Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜ୍ରାଘାତରେ ୭ ଗୋରୁଗାଈ ମୃତ
ଜି.ଉଦୟଗିରି/ରାଇକିଆ ୨୭/୬- ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗାମାଣ୍ଡି ଗ୍ରାମରେ କାଳବୈଶାଖୀ ବର୍ଷା ଓ ବଜ୍ରପାତରେ ଗୋରୁଗାଈର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ ବର୍ଷାହେବା ଫଳରେ ସବୁ ଗାଈଗୋରୁ ଗଛମୂଳରେ ଆଶ୍ରୟ ନେଇଥିଲେ ସେତେବେଳେ ହଠାତ୍ ବଜ୍ରପାତ ଘଟିଥିଲା ।!-->…
Read More...
Read More...
ପ୍ରାଣୀ ବିଜ୍ଞାନରେ ସ୍ୱର୍ଣ୍ଣପଦକ ଆଣିଲେ କନ୍ଧମାଳର ଝିଅ ଶକୁନ୍ତଳା
ଫୁଲବାଣୀ,୨୭/୬- କନ୍ଧମାଳର ଏକ ଛୋଟିଆ ଗାଁରୁ ଯାଇ ପ୍ରାଣୀ ବିଜ୍ଞାନ ସ୍ନାତକତ୍ତୋରରେ ସ୍ୱର୍ଣ୍ଣପଦକ ହାସଲ କରିଛି ଆଦିବାସୀ ଝିଅ ଶକୁନ୍ତଳା କହଁର । ଆଉ ଉଦାହରଣ ସାଜିଛି କନ୍ଧମାଳ ପାଇଁ । ଆଜି କିସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ପାଇଥିବା ଶକୁନ୍ତଳାର ନାମ ଘୋଷଣା!-->…
Read More...
Read More...
ବିଜେଡିର ପୁନମ ହେଲେ କନ୍ଧମାଳ ଜିଲ୍ଲା ମହିଳା ସଭାପତି ଓ ସୁଜାତା ମହିଳା ରାଜ୍ୟ ସମ୍ପାଦକ
ଫୁଲବାଣୀ,୨୭/୬- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ପୁନମ କହଁର ହେଲେ ବିଜୁ ଜନତା ଦଳର କନ୍ଧମାଳ ମହିଳା ଜିଲ୍ଲା ସଭାପତି । ପୂର୍ବରୁ ସେ ଜିଲ୍ଲାର ମହିଳା ଉପ ସଭାପତି ରୂପେ କାର୍ଯ୍ୟ ତୁଲାଉଥିଲେ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ଜଣେ,ଗୋଶାଣି ବ୍ଳକରୁ ଜଣେ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୫ଜଣ, ନୂଆଗଡ଼ ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ!-->…
Read More...
Read More...
ଗଜପତିର ବନ୍ୟପ୍ରାଣୀ ତତ୍ୱାବଧାରକ ମନୋନୀତ ହେଲେ ଡକ୍ଟର. ଅନନ୍ତ ରାମ କର
ଗଜପତି,୨୭/୬- ଗଜପତି ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାବେ ଡକ୍ଟର ଅନନ୍ତ ରାମ କର ଆସନ୍ତା ୨ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଗଜପତି ଜିଲ୍ଲାର ଲଖାରୀ ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦା ଡକ୍ଟର କର ଲଖାରୀ ଅଭୟାରଣ୍ୟର ସୁରକ୍ଷା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା!-->…
Read More...
Read More...
ଗଞ୍ଜେଇଥିବା କାର୍ ଛାଡି ଚାଲାଣକାରୀ ଫେରାର, ୨୩କେଜି ଗଞ୍ଜେଇ ଜବତ
ବୌଦ୍ଧ/ବାଉଁଶୁଣୀ,୨୭/୬- ବୌଦ୍ଧ ଜିଲ୍ଲାରେ ସବୁବେଳେ ଗଞ୍ଜେଇ ଚାଲାଣକାରୀମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । କେତେବେଳେ ଗଞ୍ଜେଇ ମାଫିଆମାନେ ଗାଡିଛାଡ଼ି ଫେରାର ମାରୁଛନ୍ତି ତ ଆଉ କେତେବେଳ ପୋଲିସ କବଳରୁ ଖସି ଯାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ସକାଳ!-->…
Read More...
Read More...
ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ, ୨ ଗୁରୁତର
ରାୟଗଡ,୨୭/୬- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଧିନସ୍ଥ ଚାଂଚଡାଗୁଡା ଗ୍ରାମ ପଞ୍ଚାୟତସ୍ଥିତ କେରାଣ୍ଡିଗୁଡା ଗ୍ରାମଠାରେ ବଜ୍ରାଘାତ ଯୋଗୁଁ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସହ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଆଜି ଅପରାହ୍ନ ୩ଟା ସମୟରେ କେରାଣ୍ଡିଗୁଡା ଠାରେ କାଳିପୋଙ୍ଗା!-->…
Read More...
Read More...
ରାଷ୍ଟ୍ରପତି ହେବା ଥିଲା ମୋ କଳ୍ପନା ବାହାର
ନୂଆଦିଲ୍ଲା,୨୭/୬- ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ନିଜକୁ ଆଜିବି ଦେଖୁନାହାନ୍ତି । ଦେଶର ସେ ଜଣେ ସାଧାରଣ ନାଗରିକ ଭାବେ ନିଜର ପରିଚୟକୁ ସୀମିତ ରଖିବାପାଇଁ ସବୁବେଳେ ଚେଷ୍ଟା କରୁଥିବାବେଳେ ଆଜି ଭାବପ୍ରବଣ ହୋଇ କହିଛନ୍ତି ଯେ ତାଙ୍କପରି ଗୋଟିଏ ସାଧାରଣ!-->…
Read More...
Read More...
ବ୍ୟକ୍ତିଗତ ଗାଡିଚାଳକଙ୍କ ପରଲୋକରେ ସବୁ କାର୍ଯ୍ୟ ବନ୍ଦ କଲେ ବିଶିଷ୍ଟ ଶିଳ୍ପପତି ପୁନାୱାଲା
ପୁନେ : ପୁନେର ପ୍ରତିଷ୍ଠିତ ଶିଳ୍ପପତି ତଥା କୋଭିସିଲ୍ଡ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ପୁନେର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷଙ୍କ ଭାଇ ଜାଭିୟର ପୁନାୱାଲାଙ୍କ ଦୀର୍ଘଦିନର ଜଣେ ପରମସାଥୀ ତଥା ଗାଡି ଚାଳକ(ଡ୍ରାଇଭର) ଗଙ୍ଗାଦତ୍ତଙ୍କର ପରଲୋକ ହୋଇଯାଇଛି । ଗଙ୍ଗାଦତ୍ତ!-->…
Read More...
Read More...