Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧାୟକ ନାଏକଙ୍କ ଆତିଥ୍ୟରେ ୭୨ତମ ବନ ମହୋତ୍ସବ ପାଳିତ
ସମ୍ବଲପୁର, ୬/୭- ସ୍ଥାନୀୟ ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଲପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ମହାନଦୀ ୟୁଥ୍ କ୍ଲବ ଓ ସମର୍ପଣର ମିଳିତ ଉଦ୍ୟମରେ ଗତକାଲି ୭୨ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଅତିଥି!-->…
Read More...
Read More...
ଆଦର୍ଶ ବିଦ୍ୟାଳୟ ଠାରେ ବିଧାୟକ କେ. ନାରାୟଣ ରାଓଙ୍କ ଦ୍ୱାରା ଚାରାରୋପଣ
ଗଜପତି,୬/୭- ୭୨ତମ ବନମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ଗୁମ୍ମା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଫରେଷ୍ଟର ଦିବାକର ଲେଙ୍କା,!-->…
Read More...
Read More...
ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ବୌଦ୍ଧ/ବାଉଁଶୁଣୀ,୬/୭- ମା’ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଅନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିରୋଧ ମହାକୁଳ ଯୋଗଦେଇ ଚାରା ରୋପଣର!-->…
Read More...
Read More...
ଶିଶୁଭବନ ଓଭରବ୍ରିଜ୍ ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
ଭୁବନେଶ୍ବର ୬।୭: ରାଜଧାନୀରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ଭୁବନେଶ୍ବର ଶିଶୁଭବନ ଛକ ଓଭରବ୍ରିଜ ତଳୁ ନବଜାତ ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଜିଆରପି ।
Read More...
Read More...
ଗାଡି କାଚ ଭାଙ୍ଗି ୪୦ହଜାର ଟଙ୍କା ଲୁଟ
ସୁବର୍ଣ୍ଣପୁର: ଦିନକୁଦିନ ସୁବର୍ଣ୍ଣପୁର ସଦର ତଥା ଜିଲ୍ଲାରେ କ୍ରମାଗତ ଭାବରେ ଛିନତାଇ ,ଚୋରି ଘଟଣା ରେ ଅତିଷ୍ଠ ହୋଇଗଲେଣି ଜିଲ୍ଲାବାସୀ । ବିଶେଷକରି ଦିନ ଦୁଇପହରେ ସହରର ବ୍ୟସ୍ତ ବହୁଳ ଅଞ୍ଚଳରୁ ଟଙ୍କାଲୁଟ ଘଟଣା ଜିଲ୍ଲାବାସୀଙ୍କୁ ଆଶଙ୍କାରେ ପକାଇଛି । ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା ହେଉ!-->…
Read More...
Read More...
ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ : ସିଲ କଭର୍ ଭିତରେ ଫଳାଫଳ
ଜି ଉଦୟଗିରି : କନ୍ଧମାଳ ଜି ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଦ୍ୱିତୀୟ ଥର ଆସିଥିବା ଅନାସ୍ଥାପ୍ରସ୍ତାବ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ଫଳାଫଳ ସିଲ୍ କଭର୍ ଭିତରେ ରହିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ!-->…
Read More...
Read More...
ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ : ଆଜି ବି ଅର୍ଦ୍ଧଶତକ ପାର୍, ଚିହ୍ନଟ ହେଲେ ୨୪୮୭ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ଆସୁଛି ୨ଟି ଲଘୁଚାପ, ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ବର୍ଷା ଅଭାବ ସ୍ଥିତି ଦୂର ହୋଇପାରେ ଦ୍ୱିତୀୟ ସପ୍ତାହରୁ । ଅନୁମାନ କରାଯାଉଛି, ଆସନ୍ତା ୧୦ ତାରିଖରୁ କ୍ରମଶଃ ବଢ଼ିବ । ୧୨ରୁ ଅଧିକ ବର୍ଷା ହେବ । ଆସନ୍ତା ୨୦/୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ । ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା!-->…
Read More...
Read More...
ବେଲପଡା ବିୟର ଫେକ୍ଟ୍ରିରେ ଦୁର୍ଘଟଣାରୁ ଶ୍ରମିକ ମୃତ
ପାଟଣାଗଡ,୫/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ସରମୁହାଣ ଗ୍ରାମରେ ଥିବା ବିୟର ଫେକ୍ଟ୍ରି କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗ୍ରାମର ବିଶ୍ୱନାଥ ହଂସ । ସେ ବିଗତ ୧୦ ବର୍ଷ ହେବ ଏହି ଫେକ୍ଟ୍ରିରେ!-->…
Read More...
Read More...