Browsing Category

ରାଜ୍ୟ

ସ୍ତ୍ରୀର ଶବକୁ ଏକା ବୋହିବା ଘଟଣା, ୩ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସିଡିଏମ୍‌ଓ

ଫୁଲବାଣୀ: ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ୱାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସିଡିଏମ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କ ବିରୋଧରେ
Read More...

୭୨ତମ ବନ ମହୋତ୍ସବ ପାଳିତ

କଣ୍ଟାବାଞ୍ଜି,୨/୭- ବଲାଙ୍ଗୀର ବନଖଣ୍ଡ ର କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ଆଜି ୭୨ ତମ ବନ ମହୋତ୍ସବର ଦ୍ୱିତୀୟ ଦିନପାଳିତ ହୋଇଯାଇଛି।କଣ୍ଟାବାଞ୍ଜିସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କ ନେତୃତ୍ବରେ ଅତିଥି ଭାବରେ ପ୍ରକୃତିବନ୍ଧୁ ତଥା
Read More...

ତିର୍ତ୍ତୋଲ ପୋଲିସକୁ ମାଡ଼ମାରି ଫେରାର ଥିବା ଅଭିଯୁକ୍ତ ବଡ଼ବାଲିକଣି ଗ୍ରାମରୁ ଗିରଫ

ଜଗତସିଂହପୁର,୨/୭- ଜ଼ିଲ୍ଲାର ତିର୍ତ୍ତୋଲ ଥାନା ପକ୍ଷରୁ ପୋଲିସ ଅଧିକାରୀ ଚୋରକୁ ଧରିବାକୁ ଯାଇଥିବା ସମୟରେ ନିସ୍ତୁକ ମାଡ଼ ଖାଇଥିଲେ ଦୁଇ ପୁଲିସ ଅଧିକାରୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ । ଚୋରି ଘଟଣାରେ ତଦନ୍ତ ସମୟରେ ପୁଲିସ ଉପରେ
Read More...

ବନ ମହୋତ୍ସବ ସପ୍ତାହ ଉଦଘାଟନ ସହ କରୋନା ସଚେତନତା

ଗଜପତି,୨/୭- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହର ଉଦଘାଟନ ସହ କରୋନାର ସଚେତନତା ତାଲିମ ଅନଲାଇନ ମିଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାରା
Read More...

ଭୀମସାରରୁ ବହିଷ୍କୃତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଥଇଥାନ ପାଇଁ ଦାବି

ସମ୍ବଲପୁର, ୨/୭- ସ୍ଥାନୀୟ ବୁର୍ଲାସ୍ଥିତ ବଡ଼ ମେଡିକାଲ ଭୀମସାରରୁ ବହିଷ୍କୃତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି ଦେବା ପାଇଁ ଓଡ଼ିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଦାବି କରାଯାଇଛି । ଏହି ବହିଷ୍କାର ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ଆଜି ଏଥିପାଇଁ ସମ୍ବଲପୁର ଜିଲ୍ଲାପାଳ
Read More...

ବର୍ଷାଋତୁରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର କମିବା ଚିନ୍ତାର ବିଷୟ

ସମ୍ବଲପୁର,୨/୭- ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବା, ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ମହାନଦୀରେ ଜଳ ସଙ୍କଟକୁ ନେଇ ଆମର ପଡୋଶୀ ରାଜ୍ୟ ଛତିଶଗଡ ସହିତ ବିବାଦ ଘନେଇବା ପରିପ୍ରେକ୍ଷୀରେ ଏହା ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ
Read More...

ଅବକାରୀ ବିଭାଗର ମିଳିତ ଚଢାଉରେ ମହୁଲି ମଦ ଜବତ

କେନ୍ଦୁଝର,୨/୭- ପାଟଣା ତହସିଲଦାରଙ୍କ. ନେତୃତ୍ୱରେ କେନ୍ଦୁଝର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ଼, ପାଟଣା ବ୍ଲକ ଅବକାରୀ କର୍ମଚାରୀ ତଥା ଘଟଗାଁ ବ୍ଲକ ଅବକାରୀ କର୍ମଚାରୀ ମିଳିତଭାବେ ଚଢାଉକରି ମହୁଲିମନଦ ଓ ପୋଚ ନଷ୍ଟ କରିଥିବା ଦେଖିବାକୁ ମିଳିଛି । କୌଣସି ସୁତ୍ରରୁ ଖବରପାଇ ତୁରମୁଙ୍ଗା
Read More...

ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୭୨ତମ ବନମେହାତ୍ସବ ସପ୍ତାହ ପାଳିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅମ୍ଳଜାନର ଉପାଦେୟତା ଉପରେ ନିଜ ବକ୍ତବ୍ୟରେ କହିଥିଲେ । କରୋନା
Read More...

ଚାଲାଣ ପାଇଁ ମହଜୁଦ୍‌ ବିପୁଳ ଗଞ୍ଜେଇକୁ ଜବତ କଲା ପୋଲିସ୍‌, ଜଣେ ଗିରଫ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଫୁଲବାଣୀ, ରାୟଗଡା, ଗଜପତି, କୋରାପୁଟ ଅଂଚଳ ବର୍ତ୍ତମାନ ଗଂଜେଇ ଚାଷର ମୂଖ୍ୟ ଭୂମି ପାଲଟିଛି । ଏଠାରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତାରେ ବ୍ରହ୍ମପୁରକୁ ଆସି ଏଠାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ତେବେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ
Read More...