Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତିକୁ ବିରୋଧ କରି ଭାଜପାର କଣ୍ଟାମାଳ ବ୍ଲକ ଘେରାଉ: ଟଙ୍କା…
କଣ୍ଟାମାଳ,୮/୭ -ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଦାବୀରେ ଗୁରୁବାର ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡଃ.!-->…
Read More...
Read More...
ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ ପାଳନ
ସୁବର୍ଣ୍ଣପୁର,୮/୭ -ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସୁବର୍ଣ୍ଣପୁର ପରିସରରୁ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ ପାଳନ ଅବସରରେ ବ୍ୟାପକ ସଚେତନତା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ଦଣ୍ଡପାଟ ସବୁଜ!-->…
Read More...
Read More...
ବାଲିଗୁଡ଼ାରେ ରଥଯାତ୍ରା ପ୍ରସ୍ତୁତି ବୈଠକ, ବିନା ଭକ୍ତରେ ପାଳନ ହେବ ଯାତ୍ରା
ବାଲିଗୁଡ଼ା,୮/୭: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ!-->…
Read More...
Read More...
ଟିମ୍ ହେଲ୍ପ ଗ୍ରୁପର ମହାନତା, ଦୁର୍ଘଟଣାରେ ଆହତ ମଇଁଷିର ଚିକିତ୍ସା କରାଇଲା ଟିମ୍
ବାଲିଗୁଡ଼ା,୮/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଇଣ୍ଡିଆନ୍ ଅଏଲ ତେଲଟାଙ୍କି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମଇଁଷିଟିଏ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲା । ବାଲିଗୁଡ଼ାର ଟିମ୍ ହେଲ୍ପ ଗ୍ରୁପର ରାମାନନ୍ଦ ଘଡେଇ ସେହି ବାଟଦେଇ କୌଣସି କାମରେ ଯାଉଥିବା!-->…
Read More...
Read More...
ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ
ଗଜପତି,୮/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଆଜି ଦୋଳବନ୍ଧ ପ୍ରାଙ୍ଗଣଠାରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ତ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା!-->…
Read More...
Read More...
କିରାବାଡି ଅଞ୍ଚଳରେ ହାତୀ ଆତଙ୍କ, ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଜଙ୍ଗଲକୁ ନ ଯିବାକୁ…
ଘୁ.ଉଦୟଗିରି,୮/୭- ବ୍ଲକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର କିରାବାଡି ଗ୍ରାମରେ ଗତ ଦୁଇ ଦିନ ହେବ ରାତିରେ ହାତୀ ପଶି ଆସିଥିବା ଲୋକେ ସୂଚନା ପାଇଥିଲେ ଏବଂ ସେହିଦିନ ରାତି ପ୍ରାୟ ଗୋଟାଏ ହେବ ବାହାରେ ରହି ଜଗିଥିଲେ କାରଣ ହାତୀଗୁଡିକ ଆମ୍ବଗଛ ଡାଳ ଭାଙ୍ଗିବା ଶବ୍ଦ ଶୁଣିଥିଲେ ।!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ଏକକ ସଂଖ୍ୟାରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା, ୭ ପଜିଟିଭ ଚିହ୍ନଟ
ବୌଦ୍ଧ,୮/୭- ଖସିଲା ସଂକ୍ରମଣ, ଏକକ ସଂଖ୍ୟାରେ ରହିଛି ସଂକ୍ରମଣ । ଆଜି ଜିଲ୍ଲାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକ!-->…
Read More...
Read More...
ଝୁଲନ୍ତା ଅବସ୍ଥାରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର
ଫୁଲବାଣୀ- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରଥାନା ଅନ୍ତର୍ଗତ ବଳମପଦର୍ ରାସ୍ତାରେ ଆଲୋକ ପ୍ରଧାନ ନାମକ ଡ୍ରାଇଭର ଟ୍ରକକୁ ଛାଡି କୁଆଡେ଼ ଚାଲିଯାଇଥିଲେ । ଏନେଇ ଟ୍ରକ ମାଲିକ ଗତ ୪ ତାରିଖରେ ସଦର ଥାନାରେ ଏତଲା ଦେଇଥିଲେ । ତେବେ ଘଟଣାର ୩ ଦିନ ପରେ ନିକଟସ୍ଥ ଗ୍ରାସାନଣ୍ଡା ଜଙ୍ଗଲରେ ଏକ ଗଛରେ!-->…
Read More...
Read More...