Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋବାଇଲ ନେଟୱାର୍କ ନାହିଁ, ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଂଚାୟତ ଓ ଗାଁ ଅଛି ଯୋଉଠି ମୋବାଇଲ ନେଟୱାର୍କ ସାତସପନ । ସେହିପରି ଚିପାକୁର ପଂଚାୟତର ଅଧିକାଂଶ ଗାଁ ରେ ନେଟୱର୍କ ନାହିଁ l ଉକ୍ତ ପଂଚାୟତର ଝୋଡିଗୁଡl ଗାଁ ରେ ଟାୱାର ସେବା ଠିକ୍ ଭାବରେ!-->…
Read More...
Read More...
ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅଫ୍ଲାଇନ୍ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ପ୍ରକାଶିତ ମାର୍କକୁ ଚ୍ୟାଲେଞ୍ଜ କରି ଫର୍ମ ଫିଲପ୍ କରିଥିବା ଛାତ୍ରଛାତ୍ରୀ ଏହି!-->…
Read More...
Read More...
ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ,ପୁଣି ୪୬ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ!-->…
Read More...
Read More...
ପୁରୁଣାକଟକ ବନାଞ୍ଚଳରେ ବନମହୋତ୍ସବ ପାଳିତ
ହରଭଙ୍ଗା,୨/୭- ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଞ୍ଚଳ ତରଫରୁ ପାରାପିଟ ସଂରକ୍ଷିତ ଜଙ୍ଗଲରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ମୁଖ୍ୟ ଅତିଥି ଏବଂ ପୁରୁଣାକଟକ ସରପଞ୍ଚ ଭବାନୀବାଳା କହଁର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷ!-->…
Read More...
Read More...
ସାମାଜିକ କାର୍ଯ୍ୟ ପାଇଁ ଗଠିତ ହେଲା ଅରୁନ୍ଧତୀ ଫାଉଣ୍ଡେସନ, ବଲାଙ୍ଗୀର ଠାରେ ହେବ ପ୍ଲାଗସିପ ଗହଣା ସୋ ରୁମ୍
ବଲାଙ୍ଗୀର- ରାଜ୍ୟର ଅଗ୍ରଣୀ ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜୁଏଲରସ୍ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ଅରୁନ୍ଧତୀ ଫାଉନଡେସନ୍ ଗଠିତ ହେବା ପ୍ରକାଶ କରିଛନ୍ତି। ବଲାଙ୍ଗୀର ଠାରୁ ଆରମ୍ଭ ହୋଇଥିବା ଅରୁନ୍ଧତୀ ଗଳ୍ପ ଅପ କମ୍ପାନୀ ଜାତୀୟ ଓ ଆନ୍ତର୍ଜାତୀୟ!-->…
Read More...
Read More...
ଜୁଲାଇରେ କଟକଣା କୋହଳ ପରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି
ରାୟଗଡ/୧/୭- ରାଜ୍ୟର ୨୦ଟି ଜିଲ୍ଳା ମଧ୍ୟରେ ୫ ପ୍ରତିଶତରୁ କମ ସଂକ୍ରମଣ ହାର ରହିଥିବାରୁ ଗ୍ରୀନ ଜୋନର ରାୟଗଡ ଜିଲ୍ଳା ମଧ୍ୟ ରାଜ୍ୟ ସରକାରଙ୍କ ଜୁଲାଇ ୧୬ତାରିଖ ଯାଏଁ ବୃଦ୍ଧି ଲକଡାଉନ କଟକଣାର ଆଂଶିକ କୋହଳ କଟକଣା ତାଲିକା ମଧ୍ୟରେ ସ୍ଥାନ ପାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ସଦର!-->…
Read More...
Read More...
ରାୟଗଡ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଆଦିବାସୀ କଲ୍ୟାଣମନ୍ତ୍ରୀଙ୍କ ଉଦ୍ୟମ
ରାୟଗଡ/୧/୭/୨୧: ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ କ୍ରୀଡାର ବିକାଶ ଓ ଖେଳକୁଦରେ ରୁଚି ରଖୁଥିବା ଅଂଚଳର ଯୁବପିଢୀଙ୍କ ସଫଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଳାରେ ୩ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତଥା ସହାୟତା ପ୍ରଦାନ କରିବା ପାଇଁ!-->…
Read More...
Read More...
ସ୍ତ୍ରୀ ଶବକୁ ଏକା ଆଣିଲା ସ୍ୱାମୀ, ମରିଯାଉଛି ମାନବିକତା
କନ୍ଧମାଳ, ୧ /୭- ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ । ନିକଟରେ ଦେଖଣାହାରୀ ବହୁତ ଥିଲେ କେହି କଲେନାହିଁ ସହାୟତା । ଏଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ!-->…
Read More...
Read More...
ବୌଦ୍ଧ: ହୃଦଘାତରେ ବରିଷ୍ଠ କିରାଣୀଙ୍କ ପରଲୋକ
ବୌଦ୍ଧ,୧/୭- ବୌଦ୍ଧସହରର ରାଜନପାଲି ନିବାସୀ ସୁଦର୍ଶନ ସେଠୀ (୫୭)ଙ୍କ ଆଜି ସକାଳ ୧୧ଟାବେଳେ ହୃଦଘାତରେ ପରଲୋକ ହୋଇଥିବା ଖବର ମିଳିଛି । ସେ ବୌଦ୍ଧର ମଧ୍ୟମ କ୍ଷୁଦ୍ର ଜଳସେଚନ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ହଠାତ୍ ଅସୁସ୍ଥ ହେବାସହ ହୃଦଘାତରେ ତାଙ୍କର ପରଲୋକ!-->…
Read More...
Read More...