Browsing Category

ରାଜ୍ୟ

ରାୟଗଡ ଜିଲ୍ଳାର ବିକାଶ: ଗର୍ଭଯନ୍ତ୍ରଣା ନେଇ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା

ରାୟଗଡ/୧୫/୭: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁକମ୍ପାରେ ପଛୁଆ ଓ ଆକାଂକ୍ଷା ଜିଲ୍ଳା ଭାବେ ପରିଚିତ ଥିବା ରାୟଗଡ ଜିଲ୍ଳାରେ ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଳାରେ ୩ଟି ଅଗ୍ରଣୀ
Read More...

ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚିଲା ବ୍ଲକ ପ୍ରଶାସନ, ବଢ଼ାଇଲେ ସହାୟତାର ହାତ

ଦାରିଙ୍ଗବାଡି ୧୫/୭: ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପରସାହିରେ ଗତକାଲି ରାତିରେ ନିଆଁଲାଗି ଗ୍ରାମର ଗୋରେଖ ନାୟକଙ୍କ ଘର ପୋଡ଼ିଯାଇଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ ଅଭିମନ୍ୟୁ ବେହେରା ଖବରପାଇବା ପରେ ତୁରନ୍ତ ତିଲୋରୀ ଗ୍ରାମରେ ପହଂଚି ଅଗ୍ନି ବିପନ୍ନ ଗୋରେଖଙ୍କ
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସଂଗଠନ ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ପୁରୀ ବାଇପାସ ରାସ୍ତାରେ ଚାରା ରୋପଣ କରାଯାଇଥିଲା ଏବଂ ନିକଟସ୍ଥ ଗଙ୍ଗୁଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାଙ୍କୁ ଖାଦ୍ୟ ପୁଡ଼ିଆ, ମାସ୍କ ଓ ସାନିଟାଇଜର ବଣ୍ଟନ
Read More...

ବୌଦ୍ଧଜିଲ୍ଲା ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ୭ ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ
Read More...

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଭଣ୍ଡବାବା

ରାଉରକେଲା: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଜଣେ ଭଣ୍ଡବାବାଙ୍କୁ ଗିରଫ କରିଛି । ଗିରଫ ଭଣ୍ଡବାବାର ନାମ ନରେଶ ସ’ । ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ
Read More...

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ
Read More...

ଆବାସ ଯୋଜନା ଆବଣ୍ଟନ ଦୁର୍ନୀତି ବିରୁଦ୍ଧରେ ଭାଜପାର ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର,୧୫/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ
Read More...

ବିପୁଳ ପରିମାଣର ଗଛ ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଢିବ

ସମ୍ବଲପୁର,୧୫/୭- ବିଶ୍ୱସ୍ତରୀୟ ମହାମାରୀ କରୋନାରୁ ସୁରକ୍ଷା ପାଇଁ ଜନସମାଜକୁ ଯଥେଷ୍ଟ ଅମ୍ଳଜାନ ଯୋଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମବାସୀ ଅଣ୍ଟା ଭିଡି ବାହାରିଛନ୍ତି । ଏହି ଗ୍ରାମରେ ବିଭିନ୍ନ
Read More...