Browsing Category

ରାଜ୍ୟ

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା, ୧/୭- ବୌଦ୍ଧ ଜିଲ୍ଲା ପୁରୁଣାକଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କସ୍ତୁରୀ ଦାଶ ଙ୍କୁ ବିଦ୍ୟାଳୟ ପରିସରରେ ସରକାର ଙ୍କ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପୁରୁଣାକଟକ
Read More...

ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ୫ ବର୍ଷ ବୟସରୁ କମ ବୟସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ଭାରତ ସରକାରଙ୍କ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ
Read More...

ବନମହୋତ୍ସବ ଅବସରରେ ଫୁଲବାଣୀ ବନବିଭାଗ ପକ୍ଷରୁ ଚାରା ବିତରଣ କାର୍ଯ୍ୟକ୍ରମ

ଫୁଲବାଣୀ: ବୃକ୍ଷ ହିଁ ଜୀବନକୁ ଆଧାର କରି ୭୨ତମ ବନମହୋତ୍ସବ ଅବସରରେ ଫୁଲବାଣୀ ବନବିଭାଗ ରେଞ୍ଜ ପକ୍ଷରୁ ଚାରା ବିତରଣ କେନ୍ଦ୍ରର ଶୁଭ ଉଦଘାଟନ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟିତ କାର୍ଯ୍ୟକ୍ରମରେ ଡିଏଫଓ ବେହେରା
Read More...

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି । କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ
Read More...

ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସଵ ପାଳନ

ଦାରିଙ୍ଗବାଡ଼:ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସଵ  ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଲାରିବାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ ଏହାସହ ବୃକ୍ଷରୋପଣ ଯୋଗୁଁ ପରିବେଶରେ ଅମ୍ଳଜାନ ସନ୍ତୁଳିତ ହୋଇ ପାରିବ ।
Read More...

କୁସୁକୁ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପଚାରି ବୁଝିଲେ ରାୟଗଡ ବିଡିଓ

ରାୟଗଡ: ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଏବେ ବି ଦୁର୍ଗମ ଅଂଚଳର ଅନେକ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇ ପାରି ନ ଥିବା ବେଳେ ସେମାନଙ୍କ ଠାରେ ମୈାଳିକ ସୁବିଧା ଯେପରି ପଂହଚିପାରିବ ସେ ନେଇ ଜିଲ୍ଳା ତଥା ବ୍ଳକ ପ୍ରଶାସନ ସବୁବେଳେ ତତ୍ପରତା ଦେଖାଇଆସିଛି । ରାୟଗଡ ଜିଲ୍ଳା ସଦର ମହକୁମା
Read More...

ବିଫଳ ପ୍ରେମିକମାନଙ୍କର କାଣ୍ଡ, ବଲାଙ୍ଗୀର ପରେ ଏବେ ସମ୍ବଲପୁର

ସମ୍ବଲପୁର,୧/୭- ପ୍ରେମରେ ବିଫଳ ହେଉଥିବା ପ୍ରେମିକ ମାନଙ୍କର ହତାଶଭରା କାଣ୍ଡ ଘଟିବାରେ ଲାଗିଛି । ବଲାଙ୍ଗୀରରେ ବନ୍ଧୁକ ମୁନରେ ଘଟାଇଥିବା ଜଣେ ପ୍ରେମିକର ହତାଶିଆ ଉନ୍ମତ୍ତକାଣ୍ଡ ଲୋକଙ୍କ ମନରୁ ଲିଭିନଥିବାବେଳେ ଆଜି ସମ୍ବଲପୁରରେ ଏଭଳି ଭିନ୍ନ ଏକ ଘଟଣା ଦେଖିବାକୁ ମିଳିଛି । ପ୍ରେମରେ ବିଫଳ
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଅବୋଲୀ ସୁନିଲ ନରୱଣେଙ୍କ କାର୍ଯ୍ୟରେ ଯୋଗଦାନ

ସୁବର୍ଣ୍ଣପୁର,୧/୭-ଆଜି ପୂର୍ବାହ୍ନରେ ଅବୋଲୀ ସୁନିଲ ନରୱଣେ,(ଭା.ପ୍ର.ସେ.) ସୁବର୍ଣ୍ଣପୁର ଜିଲା୍ଲପାଳ ଭାବେ ଯୋଗଦାନ କରିଛନ୍ତି । ଶ୍ରୀମତୀ ନରୱଣେ ଏହା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ଭାବେ ସଫଳତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାସହ ସରକାରଙ୍କ ବିଭିନ୍ନ
Read More...