Browsing Category

ରାଜ୍ୟ

ଜିଲ୍ଲାସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ପାଳିତ

ଦେବଗଡ଼ : ସ୍ଥାନୀୟ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ହାକାଥନ କାର୍ଯ୍ୟକ୍ରମ ଉଦଘାଟନ ଓ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡତିୟା ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର୍ ଓ ଗବେଷକ
Read More...

ଲଘୁ ଖଣିଜ ଉପରେ ଲାଗୁନି ରୋକ

ହରଭଙ୍ଗା : ମହାନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି। ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ। ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ। ଜାଣି ଅଜଣା ସାଜିଛି ଲଘୁଖଣିଜ ବିଭାଗ । ସରକାର ସବୁବେଳେ ଲଘୁ ଖଣିଜ ଉପରେ କୋଟି କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି l
Read More...

ପୁରୀ ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା

ପୁରୀ : ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ପୁନଃ ଥଇଥାନ ଓ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ବିଶାଳ ଶୋଭାଯାତ୍ରା କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ବଡଦାଣ୍ଡ ଦେଇ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Read More...

କ୍ୟାପିଟାଲ ହସ୍ପିଟାଲର ଆଧୁନିକୀକରଣ କରାଯିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି (୨ ଅଗଷ୍ଟ ୨୦୨୪) ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା
Read More...

ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣକୁ ଉଛେଦ କଲା ଜିଲ୍ଲାପ୍ରଶାସନ

ପୁରୀ : ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର। ପୁରୀ ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ ହେଉଥିବା ନେଇ ଅଭିଯୋଗ ପରେ ଏହାକୁ ଉଛେଦ କରିଛି ଜିଲ୍ଲା ପ୍ରଶାସନ। ବ୍ରହ୍ମଗିରି ତହସିଲ ଅଧିନ ସିପସରୁବାଲି ମଉଜାରେ ଆସୁଥିବା ଷ୍ଟର୍ଲିନ୍ ଛକ ନିକଟ ବେଳାଭୂମିରେ ହୋଇଥିବା ବେଆଇନ୍
Read More...

ରାଜ୍ୟ ଶିକ୍ଷକ ମହାସଙ୍ଘ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହେଲେ ବିଜୟ ମିଶ୍ର

ମୁନିଗୁଡା : ରବିବାର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ଶିକ୍ଷକ(ଏକ୍ଟ କ୍ୟାଡ଼ର )ମହାସଙ୍ଘର ପୁର୍ନଗଠିତ ହୋଇଯାଇଛି I ଉକ୍ତ ବୈଠକରେ ଅମ୍ବାଦଳା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ବିଜୟ କୁମାର ମିଶ୍ର ରାଜ୍ୟ ପ୍ରାଥମିକ ଏକ୍ସ- କ୍ୟାଡ଼ର ଶିକ୍ଷକ ମହାସଙ୍ଘର
Read More...

ସମ୍ବଲପୁର ସାଂସ୍କୃତିକ ପରିଷଦ ଓ ଚିନ୍ମୟ ସାହିତ୍ୟ ସଂସଦ ପକ୍ଷରୁ ସମ୍ବଲପୁରୀ ଦିନ

ସମ୍ବଲପୁର : ସ୍ଥାନୀୟ ସମ୍ବଲପୁର ସାଂସ୍କୃତିକ ପରିଷଦ ଓ ଚିନ୍ମୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସମ୍ବଲପୁରୀ ଦିନ ଉପଲକ୍ଷେ ସାହିତ୍ୟ ସଭାରେ ଜାତୀୟ କବି ସତ୍ୟନାରାୟଣଙ୍କ ସାହିତ୍ୟ ଚର୍ଚ୍ଚା, ସମ୍ବର୍ଦ୍ଧନା ଓ କବିତା ଆବୃତ୍ତି ହୋଇଯାଇଛି। ପ୍ରାକ୍ତନ ଅଧ୍ୟାପିକା ଡ. ବୀଣାପାଣି ପ୍ରଧାନ ଓ ଡ.
Read More...

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ‘ସମ୍ବଲପୁରୀ ଦିନ’

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ 'ସମ୍ବଲପୁରୀ ଦିନ' ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୁଳପତି ପ୍ରଫେସର ଏନ୍. ନାଗାରାଜୁଙ୍କ ଦ୍ଵାରା ମାଁ ସମଲେଇ‌ଙ୍କ ପାଖରେ ଦୀପଦାନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଥିଲା। ଏହି ଅବସରରେ ସ୍ଵଭାବ
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗର ଦମ୍ପତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନିଯାଇ ପିତୃମାତୃହୀନ ଏହି ଶିଶୁକନ୍ୟାକୁ, ଶିଶୁ ମଙ୍ଗଳ ସମିତିଙ୍କ
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ
Read More...