Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ!-->…
Read More...
Read More...
କୋଭିଡ କଟକଣାରେ ବାହୁଡ଼ା ଯାତ୍ରା
ସମ୍ବଲପୁର :ତୃତୀୟ ଲହରୀର ଆଶଙ୍କା ଓ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଘୋଷିତ କଟକଣା ଯୋଗୁଁ ଆଜି ପୂର୍ବାହ୍ନ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ବିଜେ ହୋଇଯାଇଛି । ସୀମିତ ଭକ୍ତଙ୍କ ଗହଣରେ ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ରଥ ଗଡିବା ସ୍ଥଗିତ ରଖାଯାଇଛି । ସମ୍ବଲପୁରର!-->…
Read More...
Read More...
ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର : ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱରର ଏକ ହଜାର ଗୋଟି ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ, ୨ଟି ବେଲ ଚାରା ଶହ ପନିପରିବା ପୁଡିଆ ଏବଂ ଖତ ସାର ଗଙ୍ଗନଗର ସରକାରୀ ବାସଭବନରୁ ଶୁଭାରମ୍ଭ!-->…
Read More...
Read More...
ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ଅଫିସ ଘେରାଉ କଲା ବଡଚଣା ବିଜେପି
ଚଣ୍ଡିଖୋଲ : ବଡଚଣା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ବଡଚଣା ବିଦ୍ୟୁତ ଅଫିସକୁ ଘେରାଉ କରଯାଇଥିଲା । ପାଞ୍ଚ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବଡଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ସହ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ପ୍ରଦାନ!-->…
Read More...
Read More...
ରାୟଗଡ ଜିଲ୍ଳା ବିଜେପି ପକ୍ଷରୁ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ରାୟଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ ଆଜି ରାୟଗଡ ଜିଲ୍ଳା ଶାଖା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ତତ୍ୱାବଧାନରେ ରାୟଗଡ ସହରର ଶିରିଗୁଡା ଠାରେ ଥିବା!-->…
Read More...
Read More...
ଝିଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ
ଘୁ ଉଦୟଗିରି :ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ଝିଅର ମୃତ୍ୟୁ ଖବର ପାଇବା ପରେ ବାପାଙ୍କ ମୃତ୍ୟୁ ହୋଇଛି । ଝିଅ ନିକିମା ନାୟକ (୫୮)ଙ୍କ ମୃତ୍ୟୁ ଖବର ଶୁଣିବା ପରେ ରୁଦାଙ୍ଗିଆ ଗ୍ରାମର ରାମାମୁର୍ତ୍ତି ନାୟକ (୮୫)ଙ୍କ ପରଲୋକ ହୋଇଛି । ତାଙ୍କୁ ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ!-->…
Read More...
Read More...
‘ଆଶିର୍ବାଦ’ ଯୋଜନା ସଂପର୍କରେ ସଚେତନତା ପାଇଁ ଫ୍ରେଣ୍ଡସିପ୍ କ୍ଲବର ବୈଠକ
ବୌଦ୍ଧ : ଆଜି ଫ୍ରେଣ୍ଡସିପ୍ କ୍ଲବ,ବୌଦ୍ଧ ଏବଂ ବୌଦ୍ଧଗଡ ଏନ୍.ଏ.ସି ର ଅଙ୍ଗନୱାଡି ଦିଦି,ଆଶା ଦିଦିମାନଙ୍କ ମିଳିତ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନାଥ ଶିଶୁ ମାନଙ୍କ ନିମନ୍ତେ " ଆଶିର୍ବାଦ’ ଯୋଜନାର ଲାଭ ଯେପରି ପ୍ରତ୍ୟେକ ଅନାଥ ଶିଶୁମାନେ ଏହାର ସୁବିଧା ପାଇପାରିବେ!-->…
Read More...
Read More...
ଆକ୍ସନ ଏଡ ତରଫରୁ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ
ସୁବର୍ଣ୍ଣପୁର,୧୯/୭- କରୋନା ମହାମାରୀର ତୃତୀୟଲହରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସହ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ପ୍ରସ୍ତୁତି ଚାଲିଛି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆକ୍ସନ ଏଡ଼ ସ୍ବେଛାସେବୀ ଅନୁଷ୍ଠାନ ସ୍ୱତଃ ଏହି ମାନବୀୟ ମହତ କାର୍ଯ୍ୟକ୍ରମ ରେ ନିଜକୁ!-->…
Read More...
Read More...
ଖେଳପାଇଁ ମଞ୍ଜୁରୀ ପ୍ରଦାନକଲେ ରାଜ୍ୟ ସରକାର
କଟକ,୧୯/୦୭: ମହାମାରୀ କୋଭିଡ ୧୯,ସାରା ବିଶ୍ୱର ଅର୍ଥନୀତି କୁ ଦୋହଲାଇ ଦେଇଥିବା ବେଳେ,ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଥିଲା । ସାରା ବିଶ୍ୱ ଚିନ୍ତାଗ୍ରସ୍ତ ଥିଲା । କଥାରେ ଅଛି ମଣିଷ ଜୀବନ ଅମୂଲ୍ୟ ଜୀବନ । ଆଉ ସେଇ ଅମୂଲ୍ୟ ଜୀବନକୁ ସୁସ୍ଥ ରଖିବା ପାଇଁ ଦୈନିକ ଖେଳ,କସରତ କରାଯିବା ଉଚିତ!-->…
Read More...
Read More...
ରାୟଗଡ ବନଖଣ୍ଡ ଅଧିକାରୀ ରୂପେ ବିଜୟ କୁମାର ପରିଡାଙ୍କ ଦାୟିତ୍ବ ଗ୍ରହଣ
ରାୟଗଡ/୧୯/୭- ରାୟଗଡ ବନଖଣ୍ଡ ଅଧିକାରୀ ଭାବେ ଓଡିଶା ବନ ସେବା (ବରିଷ୍ଠ ବର୍ଗ)ବିଜୟ କୁମାର ପରିଡା ନୂତନ ବନଖଣ୍ଡ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତତ୍କାଳୀନ ବନଖଣ୍ଡ ଅଧିକାରୀ ଅଶ୍ୱିନ କୁମାର କରଙ୍କୁ କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସର୍କଲର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ!-->…
Read More...
Read More...