Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନରୁଆ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଲେଲ୍ୟାଣ୍ଡ ପିକଅପ୍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ ଓ ୪ ଗୁରୁତର
ବ୍ରହ୍ମପୁର,୨୧/୦୭ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ଗୋପିନାଥପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ଧାନ ରୂଆଳି ମହିଳା ଶ୍ରମିକଙ୍କୁ ନେଇ ନାରାୟଣପୁର ଠାରୁ ତୁମ୍ବା ଅଭିମୁଖେ ଯାଉଥିବା ଏକ ମାଲବାହୀ ଲେଲ୍ୟାଣ୍ଡ୍ ପିକ୍ଆପ ଗୋପିନାଥପୁର ବୁଲାଣୀରେ!-->…
Read More...
Read More...
ପୂର୍ବରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଲେ
ସମ୍ବଲପୁର, ୨୧/୭-ଗଛ ଲଗାଇ ତାହା ସହିତ ଫଟୋ ଉଠାଇ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବା ବର୍ତ୍ତମାନ ଏପରି ଜୋର ଧରିଛି ଯେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀ ଯୁବକ ନୂଆଗଛ ଲଗାଇବା ବଦଳରେ ଆଗରୁ ଲଗାଯାଇଥିବା ଚାରାଗୁଡ଼ିକର!-->…
Read More...
Read More...
ପ୍ରିଣ୍ଟ ବଜାର ଗୋଦାମ ଘରେ ଅଗ୍ନିକାଣ୍ଡ
ସମ୍ବଲପୁର, ୨୧/୭- ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ପ୍ରିଣ୍ଟ ବଜାର ଗୋଦାମ ଘରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ନିଆଁ ଲାଗିଯିବାରୁ ସେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସେଠାରେ ସଂଲଗ୍ନ ରାସ୍ତାକଡରେ ଦୈନିକ ପନିପରିବା ବଜାର ବସିଥାଏ ଓ ଉକ୍ତ ଭବନର ଉପର ମହଲାରେ ଏକ ବ୍ୟସ୍ତ!-->…
Read More...
Read More...
ଚାଷୀଙ୍କ ବକେୟା ଟଙ୍କା ଓ ଧାନ ଉଠାଣ ନୀତି ପ୍ରତିବାଦରେ ଗଣଧାରଣା
କଣ୍ଟାବାଞ୍ଜି,୨୧/୭- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଷୀଙ୍କ ବକେୟା ଟଙ୍କା ସହ ଏଫସିଆଇର ଧାନ ଉଠାଣରେ ଅନିମିୟତତା ବିରୁଦ୍ଧରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି!-->…
Read More...
Read More...
ବିଜେପି ଯୁବମୋର୍ଚ୍ଚା ତରଫରୁ ମହମବତୀ ଶୋଭାଯାତ୍ରା କରି ବୌଦ୍ଧ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ବୌଦ୍ଧ,୨୧/୭- ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବୌଦ୍ଧ ରାମଲୀଳା ପଡିଆଠାରୁ ଶତାଧିକ ଯୁବମୋର୍ଚ୍ଚାର କର୍ମୀମାନେ ହାତରେ ପ୍ଲାକାର୍ଡ ଓ ମହମବତୀ ଧରି ସହର ପରିକ୍ରମା କରି ଜିଲ୍ଲା ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରି ପ୍ରତିବାଦ!-->…
Read More...
Read More...
ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ଏସ୍ପି ଅଫିସ ଘେରଉ କଲେ ଗ୍ରାମବାସୀ
ବଲାଙ୍ଗୀର,୨୧/୭- ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଅଏଁଲାସାରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ ସହ ଏସ୍ ପି ଅଫିସ ଘେରାଉ କରିଛନ୍ତି।ଅଭିଯୋଗ ଅନୁସାରେ, ପୁଇଁତଲା ଥାନା ଅଏଁଲାସାରି ଗ୍ରାମର ଉକାଲୁ ସା ଗତକାଲି ବଲାଙ୍ଗୀରରୁ ଘରକୁ ଫେରିବା ବେଳେ ମାଧିଆପାଲି ରେଲପୋଲ ନିକଟରେ ଆକ୍ରମଣ!-->…
Read More...
Read More...
ପ୍ରିୟଙ୍କା ହତ୍ୟା ଘଟଣା : ସିନ୍ଦୂର ଲଗାଇଲି ହତ୍ୟା କଲି
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ଆଜି ତଦନ୍ତକାରି କମିଶନରେଟ ପୁଲିସକୁ ପୁଣି ତାଜା ତଥ୍ୟ ମିଳିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ପ୍ରିୟଙ୍କାଙ୍କ ପ୍ରେମିକ ଜଗନ୍ନାଥ ଆଜି କମିଶନରେଟ୍ ତଦନ୍ତକାରୀ ପୁଲିସ ଟିମ୍କୁ!-->…
Read More...
Read More...
କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରାପଡିଲା ବାଘଶିକାରୀ
ଭୁବନେଶ୍ୱର,୨୧/୭: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ପେଶାଦାର ବାଘଶିକାରୀ ହର ରଣା ଧରାପଡି ଗିରଫ ହୋଇଛି । ତାହାଠାରୁ ବାଘଛାଲ ସମେତ ଶିକାରରେ ବ୍ୟବହାର ହୋଇଥିବା ହାତ ହତିଆର ମଧ୍ୟ ଏସଟିଏଫ ଜବତ କରିଛି । ଏ ସଂପର୍କରେ ଭୁ ବନେଶ୍ୱର କ୍ରାଇମବ୍ରାଞ୍ଚ!-->…
Read More...
Read More...