Browsing Category

ରାଜ୍ୟ

ସରକାରୀ ତଥ୍ୟ : ପଶ୍ଚିମାଞ୍ଚଳର ୧୦ ଜିଲ୍ଲାରେ ମୋଟ ୧୪୫୦ ଜଣଙ୍କ କରୋନାରେ ମୃତ୍ୟୁ

ସମ୍ବଲପୁର, (ଶିବ ପ୍ରସାଦ ମେହେର)- କରୋନା ସଂକ୍ରମଣରେ ଲଗାମ ଲାଗି ପାରୁନାହିଁ ତ ଏଥିରେ ମୃତ ରୋଗୀଙ୍କ ସଂଖ୍ୟା ଆରମ୍ଭରୁ ହିଁ ବିବାଦରେ ରହିଆସୁଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ଇତିମଧ୍ୟରେ ସରକାରୀ ତଥ୍ୟରୁ ଜଣାପଡିଛି ଯେ ପଶ୍ଚିମ ଓଡ଼ିଶାର ମୋଟ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣରୁ
Read More...

ବୌଦ୍ଧ: ଆଜି ଜିଲ୍ଲାରେ ପୁଣି ୧୧ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୬/୭: ଗତକାଲି ବୌଦ୍ଧଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଜିଲ୍ଲାରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ
Read More...

ଲାଞ୍ଜିପଲ୍ଲୀ ତ୍ରିନାଥ ମନ୍ଦିରରେ ଚୋରି

ବ୍ରହ୍ମପୁର,୧୬/୭: ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୂଆଁବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇଯାଇଛି । ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି
Read More...

କଳା ଓ କଳାକାର ହୀତୈଷୀ ଦାବି ଘେନି କଳାକାର ମହା ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ସଭାକକ୍ଷ ଠାରେ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ
Read More...

ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ମାଲକାନଗିରି :  ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ
Read More...

ଆଉ ୬୪ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୦

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ
Read More...

୨୧ରେ ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅଭାବି ବର୍ଷା ସ୍ଥିତି ଲାଗି ରହିଛି । ୧୭ ଜିଲ୍ଲାରେ ବର୍ଷା ଅଭାବ । ବର୍ତ୍ତମାନ ସୁଦ୍ଧା ମୌସୁମୀ ରାଜ୍ୟରେ ୨୧% କମ୍‌ ବର୍ଷା କରିଛି। ନିକଟରେ ଯେଉଁ ଲଘୁଚାପ ହୋଇଥିଲା, ସେଥିରେ ବି ଆଶାନୁଯାୟୀ ବର୍ଷା ହେଲାନି । ଏବେ ତାଜା ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୨୧
Read More...