ଝିଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ

0 278

ଘୁ ଉଦୟଗିରି :ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ଝିଅର ମୃତ୍ୟୁ ଖବର ପାଇବା ପରେ ବାପାଙ୍କ ମୃତ୍ୟୁ ହୋଇଛି । ଝିଅ ନିକିମା ନାୟକ (୫୮)ଙ୍କ ମୃତ୍ୟୁ ଖବର ଶୁଣିବା ପରେ ରୁଦାଙ୍ଗିଆ ଗ୍ରାମର ରାମାମୁର୍ତ୍ତି ନାୟକ (୮୫)ଙ୍କ ପରଲୋକ ହୋଇଛି । ତାଙ୍କୁ ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଶଯ୍ୟା ନିକଟରେ ତାଙ୍କ ପରିବାର ବନ୍ଧୁ ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + ten =