Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ (ପିସିଭି )ଟୀକାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ବଲାଙ୍ଗୀର,୩୦/୬- ନ୍ୟୁମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅବସରରେ ବିବିଏମସିଏଚ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ,!-->…
Read More...
Read More...
ଏଡିଇଓ ଭଜନଲାଲ ମାଝିଙ୍କ ରାୟଗଡ ବିଇଓ ରୂପେ ଦାୟିତ୍ୱ ଗ୍ରହଣ
ରାୟଗଡ/୩୦/୬: ରାୟଗଡ ଶିକ୍ଷା ଜିଲ୍ଳାର ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଆଜି ରାୟଗଡ ଶିକ୍ଷା ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବିଇଓ ତଥା ଭାରପ୍ରାପ୍ତ ବିଇଓ ୱାହିଙ୍ଗା ଶବରଙ୍କ ଠାରୁ ଆଜି ଶ୍ରୀ ମାଝି ଏହି ଦାୟିତ୍ୱ ଭାର ଗ୍ରହଣ!-->…
Read More...
Read More...
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ରାୟଗଡ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ରାୟଗଡ/୩୦/୬/୨୧: ରାୟଗଡ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସୁରେଶ ଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ସଂପାଦକ ରାଜେଶ କୁମାର ମହାନ୍ତି ନୟାଗଡ ଜିଲ୍ଳାର ଅବକାରୀ ସବଇନ୍ସପେକ୍ଟର କାର୍ଯ୍ୟରତ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଓ ମାଡ ମାରିବା ସମ୍ବନ୍ଧରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ!-->…
Read More...
Read More...
ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ(ପିସିଭି) ଟୀକାକରଣର ଜିଲ୍ଳାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ
ରାୟଗଡ/୩୦/୬: ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ୍ (ପି.ସି.ଭି)ଟୀକକରଣର ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମକୁ ଆଜି ରାୟଗଡ ଜିଲ୍ଳପାଳ ସରୋଜ କୁମାର ମିଶ୍ର ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ଦେଢମାସର!-->…
Read More...
Read More...
ଦିଲ୍ଲୀପ କୁମାର ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ବୌଦ୍ଧ/ବାଉଁଶୁଣୀ,୩୦/୬- ବୌଦ୍ଧବ୍ଲକ ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ଗୁନ୍ଦଳିିଆ ପ୍ରାଣୀଧନ ସହାୟକ କେନ୍ଦ୍ରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ ସମର୍ଦ୍ଧନା ସଭାରେ ପ୍ରାଣୀ!-->…
Read More...
Read More...
ଏମ୍ସିଏଲ୍ ଓ ଜିଲ୍ଲା ପ୍ରଶାସନର ଦ୍ୱିପାକ୍ଷିକ ଚୁକ୍ତି, ୧୩ଟି ପ୍ରକଳ୍ପ ପାଇଁ ସିଏସ୍ଆର ଫଣ୍ଡ
ବଲାଙ୍ଗୀର,୩୦/୬- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମହାନଦୀ କୋଲଡଫିଲଡ୍ ସିଏସଆର ଜେନେରାଲ ମ୍ୟାନେଜର ପ୍ରଣବ କୁମାର ଚକ୍ରବର୍ତ୍ତୀଙ୍କ ମଧ୍ୟରେ ୧୩ଟି ପ୍ରକଳ୍ପ ପାଇଁ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ!-->…
Read More...
Read More...
ରାଜକିଶୋର ପାଇକରାୟ ଦେବଗଡ଼ ଜିଲ୍ଲାର ନୂତନ ଏସ୍.ପି
ଦେବଗଡ଼,୩୦ା୬ : ସୋମବାର ଦେବଗଡ଼ ଜିଲ୍ଲାରେ ନୂତନ ଏସ୍.ପି. ଭାବେ ରାଜକିଶୋର ପାଇକରାୟ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଇକରାୟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା,ଜନସାଧାରଣଙ୍କ ସୁରକ୍ଷା ତଥା ଉଚିତ୍ ନ୍ୟାୟ ପ୍ରଦାନ, ପଡ଼ି ରହିଥିବା ବିଭିନ୍ନ ପ୍ରକାରର ପୋଲିସ୍ କେଶର ଉପଯୁକ୍ତ ତଦନ୍ତ!-->…
Read More...
Read More...
ଦେବଗଡ଼ ଜିଲ୍ଲା କଳାମାଟି ଠାରେ ଖୋଲିଲା ୧୦୦ ଶଯ୍ୟାର କୋଭିଡ଼୍ ଡ଼ାକ୍ତରଖାନା, ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର…
ଦେବଗଡ,୩୦ା୬ : ମଙ୍ଗଳବାର ବେଦାନ୍ତ ସହଯୋଗରେ ଦେବଗଡ଼ ଜିଲ୍ଲା କଳାମାଟି ଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼୍ ଡ଼ାକ୍ତରଖାନାକୁ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ନିଜ ନିଜ!-->…
Read More...
Read More...
ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି
ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍ôର ଗାଥା ବହନ କରିବା ନିମନ୍ତେ!-->…
Read More...
Read More...
ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ହରଭଙ୍ଗା,୩୦/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀ ସାହୁଙ୍କୁ!-->…
Read More...
Read More...