Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୮୦କେଜି ଗଞ୍ଜେଇ ସହ ପିକଅପ୍ ଜବତ, ୧ଗିରଫ
ସୁବର୍ଣ୍ଣପୁର : ଗତକାଲି ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମ ପାଖରେ ଅତର୍କିତ ଭାବେ ତରଭା ପୋଲିସ ଚଢ଼ାଉ କରି ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ୍ ଓଡି ୩୧ ଇ;୩୧୭୬ ନଂ ରୁ ୧୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଦୁର ପଞ୍ଜାବର ବୋଲି ଜଣାପଡ଼ିଛି । ଏ!-->…
Read More...
Read More...
ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ଆଜି ରାତି ଗୋଟାଏରୁ ପହଣ୍ଡି
ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ । ସ୍ନାନବେଦିରୁ ଗଜ ବେଶରେ ବିଶ୍ୱର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ । କୋଭିଡ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଆଜି!-->…
Read More...
Read More...
ଟିକା କିଣିବାରେ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇଲେ ଅପରାଜିତା
ଭୁବେନଶ୍ୱର : ସମଗ୍ର ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଟିକା!-->…
Read More...
Read More...
କରୋନା କବଳରେ ନୟାଗଡ଼ ଜିଲ୍ଲା
ଦଶପଲ୍ଲା,୨୩/୬ :- ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଥମୁନାହିଁ । ଆଜି ଜିଲ୍ଲାରୁ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୫୮ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬୨ ରହିଥିବା!-->…
Read More...
Read More...
ଉପାନ୍ତ ଅଞ୍ଚଳରେ ରାଇକିଆ ବିଡ଼ିଓଙ୍କ ଦ୍ୱାରା ମାସ୍କ ବଣ୍ଟନ ସହିତ ଟିକାକରଣ
ରାଇକିଆ : କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ବେଳେ ନିଜର ରୂପ ମଧ୍ୟ ପରିବର୍ତ୍ତନ କରୁଛି, ଯାହାରି ପ୍ରଭାବରୁ ଲୋକେ ଆକ୍ରାନ୍ତ ହେଉଛନ୍ତି । କରୋନାର ଦ୍ୱିତୀୟ ଲୋହାରୀରେ ଆସିଥିବା କରୋନା ଏବେ ମାରାତ୍ମକ ହେଉଛି । ଏହି ଭୁତାଣୁ ଠାରୁ କିପରି ରକ୍ଷା ପାଇବା ସେ ନେଇ ସରକାର!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୨୦୨୨
ବୌଦ୍ଧ,୨୩/୬- ଆଜି ବୌଦ୍ଧ ଜିଲ୍ଲାରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୩ ଜଣ, ହରଭଙ୍ଗା ବ୍ଲକରୁ ୧୩ ଜଣ ,!-->…
Read More...
Read More...
ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର ୨୩।୬: ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଅନଲାଇନ୍ ରେ!-->…
Read More...
Read More...
ହିନ୍ଦୁ ଜାଗରଣ ମଞ୍ଚ ଦ୍ୱାରା ଗୋରୁ ଉଦ୍ଧାର
ଆଇଗିଣିଆ ଫୁଲେଶ୍ୱରୀ ବସ୍ତି ରୁ ଗୋରୁମାନଙ୍କୁ ରାତି ରେ ଚୋରି କରିକି ନେଉଥିଲେ । ହିନ୍ଦୁ ଜାଗରଣ ମଞ୍ଚ, ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି।
Read More...
Read More...