Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରାକ୍ଟର ତଳେ ଚାପି ହୋଇ ୫ ବର୍ଷ ବୟସର ଶିଶୁ ମୃତ
ବାଲିଗୁଡା,୨୨/୬- କନ୍ଧମାଳ ଜିଲ୍ଲା ସାରଂଗଡ ଥାନା ଅନ୍ତର୍ଗତ ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳେ ପ୍ରାୟ ୯.୩୦ ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର ଓଆର୧୨ଏ ୬୪୯୨) ଇଟାନେଇ ଯାଉଥିବା ସମୟରେ ହଠାତ୍ ଏକ ୫ବର୍ଷର ଶିଶୁ ସହନ ପ୍ରଧାନ!-->…
Read More...
Read More...
ପୁରୀ : ତିନି ରଥର ପୋଟଳ କାର୍ଯ୍ୟ ଶେଷ
ପୁରୀ,୨୨/୬- ଆଉ ୨ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ସ୍ନାନ ଯାତ୍ରା ଠାରୁ ରଥଯାତ୍ରା ପ୍ରାୟ ୧୫ଦିନ ଥିବାବେଳେ ପୁରୀର ରଥନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଆଗେଇ ଚାଲିଛି । ଆଜି ତିନିରଥର ପୋଟଳ କାର୍ଯ୍ୟ ଶେଷ ହୋଇଛି ।
Read More...
Read More...
ଯାତ୍ରୀବାହୀ ଓ ଟ୍ରଲି ଅଟୋ ମଧ୍ୟରେ ଧକ୍କା ଜଣେ ଗୁରୁତର,୧ ଆହତ
ବୌଦ୍ଧ/ଜହ୍ନାପଙ୍କ,୨୨/୬- ବୌଦ୍ଧ ବ୍ଳକ ତେଲିବନ୍ଧ-ମୁଣ୍ଡପଡା ରାସ୍ତାର ତେଲିବନ୍ଧ ହାଟପଦା ନିକଟରେ ଆଜି ଅପରାହ୍ନ ସାଢେ଼ ଦୁଇଟାରେ ଏକ ଯାତ୍ରୀବାହୀ ଅଟୋ ନଂ ଓଡି ୨୭/ବି-୪୭୫୬ ଓ ଟ୍ରଲି ଅଟୋ ନଂ ଓଡି ୨୭-୭୦୧୦ ମଧ୍ୟରେ ମୁହାଁମୁଁହିଁ ଧକ୍କା ହେବାରୁ ଯାତ୍ରୀବାହୀ ଅଟୋର ସମ୍ମୁଖଭାଗ ଭାଙ୍ଗି!-->…
Read More...
Read More...
ବୌଦ୍ଧରେ ବ୍ୟାପକ ବୃକ୍ଷରୋପଣ ପାଇଁ ପ୍ରଶାସନିକ ପ୍ରସ୍ତୁତି, ୯ଲକ୍ଷ ୭୮ହଜାର ଚାରା ହେବ ରୋପଣ
ବୌଦ୍ଧ,୨୨/୬- ବୌଦ୍ଧଜିଲ୍ଲା ଏହାର ବନସଂପଦ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଆସିଛି । ପ୍ରତ୍ୟେକବର୍ଷ ଏଠାରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିବାବେଳେ ଆଜି ଚଳିତବର୍ଷ ୨୦୨୧-୨୨ ପାଇଁ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ ତଦାରଖ ଓ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ!-->…
Read More...
Read More...
ବୌଦ୍ଧରେ ବ୍ୟାପକ ବୃକ୍ଷରୋପଣ ପାଇଁ ପ୍ରଶାସନିକ ପ୍ରସ୍ତୁତି, ୭ଲକ୍ଷ ଚାରା ହେବ ରୋପଣ
ବୌଦ୍ଧ,୨୨/୬- ବୌଦ୍ଧଜିଲ୍ଲା ଏହାର ବନସଂପଦ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଆସିଛି । ପ୍ରତ୍ୟେକବର୍ଷ ଏଠାରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିବାବେଳେ ଆଜି ଚଳିତବର୍ଷ ୨୦୨୧-୨୨ ପାଇଁ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ ତଦାରଖ ଓ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଛି ।
!-->!-->!-->!-->!-->!-->!-->…
Read More...
