Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ ପରିବାକୁ କଣ୍ଟାମାଳ ସାମ୍ବାଦିକ ସଂଘର ସହାୟତା
କଣ୍ଟାମାଳ,୨୮/୬ - ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବାସହ ସହାୟତା ପ୍ରଦାନ!-->…
Read More...
Read More...
ଯୁବ ଓ଼ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି – ଡ଼. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ପ୍ରବକ୍ତା
ସମ୍ବଲପୁର,୨୮/୬- ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ୩୦ ଜ଼ିଲ୍ଲା ପାଇଁ ନୁଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବେଳେ ଏହି ଜ଼ିଲ୍ଲାଗୁଡିକୁ ନେଇ ୬ଟି ଜୋନ କରାଯାଇ ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ ଜରାଯାଇଛି । ପୁଣି ବିଜୁ ମହିଳା ଜନତା ଦଳର!-->…
Read More...
Read More...
ମହାନଦୀ ଗର୍ଭରେ ଜଳଭଣ୍ଡାର ପାଇଁ ଅନୁଧ୍ୟାନ
ସମ୍ବଲପୁର,୨୮/୬- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱକାଳ ଶାସନରେ ରହିଲା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡରେ ମହନଦୀରେ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ଚିନ୍ତା ପଶିଛି । ଏ ବିଷୟରେ ରାଜ୍ୟ ଜଳ ସଂସାଧନ ବିଭାଗୀୟ ସୂତ୍ରରୁ ହସ୍ତଗତ ଏକ ସୂଚନା ଅନୁସାରେ ଏଥିପାଇଁ ଏ ଦିଗରେ ଅନୁଧ୍ୟାନ!-->…
Read More...
Read More...
୧୧୦ ଟପିଲା ପେଟ୍ରୋଲ ଲିଟର, ଜାଣନ୍ତୁ କେଉଁଠି
ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨!-->…
Read More...
Read More...
ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ
ରାଇରଙ୍ଗପୁର: ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ।ସୂଚନା ଅନୁସାରେ, ବହଳଦା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ଟ୍ରକ୍ ଧକ୍କାରେ ଜଣେ!-->…
Read More...
Read More...
ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ : ପୁଣି ୪୩ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ
ଭୁବନେଶ୍ୱର,୨୭/୬- ବରିଷ୍ଠ ସାମ୍ବାଦିକ ତଥା ନେତା ଲାଇଫଲାଇନର ସଂପାଦକ ଜୀମୂତ ବାହନ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଛନ୍ତି । ଶ୍ରୀ ମଙ୍ଗରାଜ ଆଜି ଅପରାହ୍ନ ସାଢେ ୫ଟାରେ ନିଜଗ୍ରାମ ଖୋର୍ଦ୍ଧା ବରୁଣେଇ ଯାଇ ଭୁବନେଶ୍ୱର ଫେରିବା ସମୟରେ ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ!-->…
Read More...
Read More...