Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୫/୭- ଗଜପତି ଜିଲ୍ଲାରେ ଆଜି ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ସେମାନଙ୍କ ମଧ୍ୟରୁ କାଶୀନଗର ବ୍ଳକରୁ ୨ଜଣ, ନୂଆଗଡ଼ ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ ୫ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ!-->…
Read More...
Read More...
୭ନମ୍ବର ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟିର ସାଧାରଣ ବୈଠକ
ହରଭଙ୍ଗା,୫/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଦେବଗଡ ରାମ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ୭ନମ୍ବର ମଣ୍ଡଳ ସ୍ତରୀୟ ବିଜେପି କର୍ମକର୍ତ୍ତାଙ୍କୁ ନେଇ ମଣ୍ଡଳ ସଭାପତି ଗଣେଷ ବେହେରାଙ୍କ ତତ୍ୱାବଧାନରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ସରକାରଙ୍କ!-->…
Read More...
Read More...
ଏମଏସ୍ ଡିଆନ ଆସୋସିଏସନ ତରଫରୁ ବୌଦ୍ଧରେ ମାକ୍ସ୍, ସାନିଟାଇଜର ବଣ୍ଟନ ଏବଂ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ,୫/୭- ଏମଏସ୍ ଡିଆନ ଆସୋସିଏସନ ଅଫ ଓଡ଼ିଶା ତରଫରୁ ବୌଦ୍ଧଠାରେ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମ ଦିବସ ସପ୍ତାହ ପାଳନ ଅବସରରେ ୫ମ ଦିନରେ ଆସୋସିଏସନର ପଶ୍ଚିମ ଓଡ଼ିଶା ଶାଖା ତରଫରୁ ସଦସ୍ୟ ତୋଫାନ ଦେହୁରୀଙ୍କ ନେତୃତ୍ୱରେ ବୌଦ୍ଧର ବିଭିନ୍ନ ସ୍ଥାନରେ ମାସ୍କ, ସାନିଟାଇଜର ବଣ୍ଟନ କରିବା!-->…
Read More...
Read More...
ବିଧାୟକଙ୍କ ୭୨ ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ
ଦଶପଲ୍ଲା/ଗଣିଆ,୫/୭-ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତର ହଟିଆପଲ୍ଲୀ ଠାରୁ ବସନ୍ତପୁର ସହିତ ଓସ୍ତିଆ ଓ କେନ୍ଦୁପଲ୍ଲୀ ପର୍ଯ୍ୟନ୍ତ ହୋଇଥିବା ଆରଡିର ନୂତନ ରାସ୍ତାର ଦୁଇପାଶ୍ୱର୍ରେ ସଂପୂର୍ଣ୍ଣ ଫଳଗଛ ଲଗାଇବାର ବ୍ୟବସ୍ଥା ଗଣିଆ ବନବିଭାଗ ତରଫରୁ ବନ ମହୋତ୍ସବର ଚତୁର୍ଥ!-->…
Read More...
Read More...
ପାକିସ୍ତାନ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ପ୍ରଫେସରଙ୍କୁ ପ୍ରଶଂସା
ଭୁବନେଶ୍ୱର,୫/୭- ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବାପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର ପ୍ରଫେସର କମଳାକାନ୍ତ ଦାଶଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଇସ୍ଲାମିଆ!-->…
Read More...
Read More...
ବିହାର ସରକାରଙ୍କ ଗୁରୁତ୍ୱ ପ୍ୂର୍ଣ୍ଣ ନିଷ୍ପତ୍ତ
ବିହାର ସରକାରଙ୍କ ବଡ ନିଷ୍ପତି ବୁଧବାର ଠାରୁ ଖୋଲିବ ସ୍କୁଲ ଓ କଲେଜ । କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଅନେକ ସ୍ଥାନରେ ଅନଲକ୍ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିହାର ଲୋକଙ୍କ ପାଇଁ ଅନଲକ୍ ୪ ରେ ଅନେକ କଟକଣା କୋହଳ ହେବାକୁ ଯାଉଛି । ନୀତିଶ ସରକାର ଅନଲକ୍ ୪ରେ ସ୍କୁଲ ଓ କଲେଜ!-->…
Read More...
Read More...
ତୁକୁଲୁଣ୍ଡା ଓ ବାରିଙ୍ଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ହରଭଙ୍ଗା,୫/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ତୁକୁଲୁଣ୍ଡା ୟୁପି ସ୍କୁଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ୪୦ଟି ଗଛ ସ୍କୁଲ ପ୍ରାଙ୍ଗଣରେ ରୋପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ହରଭଙ୍ଗା ବ୍ଳକ ଗୋଷ୍ଠି ଶିକ୍ଷା!-->…
Read More...
Read More...
ମଧ୍ୟବିତ୍ତଙ୍କ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର
ସମ୍ବଲପୁର, ୫/୭- ମହାମାରୀ କରୋନା ସଙ୍କଟ କାଳରେ ଦେଶର ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇନାହିଁ । ଏବିଷୟରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ!-->…
Read More...
Read More...
ଛଟେଇ କଂପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୌଦ୍ଧ,୫/୭- ବୌଦ୍ଧଜିଲ୍ଲା ଛଟେଇ କଂପ୍ୟୁଟର ଶିକ୍ଷକସଂଘ ପକ୍ଷରୁ ଶିକ୍ଷା ସଚିବ ତଥା ଏସପିଡି ଓସେପାଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୧୪ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ କାଳ ସ୍ୱଳ୍ପ ଦରମାରେ ବିଭିନ୍ନ ହାଇସ୍କୁଲରେ ଏହି କଂପ୍ୟୁଟର!-->…
Read More...
Read More...