Browsing Category

ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ସଂପର୍କରେ ରାଜ୍ୟ ବିଜେପି ସଭାପତିଙ୍କ ପ୍ରେସ ମିଟ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ସରକାରଙ୍କର ଘୋଟଲା ବିଷୟରେ ଆଜି ବିଜେପି ସଭାପତି ସମୀର ମହାନ୍ତି ବିଜେପି ପାର୍ଟି ଅଫିସରେ ମିଡ଼ିଆ ଙ୍କୁ ତଥ୍ୟ ଦେଇ କହିଥିଲେ ମୁର୍ତ୍ୟୁ ଲୋକ ଆବାସ ଯୋଜନାରେ ସାମିଲ ଅଛନ୍ତି । ଶ୍ରୀ ମହାନ୍ତି କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
Read More...

ବୌଦ୍ଧରେ ଅସ୍ଥାୟୀ ଚାରା ବିତରଣ ଓ ବୃକ୍ଷରୋପଣ ଆରମ୍ଭ

ବୌଦ୍ଧ,୫/୭- ଆଜି ସ୍ଥାନୀୟ ଏନଏସି ଛକ ଠାରେ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଜୀତେନ୍ଦ୍ର ବେହେରା, ରାଜେନ୍ଦ୍ର ଗୋଚ୍ଛାୟତ, ରେଞ୍ଜର ପ୍ରଦୀପ
Read More...

ରୋଗୀଙ୍କ ପରିଜନଙ୍କଠାରୁ ଭିମସାରରେ ଅଭିନବ ଉପାୟରେ ଠକେଇ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ଚିକିତ୍ସା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥଳେ ସେଠାରେ ସକ୍ରିୟ କିଛି ଖଳପ୍ରବୃତ୍ତିର ଲୋକେ
Read More...

ବୌଦ୍ଧ: ପୁଣି ବଢିଲା ସଂକ୍ରମଣ, ଆଜି ୨୧ ପଜିଟିଭ ଚିହ୍ନଟ ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

ବୌଦ୍ଧ,୫/୭ - ଆଜି ଜିଲ୍ଲାରୁ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରୁ ଜଣେ,
Read More...

ଟୋକିଓ ଅଲିମ୍ପିକ୍‌ରେ କିଟ୍‌ରୁ ୩ ଖେଳାଳି

ଭୁବନେଶ୍ୱର,: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‌ସରେ କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି । ସମଗ୍ର ଭାରତରେ କିଟ୍‌ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି । ଗୋଟିଏ
Read More...

ଖଜୁରୀପଡା ସେକ୍ସନରେ ୭୨ ତମ ବନମହୋତ୍ସବ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୪/୭- ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ଖଜୁରୀପଡ଼ା ସେକ୍ସସନ ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରେ ୭୨ ତମ ବନମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ପ୍ରଦୀପ ବେହେରା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ବୃକ୍ଷ ରୋପଣ କରିଥିଲେ ।
Read More...

ରେକର୍ଡ : ଦିନକରେ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍, ଚାଳକଙ୍କ ମୃତ୍ୟୁ

ଚାନ୍ଦବାଲି : ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ବାହାରପାଳ ଛକ ନିକଟରେ
Read More...