Browsing Category

ରାଜ୍ୟ

ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ଅଫିସ ଘେରାଉ କଲା ବଡଚଣା ବିଜେପି

ଚଣ୍ଡିଖୋଲ : ବଡଚଣା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ବଡଚଣା ବିଦ୍ୟୁତ ଅଫିସକୁ ଘେରାଉ କରଯାଇଥିଲା । ପାଞ୍ଚ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବଡଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ସହ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ପ୍ରଦାନ…
Read More...

ରାୟଗଡ ଜିଲ୍ଳା ବିଜେପି ପକ୍ଷରୁ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ ଆଜି ରାୟଗଡ ଜିଲ୍ଳା ଶାଖା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ତତ୍ୱାବଧାନରେ ରାୟଗଡ ସହରର ଶିରିଗୁଡା ଠାରେ ଥିବା…
Read More...

ଝିଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ

ଘୁ ଉଦୟଗିରି :ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ଝିଅର ମୃତ୍ୟୁ ଖବର ପାଇବା ପରେ ବାପାଙ୍କ ମୃତ୍ୟୁ ହୋଇଛି । ଝିଅ ନିକିମା ନାୟକ (୫୮)ଙ୍କ ମୃତ୍ୟୁ ଖବର ଶୁଣିବା ପରେ ରୁଦାଙ୍ଗିଆ ଗ୍ରାମର ରାମାମୁର୍ତ୍ତି ନାୟକ (୮୫)ଙ୍କ ପରଲୋକ ହୋଇଛି । ତାଙ୍କୁ ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ…
Read More...

‘ଆଶିର୍ବାଦ’ ଯୋଜନା ସଂପର୍କରେ ସଚେତନତା ପାଇଁ ଫ୍ରେଣ୍ଡସିପ୍‌ କ୍ଲବର ବୈଠକ

ବୌଦ୍ଧ : ଆଜି ଫ୍ରେଣ୍ଡସିପ୍‌ କ୍ଲବ,ବୌଦ୍ଧ ଏବଂ ବୌଦ୍ଧଗଡ ଏନ୍‌.ଏ.ସି ର ଅଙ୍ଗନୱାଡି ଦିଦି,ଆଶା ଦିଦିମାନଙ୍କ ମିଳିତ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନାଥ ଶିଶୁ ମାନଙ୍କ ନିମନ୍ତେ " ଆଶିର୍ବାଦ’ ଯୋଜନାର ଲାଭ ଯେପରି ପ୍ରତ୍ୟେକ ଅନାଥ ଶିଶୁମାନେ ଏହାର ସୁବିଧା ପାଇପାରିବେ…
Read More...

ଆକ୍ସନ ଏଡ ତରଫରୁ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ

ସୁବର୍ଣ୍ଣପୁର,୧୯/୭- କରୋନା ମହାମାରୀର ତୃତୀୟଲହରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସହ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ପ୍ରସ୍ତୁତି ଚାଲିଛି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆକ୍ସନ ଏଡ଼ ସ୍ବେଛାସେବୀ ଅନୁଷ୍ଠାନ ସ୍ୱତଃ ଏହି ମାନବୀୟ ମହତ କାର୍ଯ୍ୟକ୍ରମ ରେ ନିଜକୁ…
Read More...

ଖେଳପାଇଁ ମଞ୍ଜୁରୀ ପ୍ରଦାନକଲେ ରାଜ୍ୟ ସରକାର

କଟକ,୧୯/୦୭: ମହାମାରୀ କୋଭିଡ ୧୯,ସାରା ବିଶ୍ୱର ଅର୍ଥନୀତି କୁ ଦୋହଲାଇ ଦେଇଥିବା ବେଳେ,ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଥିଲା । ସାରା ବିଶ୍ୱ ଚିନ୍ତାଗ୍ରସ୍ତ ଥିଲା । କଥାରେ ଅଛି ମଣିଷ ଜୀବନ ଅମୂଲ୍ୟ ଜୀବନ । ଆଉ ସେଇ ଅମୂଲ୍ୟ ଜୀବନକୁ ସୁସ୍ଥ ରଖିବା ପାଇଁ ଦୈନିକ ଖେଳ,କସରତ କରାଯିବା ଉଚିତ…
Read More...

ରାୟଗଡ ବନଖଣ୍ଡ ଅଧିକାରୀ ରୂପେ ବିଜୟ କୁମାର ପରିଡାଙ୍କ ଦାୟିତ୍ବ ଗ୍ରହଣ

ରାୟଗଡ/୧୯/୭- ରାୟଗଡ ବନଖଣ୍ଡ ଅଧିକାରୀ ଭାବେ ଓଡିଶା ବନ ସେବା (ବରିଷ୍ଠ ବର୍ଗ)ବିଜୟ କୁମାର ପରିଡା ନୂତନ ବନଖଣ୍ଡ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତତ୍କାଳୀନ ବନଖଣ୍ଡ ଅଧିକାରୀ ଅଶ୍ୱିନ କୁମାର କରଙ୍କୁ କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସର୍କଲର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ…
Read More...

ବୌଦ୍ଧ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୯/୭- ବୌଦ୍ଧଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ମନରଞ୍ଜନ ଦାଶଙ୍କ ନେତୃତ୍ୱରେ ଦେଶରେ କଠୋର ଏବଂ ସଶକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ସଂସଦରେ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଆଜି ପ୍ରଦାନ କରାଯାଇଛି ।…
Read More...

ମହାପ୍ରଭୁଙ୍କ ବାହୁଡାଯାତ୍ରା ଓ ସୁନାବେଶ ପାଇଁ ଶେଷ ହେଲା ସମୀକ୍ଷା ବୈଠକ

ପୁରୀ,୧୯/୭- ମହାପ୍ରଭୁଙ୍କ ବାହୁଡାଯାତ୍ରା ଓ ସୁନା ବେଶ ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ । ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ,…
Read More...

ବ୍ରାଉନସୁଗର ବିକ୍ରି ଧରା ପଡ଼ିଲା: ଜଣେ ନାବାଳକ ଓ ୨ ଅଭିଯୁକ୍ତ ଗିରଫ

ସମ୍ବଲପୁର, ୧୯/୭- ସ୍ଥାନୀୟ ମହାନଦୀ ଉପରେ ନବନିର୍ମିତ ଚାଉରପୁର ସେତୁ ଠାରେ ବେଆଇନ ଭାବେ ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ପୁଲିସ ଜଣେ ନାବାଳକ ସହିତ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮.୫ଗ୍ରାମ ବ୍ରାଉନ ସୁଗର, ସେମାନଙ୍କ ଦ୍ୱାରା ବ୍ୟବହୃତ ଏକ ଲାଲ ରଙ୍ଗର ସ୍କୁଟର ଓ ତିନୋଟି…
Read More...