Read More...
ମୃତ ଯୁବ ଫରେଷ୍ଟଗାର୍ଡ ସଜିତ ଝାଙ୍କରଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ
ବୌଦ୍ଧ,୨୨/୬- ବୌଦ୍ଧ ବନଖଣ୍ଡ ବିଭାଗରେ କାର୍ଯ୍ୟ କରୁଥିବା ଯୁବ ଫରେଷ୍ଟଗାର୍ଡ ସଜିତ କୁମାର ଝାଙ୍କରଙ୍କ ଗତ କିଛିଦିନ ତଳେ ଆକସ୍ମିକ ବିୟୋଗ ଘଟିଥିଲା । ବନବିଭାଗର ସମସ୍ତ କର୍ମଚାରୀ ମିଶି ତାଙ୍କପାଇଁ ଆର୍ଥିକ ସହାୟତା ସଂଗ୍ରହ କରିଥିଲେ । ଆଜି ମୃତ ସଜିତଙ୍କ ବୃଦ୍ଧ ପିତାମାତାଙ୍କୁ ୧ଲକ୍ଷ!-->…
Read More...
Read More...
ଜଗତସିଂହପୁରରେ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବି
ଜଗତସିଂହପୁର,୨୨/୬- ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଏକ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜିଲ୍ଲାର କ୍ରୀଡ଼ାବିତ ମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସସ୍ୱାନ ଭିସି ରୁମରେ ଆୟୋଜିତ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସି କାର୍ଯ୍ୟକ୍ରମରେ!-->…
Read More...
Read More...
କନ୍ଧମାଳ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ଅନ୍ତର୍ଗତ କୁମ୍ଭାରୁ ଗ୍ରାମ ନିକଟରେ ଥିବା ଅଞ୍ଚଳକୁ (ଏସଓଜି ଓ ଡିଭିଏଫ) ଯବାନଙ୍କ ମିଳିତରେ କୁମ୍ବିଂ କରାଯାଇଥିଲା ।୨୧.୦୬.୨୦୨୧ ସକାଳେ ଦଳ ଏହି ଅଞ୍ଚଳକୁ କୁମ୍ବିଂ କରୁଥିବାବେଳେ ମାଓବାଦୀମାନେ ସୁବିଧାଜନକ ସ୍ଥାନରୁ ପ୍ରବଳ ଗୁଳି ଚଳାଇଥିଲେ ।!-->…
Read More...
Read More...
ଦୁର୍ଦ୍ଦିିନରେ ଦଶପଲ୍ଲା ବ୍ଲକର ପରିବା ଚାଷୀ
ଦଶପଲ୍ଲା,୨୨/୬- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ହଜାର ହଜାର ଏକର ପଦର ଜମିରେ ଚାଷୀମାନେ ବର୍ଷା ଋତୁରେ ପରିବା ଚାଷ କରିଥାନ୍ତି । ପ୍ରତିଦିନ ଶହଶହ ଟ୍ରକ ପରିବା ପୁରୀ, କଟକ , ଭୁବନେଶ୍ୱର, ଖୋର୍ଦ୍ଧା, ବାଲୁଗାଁ ଭଳି ସହରକୁ ରପ୍ତାନୀ ହୋଇଥାଏ । ଏହି ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ!-->…
Read More...
Read More...
ପାଟଣାଗଡର ନାଗରିକ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା , ସହରର ଉନ୍ନତି ମୂଳକ କାର୍ଯ୍ୟପାଇଁ ନାଗରିକ କମିଟି ଗଠିତ
ପାଟଣାଗଡ,୨୨/୬଼ - ପାଟଣାଗଡ଼ ସହରର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ବ୍ୟକ୍ତି ବିଶେଷ , ଶିକ୍ଷାବିତ , ଅବସରପ୍ରାପ୍ତ , ସାମ୍ବାଦିକ , ରାଜନୈତିକ ଆଦି ବ୍ୟକ୍ତି ସମୁହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ କୁମାର!-->…
Read More...
Read More...