Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢ଼ାଇଲା
ଫୁଲବାଣୀ,୫/୭ - ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡା.ବୁନ୍ଦା ଡି ଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ!-->…
Read More...
Read More...
ସାମ୍ବାଦିକ ସୁରକ୍ଷା ଆଇନ ଓ ନୟାଗଡ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ ଦାବୀରେ…
ବାଲିଗୁଡ଼ା ୫/୭- ନୟାଗଡ ଜିଲ୍ଲା ଅବକାରୀ ବିଭାଗର ଏ ଏସ ଆଇ ଦୁଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିବା ସହ ସଂପୃକ୍ତ ଏ ଏସ ଆଇ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ରେ ସରକାର!-->…
Read More...
Read More...
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଷଷ୍ଠ ଦିନର ରକ୍ତଦାନ ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର,୫/୭- "କରିବା ରକ୍ତଦାନ ବଞ୍ଚାଇବା ଜୀବନ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ' ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଅନୁସରଣ କରି ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ଭୁବନେଶ୍ୱରରେ ଆଜି ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ!-->…
Read More...
Read More...
କୋଭିଡ ସମୟ କାଳରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ
ଗଜପତି,୫/୭- ଆଜି ଗଜପତିଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା କୋଭିଡ ସମୟ କାଳରେ ଗୋଶାଣି ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଓ ସାନକୁତୁରୁ ଗ୍ରାମର ଦୁଇ ଗୋଟି ପରିବାରର ଚାରିଗୋଟି ଅନାଥ ଶିଶୁଙ୍କୁ ସେମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବାସହ!-->…
Read More...
Read More...
ଜହ୍ନାପଙ୍କ ଗ୍ରାମକୁ ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ, ପିଇବାପାଣି ପାଇଁ ଡହକ ବିକଳ
ଜହ୍ନାପଙ୍କ,୫/୭- ରାଜ୍ୟ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଣପାଇଁ ସ୍ୱଜଳ ଧାରା, ଜଳଧାରା, ବସୁଧା ଆଦି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ହେଲେ କେଉଁଠି ଏହି ପ୍ରକଳ୍ପ ସପ୍ତାହେ ଚାଲିଲେ ସପ୍ତାହେ ବନ୍ଦ ରହୁଛି । ଏଭଳି ଏକ ଦୃଶ୍ୟ!-->…
Read More...
Read More...
ଓଡିଶାର ଗୃହନିର୍ମାଣ ସଫଳତାକୁ ବଦନାମ ପାଇଁ ବିଜେପିର ଉଦ୍ୟମ: ବିଜେଡି
ଭୁବନେଶ୍ୱର, ୦୫/୦୭- ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ । ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ,!-->…
Read More...
Read More...
ଗଜପତିରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୫/୭- ଗଜପତି ଜିଲ୍ଲାରେ ଆଜି ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ସେମାନଙ୍କ ମଧ୍ୟରୁ କାଶୀନଗର ବ୍ଳକରୁ ୨ଜଣ, ନୂଆଗଡ଼ ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ ୫ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ!-->…
Read More...
Read More...
୭ନମ୍ବର ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟିର ସାଧାରଣ ବୈଠକ
ହରଭଙ୍ଗା,୫/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଦେବଗଡ ରାମ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ୭ନମ୍ବର ମଣ୍ଡଳ ସ୍ତରୀୟ ବିଜେପି କର୍ମକର୍ତ୍ତାଙ୍କୁ ନେଇ ମଣ୍ଡଳ ସଭାପତି ଗଣେଷ ବେହେରାଙ୍କ ତତ୍ୱାବଧାନରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ସରକାରଙ୍କ!-->…
Read More...
Read More...
ଏମଏସ୍ ଡିଆନ ଆସୋସିଏସନ ତରଫରୁ ବୌଦ୍ଧରେ ମାକ୍ସ୍, ସାନିଟାଇଜର ବଣ୍ଟନ ଏବଂ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ,୫/୭- ଏମଏସ୍ ଡିଆନ ଆସୋସିଏସନ ଅଫ ଓଡ଼ିଶା ତରଫରୁ ବୌଦ୍ଧଠାରେ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମ ଦିବସ ସପ୍ତାହ ପାଳନ ଅବସରରେ ୫ମ ଦିନରେ ଆସୋସିଏସନର ପଶ୍ଚିମ ଓଡ଼ିଶା ଶାଖା ତରଫରୁ ସଦସ୍ୟ ତୋଫାନ ଦେହୁରୀଙ୍କ ନେତୃତ୍ୱରେ ବୌଦ୍ଧର ବିଭିନ୍ନ ସ୍ଥାନରେ ମାସ୍କ, ସାନିଟାଇଜର ବଣ୍ଟନ କରିବା!-->…
Read More...
Read More...