Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ଖସିଲା ସଂକ୍ରମଣ, ବୌଦ୍ଧବ୍ଲକ ରୁ ୨ଜଣ ଓ ସହରାଞ୍ଚଳରୁ ଜଣେ ଆକ୍ରାନ୍ତ
ବୌଦ୍ଧ,୧୩/୭: ଆଜି ଜିଲ୍ଲା ସଂକ୍ରମଣ ପୁରା ତଳକୁ ଖସି ୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ପୋଲାମ ଗ୍ରାମରୁ ଜଣେ,!-->!-->!-->…
Read More...
Read More...
ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ!-->…
Read More...
Read More...
ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଜ୍ଞାପନପତ୍ର
ସମ୍ବଲପୁର, ୧୩/୭- ଓଡ଼ିଶା ରାଜ୍ୟ ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଜ୍ଞାପନ ପତ୍ର ଦିଆଯାଇଛି । ଜାତୀୟ ସ୍ତରରେ ଗଠିତ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସମ୍ବଲପୁର ଶାଖା ପକ୍ଷରୁ ଏହା!-->…
Read More...
Read More...
କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା!-->…
Read More...
Read More...
ଶିକ୍ଷକ ସ୍ୱାମୀଙ୍କ ନୃଶଂସ କାଣ୍ଡ, ଶିକ୍ଷୟିତ୍ରୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା
ଯାଜପୁର:ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ସ୍ୱାମୀ ହତ୍ୟା ଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଘଟିଛି ।ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର
ଦଶପଲ୍ଲା,୧୩/୭: - ଆଜି ସକାଳ ୯ଘଣ୍ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଭୋଗରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ!-->…
Read More...
Read More...
କୁର୍ମୀ ସମାଜ ଦ୍ୱାରା କରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ବିଧାୟକ ବିକ୍ରମ କୁମାର ପଣ୍ଡା
ବ୍ରହ୍ମପୁର : ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସୋମବାର ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି!-->…
Read More...
Read More...
ଅଜଣା ରୋଗରେ ଆକ୍ରାନ୍ତ ନିରୂପମା: ସରକାରୀ ସହାୟତା ପାଇଁ ଦାବି
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଟିକିରାପଡା ଗ୍ରାମର ମଙ୍ଗଲୁ ମେହେର (୩୨)ଙ୍କ ଝିଅ ନିରୂପମା ବୟସ(୧୨)ଆଜକୁ ପ୍ରାୟ ୨ ବର୍ଷ ହେବ ଅଜଣା ରୋଗରେ ପୀଡିତ ଅଛି । ନିରୂପମାର ବୟସକୁ ଦେଖିଲା ବେଳକୁ ତାର ଶାରୀରିକ ବିକାଶ ହୋଇନାହିଁ । ସେ ଠିକ ଭାବରେ କଥା!-->…
Read More...
Read More...