Browsing Category

ରାଜ୍ୟ

୧୧୦ ଟପିଲା ପେଟ୍ରୋଲ ଲିଟର, ଜାଣନ୍ତୁ କେଉଁଠି

ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨
Read More...

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର:   ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ।ସୂଚନା ଅନୁସାରେ, ବହଳଦା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ଟ୍ରକ୍ ଧକ୍କାରେ ଜଣେ
Read More...

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ : ପୁଣି ୪୩ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,୨୭/୬- ବରିଷ୍ଠ ସାମ୍ବାଦିକ ତଥା ନେତା ଲାଇଫଲାଇନର ସଂପାଦକ ଜୀମୂତ ବାହନ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଛନ୍ତି । ଶ୍ରୀ ମଙ୍ଗରାଜ ଆଜି ଅପରାହ୍ନ ସାଢେ ୫ଟାରେ ନିଜଗ୍ରାମ ଖୋର୍ଦ୍ଧା ବରୁଣେଇ ଯାଇ ଭୁବନେଶ୍ୱର ଫେରିବା ସମୟରେ ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ
Read More...

ପଶ୍ଚିମ ଓଡିଶାର ସୁଯୋଗ୍ୟ ସନ୍ତାନ ପ୍ରଫେସର ଧ୍ରୁବରାଜ ନାଏକଙ୍କ ବିୟୋଗରେ ପଶ୍ଚିମଓଡିଶାବାସୀ ମର୍ମାହତ

ସମ୍ବଲପୁର,୨୭/୬- ଏହି ମାଟିର ଆଜି ଜଣେ ସୁଯୋଗ୍ୟ ସନ୍ତାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ହରାଇଛି । ଜଣେ ମଦୁଆ ମାତ୍ର ଶହେ ଟଙ୍କା ପାଇଁ ନିର୍ମମ ଭାବେ ହାଣି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ତଦନ୍ତସାପେକ୍ଷ । ଯଦି ଏହା ସତ୍ୟ ଏହା
Read More...

ପ୍ରେମଚନ୍ଦ୍ର ଚୌଧୁରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ : ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭/୬- ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡଧରରଣର ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ପ୍ରେମଚନ୍ଦ୍ର ଚୌଧୁରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ।
Read More...

ଅଣସର ଘରେ ତିନି ଠାକୁର ପୂଜା ପାଉଛନ୍ତି ପଟିଦିଅଁ

ଗଜପତି,୨୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଠାରୁ ଶ୍ରୀ ଜୀଉମାନେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି । ସେପଟେ ମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁରେ । ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ପୂଜା ପାଉଛନ୍ତି ଅନନ୍ତ
Read More...