ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ତୁରିକେଲା ବ୍ଲକ ଜିପିଓ

0 164

କଣ୍ଟାବାଞ୍ଜି,୨୩/୭- ଭିଜିଲାନ୍ସ ଜାଲରେ ତୁରିକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରାପଡିଛନ୍ତି । ହୋଇଥିବା ଅଭିଯୋଗ ଅନୁଯାୟୀ ଭିଜିଲାନ୍ସ୍ସ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଟିମ ମିଶି ଏକକାଳୀନ ପାଞ୍ଚୋଟି ଜାଗାରେ ଚଢଉ କରିଥିବା ଜଣାପଡିଛି । କଣ୍ଟାବାଞ୍ଜି ପଟେଲ କଲୋନୀସ୍ଥିତ ଗୃହ, ଫଟୋ ସ୍ଟୁଡିଓ , ଧଣ୍ଡାମୁଣ୍ଡାସ୍ଥିତ ପୈତୃକଘର, ତୁରିକେଲା , ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

one × 5 =