Browsing Category

ରାଜ୍ୟ

ବର୍ଷାଋତୁରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର କମିବା ଚିନ୍ତାର ବିଷୟ

ସମ୍ବଲପୁର,୨/୭- ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବା, ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ମହାନଦୀରେ ଜଳ ସଙ୍କଟକୁ ନେଇ ଆମର ପଡୋଶୀ ରାଜ୍ୟ ଛତିଶଗଡ ସହିତ ବିବାଦ ଘନେଇବା ପରିପ୍ରେକ୍ଷୀରେ ଏହା ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ
Read More...

ଅବକାରୀ ବିଭାଗର ମିଳିତ ଚଢାଉରେ ମହୁଲି ମଦ ଜବତ

କେନ୍ଦୁଝର,୨/୭- ପାଟଣା ତହସିଲଦାରଙ୍କ. ନେତୃତ୍ୱରେ କେନ୍ଦୁଝର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ଼, ପାଟଣା ବ୍ଲକ ଅବକାରୀ କର୍ମଚାରୀ ତଥା ଘଟଗାଁ ବ୍ଲକ ଅବକାରୀ କର୍ମଚାରୀ ମିଳିତଭାବେ ଚଢାଉକରି ମହୁଲିମନଦ ଓ ପୋଚ ନଷ୍ଟ କରିଥିବା ଦେଖିବାକୁ ମିଳିଛି । କୌଣସି ସୁତ୍ରରୁ ଖବରପାଇ ତୁରମୁଙ୍ଗା
Read More...

ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୭୨ତମ ବନମେହାତ୍ସବ ସପ୍ତାହ ପାଳିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅମ୍ଳଜାନର ଉପାଦେୟତା ଉପରେ ନିଜ ବକ୍ତବ୍ୟରେ କହିଥିଲେ । କରୋନା
Read More...

ଚାଲାଣ ପାଇଁ ମହଜୁଦ୍‌ ବିପୁଳ ଗଞ୍ଜେଇକୁ ଜବତ କଲା ପୋଲିସ୍‌, ଜଣେ ଗିରଫ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଫୁଲବାଣୀ, ରାୟଗଡା, ଗଜପତି, କୋରାପୁଟ ଅଂଚଳ ବର୍ତ୍ତମାନ ଗଂଜେଇ ଚାଷର ମୂଖ୍ୟ ଭୂମି ପାଲଟିଛି । ଏଠାରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତାରେ ବ୍ରହ୍ମପୁରକୁ ଆସି ଏଠାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ତେବେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ
Read More...

ବୌଦ୍ଧ: ଜିଲ୍ଲାରୁ ୧୬ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୨୪୭, ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

ବୌଦ୍ଧ,୨/୭- ଆଜି ଜିଲ୍ଲାରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ଟିକରପଡା ପଞ୍ଚାୟତ ବାହାଲପଡା ଗ୍ରାମରୁ ଜଣେ,
Read More...

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଦର ଗତ କିଛି ଦିନ ହେବ ଲଗାତାର ଭାବେ ବଢିଚାଲିଛି । ଦେଶର କେତେକ ସ୍ଥାନରେ ଲିଟର ପିଛା ୧୧୦ରୁ ୧୧୨ ଟଙ୍କାରେ ବିକ୍ରି ହେଉଛି । ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରାଜ୍ୟର ମାଲକାନଗିରି
Read More...

୭୦ ପ୍ରତିଶତ ସିଲାବସରୁ ମାଟ୍ରିକ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ମାଟ୍ରିକ ଅଫଲାଇନ ପରୀକ୍ଷା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବଡ଼ ସୂଚନା ଦେଇଛନ୍ତି । ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା
Read More...