Browsing Category

ରାଜ୍ୟ

ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

ସୁବର୍ଣ୍ଣପୁର,୧୯/୭- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡିକିମାଲ ଗାଁ ରେ ଘଟିଛି ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ତରଭା ବ୍ଲକ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମର ରାଧେଶ୍ୟାମ ସାହୁ ଏବଂ ଗୋପ ସାହୁ । ଉଭୟେ ବିଲରେ ପାଣି ପମ୍ପ ଲଗାଇବା…
Read More...

ବିଦ୍ୟୁତ ସମସ୍ୟା ନେଇ ବୌଦ୍ଧଜିଲ୍ଲା ବିଜେପି ତରଫରୁ ମନମୁଣ୍ଡା ବିଦ୍ୟୁତ ଅଫିସ ଘେରାଉ

ବୌଦ୍ଧ,୧୯/୭-ବୌଦ୍ଧଜିଲ୍ଲା କଣ୍ଟମାଳ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ମନମୁଣ୍ଡା ବିଦ୍ୟୁତ ବିଭାଗ ଅଫିସକୁ ଘେରାଉ କରାଯାଇଥିଲା । ପାଞ୍ଚ ଦଫା ଦାବୀନେଇ ଏକ ସ୍ମାରକପତ୍ର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ…
Read More...

ବିଜେପି ଯୁବମୋର୍ଚ୍ଚା ଫୁଲବାଣୀ ବ୍ଲକ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଲବାଣୀ,୧୯/୭- ରବିବାର ଭାରତୀୟ ଜନତା ଯୁବମୋର୍ଚ୍ଚା କନ୍ଧମାଳ ଫୁଲବାଣୀ ବ୍ଲକ ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କବୄଦ୍ଧି ଓ ଲୋଭୋଲ୍‌ଟେଜର ପ୍ରତିବାଦକରି ଏକ ଫୁଲବାଣୀ ସହରର ମାଦିକୁନ୍ଦା ଛକଠାରୁ ଇଲେକ୍ଟ୍ରି ଅପିସ୍‌ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା…
Read More...

ଜିଲ୍ଲା ସଦର ହସପିଟାଲରେ ଶଯ୍ୟା ଅଭାବରୁ ରୋଗୀ ତଳେ ହେଉଛନ୍ତି ଚିକିତ୍ସିତ

ସମ୍ବଲପୁର,୧୯/୭- ସମ୍ବଲପୁର ସଦର ହସପିଟାଲ ଉପରେ ପ୍ରାୟ ୧୨ ଲକ୍ଷ ଜିଲ୍ଲାବାସୀ ସେମାନଙ୍କ ଚିକିତ୍ସା ପାଇଁ ନିର୍ଭର କରନ୍ତି ଓ ସେଠାରେ ରୋଗୀଙ୍କ ପାଇଁ ଶଯ୍ୟା ଅଭାବ ଦେଖାଯାଉଛି । ଜନସାଧାରଣଙ୍କ ବିରୋଧସତ୍ୱେ ସେଠାରେ ଏକ ଘରୋଇ ହସପିଟାଲର ସହଯୋଗ ନେଇ ଜିଲ୍ଲା କୋଭିଡ ହସ୍ପିଟାଲ ଖୋଲାଗଲା ଓ…
Read More...

ଧନୁପାଲି ଅଞ୍ଚଳର ଚରମ ଉପେକ୍ଷା ଅଭିଯୋଗ ନେଇ ପ୍ରବୁଦ୍ଧ ନାଗରିକଗଣ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ସମ୍ବଲପୁର,୧୯/୭- ସ୍ଥାନୀୟ ଧନୁପାଲି ନାଗରିକ ସମନ୍ୱୟ ସମିତି ପକ୍ଷରୁ ପ୍ରତିନିଧିସ୍ୱରୂପ କିଛି ପ୍ରବୁଦ୍ଧ ନାଗରିକ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ସେମାନଙ୍କ ଅଞ୍ଚଳ ପ୍ରତି ଚରମ ଅବହେଳାର ଅଭିଯୋଗନେଇ । ସମିତି ସମନ୍ୱୟ ରାଜେନ୍ଦ୍ର ପଣ୍ଡା ଏବିଷୟରେ ଜିଲ୍ଲାପ୍ରଶାସନକୁ ଜଣାଇ କହିଲେ, ନଗର…
Read More...

ବିଜେଡିରେ ଯୋଗଦାନ ଦେଲେ ପୁରୁଣା ବିଜେପି ଯୁବକର୍ମୀ

ପାଟଣାଗଡ,୧୯/୭- ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ଯୁବକଙ୍କ ଭିଡ ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଗତ ରାତ୍ରୀ ୭ ଟା ସମୟରେ ଏନଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ ଏଲଆଇସି କଲୋନୀର ପୁରୁଣା…
Read More...