Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭୨ ତମ ବନ ମହୋତ୍ସବ ପାଳିତ
ବ୍ରହ୍ମପୁର,୨୦/୭: ଆଜି କୁକୁଡାଖଣ୍ଡି ବ୍ଲକ , କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କୁକୁଡାଖଣ୍ଡି ଉପ ନିବନ୍ଧକ ତଥା ଛତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ କବିରାଜ ଆର୍ଯ୍ୟଙ୍କ ତତ୍ତ୍ୱାବଧାନରେ ରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ!-->…
Read More...
Read More...
ଜଳ ଓ ପରିମଳ ବିଭାଗ ଦ୍ୱାରା ରାଇକିଆ ଠାରେ କଠିନ ବର୍ଜ୍ୟ ବସ୍ତୁ କେନ୍ଦ୍ର ଗୃହ ନିମନ୍ତେ ଭୂମିପୂଜା
ଜି.ଉଦୟଗିରି,୨୦/୭: ରାଇକିଆ ଠାରେ ମଙ୍ଗଳବାରଦିନ ଏକ ଜୈବ ଖତ ଉତ୍ପାଦନ କେନ୍ଦ୍ର ସକାଶେ ରାଇକିଆ ବିଡ଼ିଓ ପ୍ରବିନ କୁମାର ବାଣୁଆ ଭୂମିପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇକିଆ ତହସିଲଦାର ହରିହର ଭୋଇ, ବ୍ଳକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ସମିତି ସଭ୍ୟା ମିନି ନାୟକ, ସରପଞ୍ଚ!-->…
Read More...
Read More...
ଅହେତୁକ ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବ୍ଲକ ତରଫରୁ ଦାବୀପତ୍ର
ଫୁଲବାଣୀ,୨୦/୭- କରୋନା ମହାମାରୀ ସମୟରେ ସର୍ବ ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଏନେଇ ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ତରଫରୁ!-->…
Read More...
Read More...
ଟିଟିଲାଗଡ଼ ବିଜେଡି ତରଫରୁ ଚାଷୀ ବକେୟା ଟଙ୍କା ଓ ଏଫସିଆଇ ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଗଣଧାରଣା
ଟିଟିଲାଗଡ,୨୦/୭଼ - କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ତଥା ଓଡ଼ିଶାଚାଷୀଙ୍କ ବକେୟା ପଇସା ପୈଠ କରିବାକୁ ଦାବି କରିବା ସହ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଆଜି ସ୍ଥାନୀୟ ଏଫସିଆଇ କାର୍ଯ୍ୟ ।ଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବିଜେଡିର ବରିଷ୍ଠନେତା ପ୍ରମୋଦ ପ୍ରଧାନଙ୍କ!-->…
Read More...
Read More...
ବୌଦ୍ଧଜିଲ୍ଲା ଷ୍ଟାଡିୟମରେ ହେବ କ୍ରିକେଟ ଏକାଡେମୀ
ବୌଦ୍ଧ,୨୦/୭- ଓଡିଶା କ୍ରିକେଟ ଆସୋସିଏସନ ସହାୟତାରେ ବୌଦ୍ଧଜିଲ୍ଲା ଷ୍ଟାଡିୟମରେ କ୍ରିକେଟ ଏକାଡେମୀ ତିଆରିହେବ । ଗତକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଏହାର ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧଜିଲ୍ଲା ଅନ୍ତର୍ଭୁକ୍ତ ହେବ ବୋଲି ଜଣାପଡିଛି । ଷ୍ଟାଡିୟମରେ!-->…
Read More...
Read More...
ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ
ବୌଦ୍ଧ/ଜହ୍ନାପଙ୍କ,୨୦/୭- ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ ୫ ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ ଜଣାପଡିଛି । ସୂଚନାଯୋଗ୍ୟ ଯେ ବୌଦ୍ଧବ୍ଲକ ଖୁଂଟବନ୍ଧ ପଂଚାୟତର ଜାତୀୟ ରାଜପଥ ନଂ୫୭ ରୁ ମଧୁପୁର ଗ୍ରାମ୍ୟ!-->…
Read More...
Read More...
ବୌଦ୍ଧରେ ବିନା ଭକ୍ତରେ ବାହୁଡାଯାତ୍ରା ସଂପନ୍ନ
ବୌଦ୍ଧ,୨୦/୭ - ଆଜି ବୌଦ୍ଧସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିନା ରଥ ଓ ଭକ୍ତରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜର ସୀମିତ ସଂଖ୍ୟାରେ ସେବାୟତ ଓ ପ୍ରଶାସନ ଏହି ଯାତ୍ରାରେ ସାମିଲ ହୋଇଥିଲେ । କୋଭିଡ!-->…
Read More...
Read More...
୭ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ!-->…
Read More...
Read More...
କୋଭିଡ କଟକଣାରେ ବାହୁଡ଼ା ଯାତ୍ରା
ସମ୍ବଲପୁର :ତୃତୀୟ ଲହରୀର ଆଶଙ୍କା ଓ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଘୋଷିତ କଟକଣା ଯୋଗୁଁ ଆଜି ପୂର୍ବାହ୍ନ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ବିଜେ ହୋଇଯାଇଛି । ସୀମିତ ଭକ୍ତଙ୍କ ଗହଣରେ ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ରଥ ଗଡିବା ସ୍ଥଗିତ ରଖାଯାଇଛି । ସମ୍ବଲପୁରର!-->…
Read More...
Read More...
ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର : ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱରର ଏକ ହଜାର ଗୋଟି ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ, ୨ଟି ବେଲ ଚାରା ଶହ ପନିପରିବା ପୁଡିଆ ଏବଂ ଖତ ସାର ଗଙ୍ଗନଗର ସରକାରୀ ବାସଭବନରୁ ଶୁଭାରମ୍ଭ!-->…
Read More...
Read More...