Browsing Category

ରାଜ୍ୟ

ମଣ୍ଡି ସମସ୍ୟା ନେଇ ବିଜେପିର ଦୁଇ ଘଣ୍ଟିଆ ରାସ୍ତା ଅବରୋଧ

ବୌଦ୍ଧ/ବାଉଁଶୁଣୀ,୧/୭- ମଣ୍ଡି ସମସ୍ୟା ନେଇ ବୌଦ୍ଧଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ମନମୁଣ୍ଡା ଗାନ୍ଧୀ ଛକରେ ୫୭ ନମ୍ବର ଜାତୀୟ ରାଜପଥରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଜୁନ ମାସ ଶେଷ ହୋଇ ଜୁଲାଇ ଆରମ୍ଭହେଲା ହେଲେ ରବି ଧାନ
Read More...

ମୃତ ଚିତାବାଘର ହେଲା ପୋଷ୍ଟ ମର୍ଟମ୍‌

ଦଶପଲ୍ଲା : ଗତକାଲି ରାତି ୯ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ, ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚ଼ଳ( ପଶ୍ଚିମ), ୫୭ ନଂ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲର, ମଧ୍ୟସ୍ଥଳ ଓସ୍ତବାଙ୍କଠାରେ, ଅଜଣା ଗାଡି ଧକ୍କାରେ
Read More...

ଜଳିଗଲା ୫ ପରିବାରର ୫ ବଖରା ଘର

ଦଶପଲ୍ଲା : ବୁଧବାର ମଧ୍ୟାହ୍ନ ସମୟରେ ଦଶପଲ୍ଲା ବ୍ଲକ ଭୋଗବାଡ଼ୀ ପଞ୍ଚ଼ାୟତ ପିପଳପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ଦଳିତ ପରିବାରର ୫ ବଖରା ଘର ପୋଡି ପାଉଁଶ ହୋ ଯାଇଛି । ପ୍ରଥମେ ସେହିଗ୍ରାମର୍‌ ଅଭିମନ୍ୟୁ ନାଏକଙ୍କ ଘରୁ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ଘରେ ନିଆଁ ଲାଗି ଘର ପୋଡି
Read More...

ବେଆଇନ ମାଙ୍କଡା ପଥର ବୋଝେଇ ଗାଡିକୁ ଧରିଲା ପୁଲିସ

ଚଣ୍ଡିଖୋଲ : ଦୀର୍ଘ ଦିନ ହେବ ବେଆଇନ ଲଘୁଖଣିଜ ପରିବହନ ଲୁଟେରାଙ୍କ ଉପରେ ଏବେ ପ୍ରଶାସନର କଡା ନଜର ରହିଛି । ନୂତନ ଭାବେ ଯୋଗ ଦେବା ପରେ ଦର୍ପଣ ତହସିଲଦାରଙ୍କ ଟିମ ଅଳ୍ପ କିଛି ଦିନ ମଧ୍ୟରେ ଅନେକ ବେଆଇନ ଲଘୁଖଣିଜ ଲୁଟେରାଙ୍କ ଗାଡି ଧରି ଲକ୍ଷାଧିକ ଟଙ୍କା ଜରିମାନା ଅସୁଲ କରିଛନ୍ତି । ବଡଚଣା
Read More...

ଗଞ୍ଜାମ ଜିଲ୍ଲା ବସ କର୍ମଚାରୀ ସଂଘର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ବ୍ରହ୍ମପୁର,୧/୭- ଯେଉଁଦିନଠାରୁ କରୋନା ଆରମ୍ଭ ହେଲା ସେହିଦିନ ଠାରୁ ଘରୋଇ ବସ କର୍ମଚାରୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଗତବର୍ଷ ଡିସେମ୍ବର ମାସ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ କେତେବେଳେ ଲକଡ଼ାଉନ ତ କେତେବେଳେ ସଟଡ଼ାଉନ ଯାହାଫଳରେ ଗାଡିଚଳାଚଳ ଠିକ ଭାବରେ ହୋଇପାରୁନାହିଁ ।
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦୁରମୁଣ୍ଡା ଗାଁର ଗତକାଲି ଅପରାହ୍ନ ୪ ଟାରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗୁଦୁରମୁଣ୍ଡା ଗାଁର ଅଖି ମିର୍ଦ୍ଧାଙ୍କ ପୁଅ ସୁଧୀର ମିର୍ଦ୍ଧା (୩୫) । ରାସ୍ତାରେ ଯାଉଥିବା ବେଳେ
Read More...

କାର୍‌ରୁ ୮ପେଟି କଫ ସିରପ୍‌ ଜବତ,୨ଅଟକ

ପାଟଣାଗଡ : ବଲାଙ୍ଗିର ଜିଲ୍ଳ ପାଟଣାଗଡ ଉପଖଣ୍ଡ କପାଣୀ ଗାଁ ରୁ ପୋଲିସ ଏକ ଚାରିଚକିଆ ଗାଡି (ଓଡି ୦୩ ଆର ୫୩୨୫)ରେ ୧୨ ଶହ ବୋତଲ କଫ ସିରପ୍‌ ଜବତ କରିଛି । ବେଆଇନ ଭାବରେ କଫ ସିରପ୍‌ ଚାଲାଣ ହେଉଥିବା ସୂଚନା ପାଇ ପାଟଣାଗଡ ପୋଲିସ୍‌ ଓ ବେଲପଡା ପୋଲିସ୍‌ର୍‌ ମିଳିତ ଉଦ୍ୟମ ରେ ଗାଡିଟିକୁ ପିଛା
Read More...

ରାଜ୍ୟରେ ପୁଣି ୪୫ଜଣଙ୍କ ମୁଣ୍ଡ ନେଲା କରୋନା, ୩୦୮୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଉପରତଳ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୨ଟି ଜିଲ୍ଲାକୁ ଏ ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।କୋରାପୁଟ, ମାଲକାନଗିରି,
Read More...