Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା ପ୍ରେସ କ୍ଲବ ତରଫରୁ ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ
ବୌଦ୍ଧ,୨୯ ।୬: ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ୍ ପକ୍ଷରୁ ଆଜି ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ଗ୍ରାମ ଶୁଣ୍ଢିପଦରକୁ ଯାଇ ତାଙ୍କ ପରିବାରଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ସ୍ୱର୍ଗତ ବସ୍ତିଆଙ୍କ ୨ ଝିଅ ରହିଥିବା ବେଳେ ତାଙ୍କ!-->…
Read More...
Read More...
ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ପାଟଣାଗଡ଼,୨୯/୬- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲସ୍ଥିତ ପରିଚ୍ଛା ହେଚେରି କ୍ୟାଂପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ ବଗର୍ତ୍ତି ଙ୍କ!-->…
Read More...
Read More...
ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଗଜପତି,୨୯/୬- ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଗତକାଲି ଦିଆଯାଇଛି । ଶ୍ରୀ ସାହା ଜାନୁଆରୀ ୧୭, ୨୦୧୮ ରୁ ୨୮ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଭାବରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସୁଥିଲେ । ଆସନ୍ତାକାଲି ରାଜ୍ୟ!-->…
Read More...
Read More...
ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପରଧିଆପାଲିରୁ ବିସ୍ଥାପନ ଆରମ୍ଭ
ବଲାଙ୍ଗୀର,୨୯/୬- ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଲୋଇସିଂହା ବ୍ଳକ ପରଧିଆପାଲିରୁ ବିସ୍ଥାପନ ଆରମ୍ଭ ହୋଇଛି । ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ପୋଲିସ୍ ଉପସ୍ଥିତିରେ ସଂପୂର୍ଣ୍ଣ କ୍ଷତିପୂରଣ ପାଇଥିବା ଘର ଭଙ୍ଗାଯାଇଛି । ୨୯୦ ପରିବାର ମଧ୍ୟରୁ ୨୨୦ଟି ପରିବାର!-->…
Read More...
Read More...
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର, ୧୦୦ ୟୁନିଟ ରକ୍ତ ସଂଗ୍ରହ
ଚଣ୍ଡିଖୋଲ : ବଡଚଣା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟଳୟର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଜେପି ରାଜ୍ଯ ସଂପାଦକ ଅମର ନାୟକ ନିଜେ ରକ୍ତଦାନ କରିବା ସହ ଏହି ଶିବିରକୁ ଉଦଘାଟନ କରିଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀର!-->…
Read More...
Read More...
୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କ ମହତପଣିଆ, ଗୁରୁତର ରୋଗୀଙ୍କୁ ରକ୍ତଦାନ କଲେ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ୧୦୮ ଜରୁରୀକାଳୀନ ସେବାରେ ନିୟୋଜିତ ଓ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରପଦରର ଯୁବକ ଦୀନବନ୍ଧୁ ମହାକୁଡ଼ଙ୍କ ମହତପଣିଆଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ୧୦୮ ସେବା ଭଳି ଏକ ଗୁରୁତ୍ୱପୂର୍ଣ ଓ!-->…
Read More...
Read More...
ବୌଦ୍ଧ: ଜିଲ୍ଲାରୁ ୧୯ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୧୭୭
ବୌଦ୍ଧ,୨୯/୬- ଆଜି ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରୁ!-->…
Read More...
Read More...
ଏହି ସବୁ ଟ୍ରେନ ଜୁଲାଇ ଦ୍ୱିତୀୟ ସପ୍ତାହ ଯାଏ ବାତିଲ
ଭୁବନେଶ୍ୱର : କୋଭିଡ ସଂକ୍ରମଣ ରୋକିବା ଲାଗି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କେତେକ ଟ୍ରେନକୁ ଜୁଲାଇ ଦ୍ୱିତୀୟ ସପ୍ତାହ ଓ କିଛି ଟ୍ରେନକୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।!-->…
Read More...
Read More...