Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିକୁଦା ବ୍ଲକ ପୂର୍ବତନ କ୍ୟାସିୟର, ବ୍ୟାଙ୍କ ପିଅନଙ୍କୁ ମଧ୍ୟ ଇଓଡ଼ବ୍ଲ୍ୟ ଦ୍ୱାରା ଗିରଫ
ଜଗତସିଂହପୁର, ୬/୭- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକର ଆମ ଗାଁ ଆମ ବିକାଶ ଅର୍ଥ ରାଶି ହଡ଼ପ ଉପରେ ଅଭିଯୋଗ ଥିବା ସମୟରେ ଛାନିଭିନ୍ନ ଚଳାଇଥିଲେ ଇଓଡ଼ବ୍ଲୁ । ସୋମବାର ଦିନ ଅର୍ଥନୈତିକ ଅପରାଧ ଶାଖା ଇଓଡ଼ବ୍ଲ୍ୟ ୨ ଜଣ କର୍ମଚାରୀଙ୍କୁ ବାଲିକୁଦା ବ୍ଲକର ପୂର୍ବତନ କ୍ୟାସିୟର ତଥା ବାଲିକୁଦା!-->…
Read More...
Read More...
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ
ଜଗତସିଂହପୁର ,୬/୭ - ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜ଼ିଲ୍ଲା!-->…
Read More...
Read More...
ଅସହାୟ କଳାକାରଙ୍କୁ ସହାୟତା ପ୍ରଦାନ
ସୁବର୍ଣ୍ଣପୁର : କଳା, ସଂସ୍କୃତିର ଗୁରୁ ଡ. ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସହାୟତା ଯୋଜନା ଆରମ୍ଭ କରିଛି ବାଙ୍ଗାଲୋରର ଜୁହାର ପରିବାର । ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସାହାରା ଟ୍ରଷ୍ଟ ହାଇସ୍କୁଲ ପରିସରରେ ଅଟଳ ସହାୟତା ଯୋଜନାରେ ଅସହାୟ କଳାକାରମାନଙ୍କୁ ସହାୟତା ପ୍ରଦାନ!-->…
Read More...
Read More...
ବିଧାୟକ ନାଏକଙ୍କ ଆତିଥ୍ୟରେ ୭୨ତମ ବନ ମହୋତ୍ସବ ପାଳିତ
ସମ୍ବଲପୁର, ୬/୭- ସ୍ଥାନୀୟ ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଲପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ମହାନଦୀ ୟୁଥ୍ କ୍ଲବ ଓ ସମର୍ପଣର ମିଳିତ ଉଦ୍ୟମରେ ଗତକାଲି ୭୨ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଅତିଥି!-->…
Read More...
Read More...
ଆଦର୍ଶ ବିଦ୍ୟାଳୟ ଠାରେ ବିଧାୟକ କେ. ନାରାୟଣ ରାଓଙ୍କ ଦ୍ୱାରା ଚାରାରୋପଣ
ଗଜପତି,୬/୭- ୭୨ତମ ବନମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ଗୁମ୍ମା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଫରେଷ୍ଟର ଦିବାକର ଲେଙ୍କା,!-->…
Read More...
Read More...
ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ବୌଦ୍ଧ/ବାଉଁଶୁଣୀ,୬/୭- ମା’ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଅନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିରୋଧ ମହାକୁଳ ଯୋଗଦେଇ ଚାରା ରୋପଣର!-->…
Read More...
Read More...
ଶିଶୁଭବନ ଓଭରବ୍ରିଜ୍ ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
ଭୁବନେଶ୍ବର ୬।୭: ରାଜଧାନୀରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ଭୁବନେଶ୍ବର ଶିଶୁଭବନ ଛକ ଓଭରବ୍ରିଜ ତଳୁ ନବଜାତ ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଜିଆରପି ।
Read More...
Read More...
ଗାଡି କାଚ ଭାଙ୍ଗି ୪୦ହଜାର ଟଙ୍କା ଲୁଟ
ସୁବର୍ଣ୍ଣପୁର: ଦିନକୁଦିନ ସୁବର୍ଣ୍ଣପୁର ସଦର ତଥା ଜିଲ୍ଲାରେ କ୍ରମାଗତ ଭାବରେ ଛିନତାଇ ,ଚୋରି ଘଟଣା ରେ ଅତିଷ୍ଠ ହୋଇଗଲେଣି ଜିଲ୍ଲାବାସୀ । ବିଶେଷକରି ଦିନ ଦୁଇପହରେ ସହରର ବ୍ୟସ୍ତ ବହୁଳ ଅଞ୍ଚଳରୁ ଟଙ୍କାଲୁଟ ଘଟଣା ଜିଲ୍ଲାବାସୀଙ୍କୁ ଆଶଙ୍କାରେ ପକାଇଛି । ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା ହେଉ!-->…
Read More...
Read More...