ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ

0 163

ଭୁବନେଶ୍ୱର : ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱରର ଏକ ହଜାର ଗୋଟି ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ, ୨ଟି ବେଲ ଚାରା ଶହ ପନିପରିବା ପୁଡିଆ ଏବଂ ଖତ ସାର ଗଙ୍ଗନଗର ସରକାରୀ ବାସଭବନରୁ ଶୁଭାରମ୍ଭ ହେବା ସହିତ ଏକ ସଚେତନ ଗାଡି ମଧ୍ୟ ସହର ରେ ବୁଲି ଲୋକଙ୍କୁ ସଚେତନ କରିବ ।

hiranchal ad1
Leave A Reply

Your email address will not be published.

eleven − 6 =