଡ ବନାଞ୍ଚଳ ବେଲପଡା ସେକ୍ସନ୍‌ ଦ୍ୱାରା ଆୟୋଜିତ ବନମହୋତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବେଲପଡା ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ବହୁମାତ୍ରା ରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ବୁଠି କୁରଢି ସଂରକ୍ଷିତ ବାଞ୍ଜିଡୁଙ୍ଗୁରି ସେଣ୍ଟ୍ରାଲ
Read More...

ବୌଦ୍ଧ ବିଇଓ ଅଫିସରେ ଚା଼ରାରୋପଣ

ବୌଦ୍ଧ,୬/୭:-ବନମହୋତ୍ସବ ସପ୍ତାହର ଷଷ୍ଠ ଦିବସରେ ଆଜି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ତତ୍ତ୍ୱାବଧାନରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, କାର୍ଯ୍ୟାଳୟ କର୍ମଚାରୀ
Read More...

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଭୁବନେଶ୍ୱର,୬/୭: ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ
Read More...

କେବିକେ ଯୁଗ୍ମପ୍ରଶାସକ ଡ଼ଃ ନୃପରାଜ ସାହୁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ: କେବିକେ ଅନୁଦାନ ପ୍ରାପ୍ତ ବିଭିନ୍ନ…

ସୁବର୍ଣ୍ଣପୁର,୦୬/୦୭- କେ ବି କେ ଯୁଗ୍ମ ପ୍ରଶାସକ ଶ୍ରୀଯୁକ୍ତ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ କେ ବି କେ ଅନୁଦାନ ପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା
Read More...

ମହାନଦୀରେ ଡଙ୍ଗା ବୁଡି,ଅଳ୍ପକେ ବର୍ତ୍ତିଲେ ୧୨ ଯାତ୍ରୀ

ହରଭଙ୍ଗା,୬/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ବ୍ରିଜ୍‌ ଘାଟରେ ଏକ ଡଙ୍ଗା ବୁଡି ଯାଇଥିବାବେଳେ ଅଳ୍ପକେ ୧୨ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିର୍ିଯାଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଡଙ୍ଗାରେ ୧୨ ଜଣ ଯାତ୍ରୀ ଆଠମଲ୍ଲିକ ପଟରୁ ଧଳପୁର ବ୍ରିଜ୍‌ ଘାଟକୁ
Read More...

ଟିକାକରଣ କେନ୍ଦ୍ରରେ ଠେଲାପେଲା, ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହରର ରାଣୀପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି । ଟିକା ଗ୍ରହଣ ଲାଗି ଟିକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି ଭିତରେ ଟିକା
Read More...