Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲେ କଣ୍ଟାମାଳ ବ୍ଳକର ୨ ଛାତ୍ରୀ ଜ୍ଞାନ ଓ ସିମରନ
କଣ୍ଟାମାଳ, ୨୫/୬- ଆଜି ଅପରାହ୍ନରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକସ୍ଥିତ ଦଧିବାବନ ହାଇସ୍କୁଲ ରୁଣ୍ଡିମହୁଲର ୨ ଜଣ ଛାତ୍ରୀ ଏ-ୱାନରେ ସ୍ଥାନିତ ହୋଇଥିବା ଜଣାପଡିଛି । ଦୁଇ ଛାତ୍ରୀ ଜଣକ ହେଲେ ସୁଶ୍ରୀ ଜ୍ଞାନ ଗରିଆ ଓ ସୁଶ୍ରୀ ସିମରନ ଦନ୍ତା, ଉଭୟ ଛାତ୍ରୀଙ୍କ!-->…
Read More...
Read More...
କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାକ୍ସ ବଣ୍ଟନ
କଣ୍ଟାମାଳ, ୨୫/୬- ଆଜି କଣ୍ଟାମାଳ ବ୍ଳକ କୁଲତାଯୋର ଗ୍ରାମ ପଞ୍ଚାୟତରେ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ କ୍ରୟ ହୋଇଥିବା ମାସ୍କକୁ ଆଜି ବିଧାୟକ ମହୀଧର ରଣା, ସ୍ଥାନୀୟ ସରପଞ୍ଚ ପଦ୍ମାବତୀ ରଣା,!-->!-->!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର…
ଭୁବନେଶ୍ୱର,୨୫/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ!-->…
Read More...
Read More...
ଦଶମ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ମଧୁସୂଦନ ପ୍ରଧାନ, ଡକ୍ଟର ହେବାକୁ ଆଶା
ହରଭଙ୍ଗା,୨୫/୬- ଆଜି ଦଶମ ପରୀକ୍ଷାଫଳ ପ୍ରକାଶିତ ହେବାପରେ ବୌଦ୍ଧଜିଲ୍ଲାରେ ଜଣେ ଚାଷୀଘରର ପୁଅ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଛି । ସେ ହେଉଛନ୍ତି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଘଣ୍ଟପାଲି ଗ୍ରାମର ମାତା ଜାହ୍ନବୀ ପ୍ରଧାନ ଓ ଗଜେନ୍ଦ୍ର ପ୍ରଧାନଙ୍କ ପୁଅ!-->…
Read More...
Read More...
ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ଓଡିଶା
ଭୁବନେଶ୍ୱର,୨୫/୬- ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମକରି ଓଡିଶା ଏବେ ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ହେଉଥିବା ଜଣାପଡିଛି । ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ କମିଛି ଏବଂ ମୃତ୍ୟୁସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ଏହି!-->…
Read More...
Read More...
କିସ୍ରେ ମ୍ୟାଟ୍ରିକ ପାଶ୍ କଲେ ଦାନମାଝୀଙ୍କ ଝିଅ
ଭୁବନେଶ୍ୱର,୨୫/୬- ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କି.ମି କାନ୍ଧରେ ବୋହି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିବାବେଳେ ଏବେ ସେହି ଦାନ ମାଝୀଙ୍କ ଝିଅ କିସ୍ରେ ପାଠ ପଢି ମ୍ୟାଟ୍ରିକ ପାସ୍ କରି!-->…
Read More...
Read More...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୌଦ୍ଧଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାପାଇଁ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୌଦ୍ଧଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାପାଇଁ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ଗଜପତିରେ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୫/୬- ଜିଲ୍ଲାରେ ଆଜି ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୫ ଜଣ,ଗୋଶାଣି ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୬ ଜଣ, ମୋହନା ବ୍ଳକରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ!-->…
Read More...
Read More...