Browsing Category

ରାଜ୍ୟ

ଲକଡାଉନ ପ୍ରଭାବ : ଶ୍ରୀମନ୍ଦିର ହୁଣ୍ଡିରୁ ମିିଳିଲା ମାତ୍ର ଏତିକି ଟଙ୍କା

ପୁରୀପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବୁଧବାର ମାତ୍ର ୯୫୨ ଟଙ୍କା ଦାନ ମିଳିଛି । ଗତ ମଙ୍ଗଳବାର ଦିନ ଚଳିତ ବର୍ଷର ସର୍ବନିମ୍ନ ୨୩୦ଟଙ୍କା ଦାନ ରାଶି ମିଳିଥିଲା ।ଏହା ପୂର୍ବରୁ ମେ ୨୭ ରେ ୪୭୧ ଟଙ୍କା, ଏପି୍ରଲ ୨୭ ରେ ୧୫୩୦ ଟଙ୍କା ଆଦାୟ ହୋଇଥିଲା । ଏହି ଦୁଇ ତାରିଖରେ ସୁନା ଓ ରୂପା ଦାନ ଶୂନ
Read More...

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଓ

କେନ୍ଦୁଝର,୩୦/୬- ଆଜି ଆନନ୍ଦପୁର ବ୍ଳକ ଶିକ୍ଷା ଉପ ଶିକ୍ଷାଧିକାରୀ (ଏବିଓ ) ଶ୍ରୀ ଅଭିମନ୍ୟୁ ସାହୁ ଆନନ୍ଦପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ପଣସ ଡିହା ୟୁଜି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର
Read More...

କଣ୍ଟାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କଣ୍ଟାମାଳ,୩୦/୬- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବା ଜଣାଯାଇଛି । ଏହି ଅବସରରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ
Read More...

କଣ୍ଟାମାଳରେ ପୁଣି ଲୁଟେରା ଲୁଟିନେଲେ ଭାରତ ଫାଇନାନ୍ସର ୧ ଲକ୍ଷ ୨୦ ହଜାର ଟଙ୍କା : ୧୧ ବର୍ଷରେ ୧୧ ଥର ଲୁଟ୍‌ ହୋଇ…

କଣ୍ଟାମାଳ,୩୦/୬- ଆଜି ଅପରାହ୍ନରେ ବୌଦ୍ଧଜିଲ୍ଲା କଣ୍ଟାମାଳ-ନାରାୟଣପ୍ରସାଦ ରାସ୍ତାର ତିଲକାମାଲ ଛକଠାରେ ୬ଜଣ ଲୁଟେରା ସଂଘବଦ୍ଧ ଆକ୍ରମଣ କରି ଭାରତ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରି ନେଇଥିବା ଜଣାଯାଇଛି । କମ୍ପାନୀର କାର୍ଯ୍ୟାଳୟ ଠାରୁ ମିଳିଥିବା
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

ଗଣିଆ,୩୦/୬- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତ ରୁ ତିନୋଟି ସ୍କୁଲରୁ ୩ ଜଣ ଶିକ୍ଷକ ଗୋଟାଏ ଦିନରେ ଏକା ସାଙ୍ଗରେ ଅବସର ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ କିଶ୍ୱର ପ୍ରସାଦ ପଞ୍ଚାୟତର ଜନତା ଏମଇ ସ୍କୁଲ କିଶ୍ୱରପ୍ରସଦରୁ ଲକ୍ଷ୍ମଣ ବେହେରା, ରାସଙ୍ଗ ଗ୍ରାମ ପଞ୍ଚାୟତର
Read More...

ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର,୩୦/୬ - ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ସଭାଗୃହ ଠାରେ ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ
Read More...

ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ

ବାଲିଗୁଡା,୩୦/୬- ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ । ନିଜେ ରୋଜଗାରକ୍ଷମ ହେବା ସହ ଦୈନିକ ୧୫ ରୁ ୨୦ ଲୋକଙ୍କୁ ରୋଜଗାରକ୍ଷମ କରାଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଦଣ୍ଡିମାହା ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀ । ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଅର୍ଥନୈତିକ ସ୍ଥିତି
Read More...

୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର,୩୦/୬- .ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ । ଏଥିରେ ପ୍ରତ୍ୟେକ ଭୂମିହୀନ
Read More...

ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ

ସୁବର୍ଣ୍ଣପୁର,୩୦/୦୬- ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଆଜିଠାରୁ ଶିଶୁମାନଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ ହୋଇଛି । ରାଜ୍ୟସ୍ତରୀୟ ଶୁଭ ଉଦଘାଟନ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ରଠାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ
Read More...

ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ଶିଶୁମାନଙ୍କୁ ରକ୍ଷା ପାଇଁ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ

ଦେବଗଡ଼, ୩୦ା୬: ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧିନରେ ଆଜି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଏକ ସୁଦୃଶ୍ୟ କେନୋପିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ମନୋଜ କୁମାର ଉପାଧ୍ୟାୟ
Read More...