Browsing Category

ରାଜ୍ୟ

ଟିମ୍‌ ହ୍ୟୁମାନିଟିର ପ୍ରଚେଷ୍ଟାରେ ପୂର୍ବପରି ଚାଲିବାକୁ ସକ୍ଷମ ହୋଇଛନ୍ତି ସୋନାଲୀ

ଫୁଲବାଣୀ,୧୪/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ । କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ ।
Read More...

ଭିମସାରରେ ବ୍ଲାକ ଫଙ୍ଗସର ପ୍ରକୋପ : ୩ଦିନରେ ୨ମୃତ ଓ ୧୧ ଚିକିତ୍ସାଧୀନ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ଓ ଚିକିତ୍ସା ସଂସ୍ଥାନ (ଭିମସାର)ରେ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସରେ ୨ଆକ୍ରାନ୍ତଙ୍କ ଗତ ତିନି ଦିନ ଭିତରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସେଠାକାର ରୋଗୀ ଭୟଭୀତ ଓ ଚିକିତ୍ସକଗଣ ଚିନ୍ତିତ ରହିଛନ୍ତି,
Read More...

ଦଧିମାଛଗାଡିଆ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୧୪/୦୭: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗତ ବର୍ଷ ଜୁନ ୧୪ତାରିଖ ସକାଳ ସାଢେ ୮ଟା ସମୟରେ ଲାଲା ପ୍ରଧାନଙ୍କୁ ଗାଁ ରାସ୍ତା ମଝିରେ ଗୁଳିକରି ହତ୍ୟା କରାଯାଇଥିଲା । ଏ ଘଟଣାରେ ଲାଲା
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲାପାଳ ଶ୍ରୀମତୀ ଅବେଲୀ ସୁନିଲ ନରୱଣେ, ତିଆରଡିଏ
Read More...

ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୪ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ନଳ ଅଛି ହେଲେ ଜଳ ନାହିଁ ! ଚୂଆ ପାଣିରେ ବିତୁଛି ଜୀବନ

ଦାରିଙ୍ଗବାଡି :ନଳ ଅଛି ହେଲେ ଜଳ ନାହିଁ । ଜଙ୍ଗଲ ଭିତରେ ଥିବା ଚୂଆ ପାଣିରେ ବିତୁଛି ଜୀବନ । ଗ୍ରାମବାସୀ ଗ୍ରାମରୁ ଏକ କିଲୋମିଟର ଦୂରତାରେ ଥିବା ଚୂଆପାଣିକୁ ଆଣି ବ୍ୟବହାର କରିଥାନ୍ତି । ଯାହାକି ଖରା, ବର୍ଷା, ଶୀତ ସଦାବେଳେ ପାଇଁ ସାହା ଭରସା ଏହି ଚୁଆରୁ ବର୍ଷା ଦିନେ ଗୋଳିଆପାଣି ଓ
Read More...

ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣେ ମୃତ, ୨ ଗୁରୁତର

ଧର୍ମଗଡ : ଧର୍ମଗଡ ଜାତୀୟ ରାଜପଥ ୨୬ କୋକସରା ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣେ ମୃତ, ୨ ଗୁରୁତର ହୋଇଥିବା ଜଣାପଡିଛି । । ପ୍ରାତଃ ସମୟରେ ଶୌଚ ପାଇଁ ଯାଇଥିବା ଲୋକଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, ମୃତକ ହେଉଛନ୍ତି କିଲି ଗାଁର
Read More...

ଗାଁ ସାଥିଙ୍କୁ ବହିଷ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦେଲେ ଦାବିପତ୍ର

ପାଟଣାଗଡ଼,୧୩/୭ - ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି । ଯାହାଫଳରେ ଶ୍ରମିକମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବାସହ ନିଜ ପରିବାର
Read More...