Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାଗାବଳୀ ଲାୟନ୍ସ କ୍ଲବ ଓ ସେଞ୍ଚୁରିଆନ ୟୁନିଭରସିଟିର ମିଳିତ ବନମହୋତ୍ସବ କାର୍ଯ୍ୟକ୍ରମ
ରାୟଗଡ/୨/୭/୨୧: ଚଳିତ ଜୁଲାଇ ମାସ ୧ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବନ ମହୋତ୍ସବ ସପ୍ତାହ ପାଳନ ହେବ । ଏହି ପରିପ୍ରେକ୍ଷୀରେ ରାୟଗଡ ସହରର ନାଗାବଳୀ ଲାୟନ୍ସ କ୍ଳବ ଏବଂ ସେଂଚ୍ୟୁରିଆନ୍ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ସେଂଚ୍ୟୁରିଆନ୍ କ୍ୟାମ୍ପସ ପରିସରରେ!-->…
Read More...
Read More...
ପ୍ରକଳ୍ପ ନିର୍ମାଣକୁ ୧୪ ବର୍ଷ ଧରି ଆଶାନେଇ ବଞ୍ଚୁଛନ୍ତି ଜମିହରା ଗ୍ରାମବାସୀ
ରାୟଗଡ/୨/୭/୨୧: କଂସାରୀଗୁଡାରେ ଆଲୁମିନା କମ୍ପାନୀ ପ୍ରତିଷ୍ଠା ହେବା ଆଶାକୁ ପୂରି ଗଲାଣି ୧୪ବର୍ଷ । ଚାଷ ଉପଯୋଗୀ ଜମି ଦେଇ ଜମିହରା ହୋଇ ବସିଛନ୍ତି ଏବେ ଗ୍ରାମବାସୀ । ନା ହେଉଛି କମ୍ପାନୀ ନା ହୋଇପାରୁଛି ଚାଷ । ଫଳରେ ତଳିତଳାନ୍ତ ହୋଇ ଜୀବନଜୀବିକା ନିର୍ବାହ କରୁଛନ୍ତି ରାୟଗଡ ଓ କୋରାପୁଟ!-->…
Read More...
Read More...
ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ
ଗଜପତି,୨/୭- ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଙ୍କ ନେତୃତ୍ୱରେ ଆଜି କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ ପାଇଁ ଗସ୍ତ କରିଥିଲେ । କମିଟିରେ ବିଜେପି ରାଜ୍ୟ ଉପସଭାପତି!-->…
Read More...
Read More...
ବିଜେପି କୃଷକ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ
କଟକ,୨/୭- ଆଜି ଦିବା ୧୧ ଘଟିକାରେ କଟକନଗର ଓ ସଦର ଜିଲ୍ଲାର କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଧାନ ମଣ୍ଡିରୁ ଧାନ ଉଠେଇବା, ସମସ୍ତ ଟୋକନ ଧାରୀଙ୍କ ଧାନ କିଣିବା ଏବଂ କଟନୀ ଛଟନି ବନ୍ଦ କରିବା ଦାବିରେ ସିଏସଓଙ୍କୁ ଦାବୀପତ୍ର ଦେଇଥିଲେ । ସ୍ଥାନୀୟ ଏସ ପି ଅଫିସ ପାଖରୁ ଏକ ଶୋଭାଯାତ୍ରାରେ!-->…
Read More...
Read More...
ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ ସାଗରପାଲି ଗସ୍ତ – ଅନ ଲାଇନ ବଜାର ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧିରେ ନୂଆଁନୂଆଁ…
ସୁବର୍ଣ୍ଣପୁର,୦୨/୦୭- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକ ର ସାଗରପାଲି ଗ୍ରାମ ଗସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ ଦକ୍ଷତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଓ ବୟନ!-->…
Read More...
Read More...
ସୁବର୍ଣ୍ଣପୁର ଠାରେ ଜିଲ୍ଲାସ୍ତରୀୟ ବନମହୋତ୍ସବ ପାଳିତ
ସୁବର୍ଣ୍ଣପୁର ୨/୭- ଆଜି ସହର ନିକଟସ୍ଥ ଝିଙ୍କି ଟିକ୍ରା ଠାରେ ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ଓ ପରିବହନ!-->…
Read More...
Read More...
ମହାସିଙ୍ଗି କାକାବୁଡା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ବାଲିଗୁଡା,୨/୭- ମୋଟରସାଇକେଲକୁ ଧକ୍କା ଦେଲା ଅଜଣା ଗାଡ଼ି । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇଟି ଜୀବନ । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ କ.ନୂଆଗାଁ ଥାନା ଗସୁକିଆ ଗ୍ରାମର ତିମନ୍ତ ଦିଗାଲ ହୋଇଥିବାବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଲ ବୋଲି ଜଣାପଡ଼ିଛି ।!-->…
Read More...
Read More...
ସରୁନି ଦାଦନ ଦୁଃଖ
ବାଲିଗୁଡା,୨/୭- କେରଳରେ ପୁଣି ଜଣେ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ଶିଶପାଙ୍ଗା ଗ୍ରାମର ମହେନ୍ଦ୍ର ପ୍ରଧାନ (୨୩) । ଗତ ଶନିବାର ଦିନ କେରଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନସୁଦ୍ଧା ମୃତ୍ୟୁର!-->…
Read More...
Read More...
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ଗଠିତ ହେଲା ଡିଜିଟାଲ ମିଡିଆସଂଘ
ଦଶପଲ୍ଲା,୨/୭ - କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମକରି ନୟାଗଡ ଜିଲ୍ଲାରେ ଡିଜିଟାଲ ମିଡ଼ିଆ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ପ୍ରଥମ କରି ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା!-->!-->!-->…
Read More...
Read More...
୨୦୦ କପ୍ ସିରଫ ଜବତ, ଜଣେ କୋର୍ଟଚାଲାଣ
ପାଟଣାଗଡ,୨/୭ -ବଲାଙ୍ଗୀର ଜିଲ୍ଳା ପାଟଣାଗଡ ଉପଖଣ୍ଡ ବେଲପଡା ତାରିଣି ମନ୍ଦିର ପଛପଟୁ ଲଳିତ କାଣ୍ଡଙ୍କ ଘରୁ ୨୦୦ ବୋତଲ କପ ସିରପ୍ ଜବତ କରିଥିଲା । ଆଜି ଲଳିତ କାଣ୍ଡକୁ କେସ୍ ନମ୍ବର ୧୨୪୵୨୧ ମାମଲା ରଜୁ କରି କୋର୍ଟଚାଲାଣ କରିଛି। ଏହି ଅଞ୍ଚଳରେ ଦିନକୁଦିନ କପ ସିରଫ କାରବାର ଚାଲୁଥିବାରୁ!-->…
Read More...
Read More...