Browsing Category

ରାଜ୍ୟ

ଆସନ୍ତାକାଲି ପାଇଁ ବୌଦ୍ଧଜିଲ୍ଲାର ଏହିସବୁ ସ୍ଥାନମାନଙ୍କରେ କୋଭିଡ୍‌ ଟିକାକରଣ ହେବ

ବୌଦ୍ଧ,୧୩/୭ : - ବୌଦ୍ଧଜିଲ୍ଲାରେ ଟିକାକରଣ କିଛିଦିନ ଧରି ବନ୍ଦ ରହିଥିବାବେଳେ ଆସନ୍ତାକାଲି ୧୪ ତାରିଖ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପୁଣି ଟିକା ଦିଆଯିବ । ବୌଦ୍ଧଜିଲ୍ଲା ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ ଓ କଣ୍ଟାମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮ ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ସକାଳ ୮ ରୁ
Read More...

କ୍ରସର ହଟାଅ, ଛତ୍ରଙ୍ଗ ବଂଚାଅ ନାରାଦେଇ ଅଣ୍ଟା ଭିଡିଲା ମହିଳା ସଂଘ, ଶତାଧିକ ମହିଳାଙ୍କ ବିକ୍ଷୋଭ ଶୋଭାଯାତ୍ରା…

ହରଭଙ୍ଗା,୧୩/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଖରଭୁଇଁ ଠାରେ ପ୍ରଶାସନର ଅନୁମତି କ୍ରମେ ଛତୁଫୁଟିଲା ଭଳି କ୍ରସର ଗଢି ଉଠିଥିବାବେଳେ , ଅଂଚଳରେ ଦିନକୁ ଦିନ ପରିବେଶ ଖରାପ ହେବାସହ ଗୋଟିଏ ଗ୍ରାମରେ କିପରି ୪ ଟି ଲେଖାଏଁ ପଥର କ୍ୱାରିକୁ ଅନୁମତି ଦିଆଗଲା ଏବଂ ସମସ୍ତ କ୍ରସରକୁ
Read More...

ସାଂସଦ ଅପରାଜିତାଙ୍କ ପ୍ରୟାସରେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଛକଠାରେ ନିର୍ମାଣହେବ ଓଭରବ୍ରିଜ

ଭୁବନେଶ୍ୱର,୧୩/୭- ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରୟାସକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଭୂତଳ ରାସ୍ତା vechile under pass (VUP)ପରିବର୍ତ୍ତେ Fly over ନିର୍ମାଣ ହେବ । ଏହି କାର୍ଯ୍ୟ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଦଳର
Read More...

ଦଶପଲ୍ଲା: ରାସ୍ତା ଅବସ୍ଥା ସୁଧୁରିବ କେବେ ?

ଦଶପଲ୍ଲା,୧୩/୭ : - ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ୫଼ ଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଟିକିଏ ବର୍ଷା ହେଲେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନଯାତ୍ରା ହେଉଛି ବ୍ୟାହାତ । ଏ
Read More...

ସ୍ୱରୁପ ପାତ୍ର ହେଲେ ୟୁଥ୍‌ ଫର୍‌ ଏକ୍ସନ୍‌ ଟିମ୍‌ର ସୁବର୍ଣ୍ଣପୁର ସଭାପତି

ସୁବର୍ଣ୍ଣପୁର: ରାଜ୍ୟରେ ଅବହେଳିତବର୍ଗଙ୍କୁ ମୁଖ୍ୟ ସ୍ରୋତ ସହ ଯୋଡିବା ତଥା ସମାଜରେ ଦୁଃଖୀ ଲୋକଙ୍କ ଆର୍ଥିକ ବିକାଶ ଓ ବେସାହାରା ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଓଡ଼ିଶାର ଯୁବକମାନଙ୍କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଗଠନ
Read More...

ଓଡିଶାର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସନ୍ତୋଷଜନକ ରହିଛି । ପ୍ରତିଦିନ ସଂକ୍ରମଣ ହାର ହ୍ରାସ ପାଉଛି । ତେବେ ପୂର୍ବ ତୁଳନାରେ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା କମୁନାହିଁ । ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଉଥିବା ବେଳେ କାହିଁକି ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନାହିଁ ତାକୁ ନେଇ
Read More...

ବଜ୍ରପାତରେ ୩ ମୃତ

ବାରିପଦା : ପୁଣି ବଜ୍ରପାତ ନେଇଛି ୩ଜଣଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି ବାରିପଦାର ଚାନ୍ଦୁଆ ଥାନା ବାଘୁଆଶୋଳ ଗ୍ରାମରେ । ସୂଚନା ଅନୁଯାୟୀ ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ହେବାରୁ ଏକ ଗଛମୂଳ ତିନି ଜଣ ନାବାଳକ ଗାଇଚରାଳି ଆଶ୍ରୟ ନେଇଥିଲେ । ଏହି ସମୟ ମଧ୍ୟରେ ଗଛ
Read More...