Browsing Category

ରାଜ୍ୟ

ବୌଦ୍ଧର ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପଲଶାଗୋରା ଗ୍ରାମର ଯୁବ ଶିକ୍ଷକ ଅରୁଣ ଗିରି(୩୬)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ କୁମରକେଲି ସେବାଶ୍ରମରେ ଶିକ୍ଷକତା କରୁଥିଲେ । ମାସେ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ଏହାପରେ ତାଙ୍କର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇଥିଲା ।
Read More...

କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ

ପୁରୀ,୧୨/୭- ମହାପ୍ରଭୁଙ୍କ ଅପାର କରୁଣାରୁ କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା: ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ରାୟଗଡ/୧୨/୭- ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର
Read More...

ବଦଳିଲେ ବିବାଦୀୟ ଶାଖା ପରିଚାଳକ ,ଆସିବେ ସାରଙ୍ଗଗଡ ଶାଖା ପରିଚାଳକ

ବୌଦ୍ଧ/ଜହ୍ନାପଙ୍କ,୧୨/୭: ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ, ଜହ୍ନାପଙ୍କ ଶାଖା ପରିଚାଳକଙ୍କ ମନମୁଖୀ, ଗ୍ରାହକଙ୍କୁ ଅଯଥା ହଇରାଣ ଓ ଦୁର୍ବ୍ୟବହାର ପାଇଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଏହି ଅସନ୍ତୋଷ ଉଗ୍ରରୂପ ନେଇ ଜାନୁଆରୀ ୨୦
Read More...

ଭିଏସଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ପ୍ରାଣୀ ସହାୟକ କେନ୍ଦ୍ରରୁ ତାଲା ଖୋଲିଲା

ବୌଦ୍ଧ/ଜହ୍ନାପଙ୍କ,୧୨/୭- ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରକୁ ଦୀର୍ଘଦିନ ହେଲା ପ୍ରାଣୀ ନିରୀକ୍ଷକ ସୂର୍ଯ୍ୟକାନ୍ତ ମେହେର ଆସୁନଥିବାରୁ ରବିବାର ଅଞ୍ଚଳର ଗୋପାଳକମନେ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ
Read More...

ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର,୧୨/୭: ସ୍ଥାନୀୟ ସାନ ବଜାର ଛକ ସନ୍ନିକଟ ଜଂଘମବାରି ସାହି ଠାରେ କୋଭିଡ୍‌ ନିୟମ ଅନୂପାଳନ ସହ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ବୈଦିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧର୍ମପ୍ରାଣା ବ୍ୟକ୍ତିତ୍ୱ ତାରା ପ୍ରସାଦ ସ୍ୱାଇଁ ଏବଂ
Read More...

ମୂଷା ପଞ୍ଜୁରୀରେ ନାଗସାପ, ଅଧଘଣ୍ଟା ଲଢେଇ ପରେ ସାପ ଦଂଶନରେ ମୂଷାର ମୃତ୍ୟୁ

ଖୋର୍ଦ୍ଧା୧୨/୦୭: ଖୋର୍ଦ୍ଧା ପୈାରପରିଷଦ ଅନ୍ତର୍ଗତ ଚଣ୍ଡିଚୁଆ ନିକଟସ୍ଥ ସ୍ୱସ୍ତିକ ସୁମନ ପଟ୍ଟନାୟକଙ୍କ ଘରେ ଥିବା ପୋଷା ଧଳା ମୂଷା ପଞ୍ଜୁରୀରେ ଏକ ନାଗସାପ ପଶିଯାଇଥିଲା । ନାଗକୁ ଦେଖି ମୂଷାଟି ଅସ୍ତବ୍ୟସ୍ତ ହୋଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲା । ପ୍ରାୟ ଦୀର୍ଘ ଅଧଘଣ୍ଟା ଧରି ଶ୍ରୀ
Read More...

ପାତାଳି ଶ୍ରୀକ୍ଷେତ୍ର ଠାରେ ରଥଯାତ୍ରା ସଂପର୍ଣ୍ଣ

ସୁବର୍ଣ୍ଣପୁର ୧୨/୭- ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡିପହଣ୍ଡିରେ ଅଣାଯାଇ
Read More...

ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ନୂଆପଡା : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା । ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
Read More...

କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରହିଲା ଉଲ୍ଲାସ ବିହୀନ ରଥଯାତ୍ରା

କଣ୍ଟାବାଞ୍ଜି,୧୨/୭- କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରଥଯାତ୍ରା ଉଲ୍ଲାସ ବିହୀନ ରହିଛି । ବିନା ଭକ୍ତ ଓ ରଥରେ ପାଳନ ସେବାୟତ ଓ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କୁ ନେଇ ମନ୍ଦିର ପରିସରରେ ହିଁ ପାଳନ କରାଯାଇଛି । ସକାଳ ସମୟ ରେ ମନ୍ଦିର ପୂଜାରୀଙ୍କ ଦ୍ୱାରା ଶ୍ରୀଜିଉମାନଙ୍କ
Read More...