Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଦର୍ଶ ଶିକ୍ଷକ ସମରେନ୍ଦ୍ର ସାହୁଙ୍କୁ ସେବା ଅବସରକାଳୀନ ସମ୍ବର୍ନ୍ଧନା
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ତରଜଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ତେରତାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ତିର୍ତ୍ତୋଲ ମଣ୍ଡଳ ଭାରପ୍ରାପ୍ତ ସହକାରୀ ଶିକ୍ଷାଧିକାରୀ ସମରେନ୍ଦ୍ର ସାହୁଙ୍କ ସେବା ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ!-->…
Read More...
Read More...
ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ପରଲୋକ
ବ୍ରହ୍ମପୁର,( ହୀପ୍ର) : ଗଂଜାମ ଜିଲ୍ଲାର ପୁରପଲ୍ଲୀର କଳା ଓ ସଙ୍ଗୀତ ଜଗତରେ ପ୍ରତାପ ଭାଇ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ଗୁରୁବାର ପରଲୋକ ହୋଇଯାଇଛି କିଛି ମାସ ହେଲା ସେ ଅସୁସ୍ଥ ଥିଲେ । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଲକର ମାରୁଡ଼ି!-->…
Read More...
Read More...
ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ଅସ୍ବାଭାବିକ ମୃତ୍ୟୁ, ପରିବାର ଆଣିଲା ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର, (ହୀପ୍ର): ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କର ଗତ କାଲି ରାତିରେ ଭୁବନେଶ୍ବର ଏଏମସରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ତାଙ୍କ!-->…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ,ଟାୟାର ଜାଳି ପଥର ପକାଇ ରାସ୍ତା ଅବରୋଧ
ନବରଙ୍ଗପୁର,(ହୀପ୍ର):ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଟାୱାର ପାଚେରି ପାର୍ଶ୍ୱରୁ ଏକ ୧୧ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ଘଟଣାକୁ ନେଇ ଗତକାଲି ରାତି ତମାମ ଓ ଆଜି ଦିନରେ ଉତ୍ତେଜନା ଲାଗି ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ!-->…
Read More...
Read More...
ରତ୍ନ ଭଣ୍ଡାର ଭିତରକୁ ପ୍ରବେଶକଲେ ଏଏସଆଇ ଟିମ୍
ପୁରୀ : ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ୨୬ ଜଣିଆ ଟିମ୍। ଏହି ଟିମରେ ଅଛନ୍ତି ନ୍ୟାସନାଲ ଜିଓଲଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଏଏସଆଇ, ବୈଷୟିକ ଟିମ୍ ର ସଦସ୍ୟ। ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ ଅଛି କି, ଏହି ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର!-->…
Read More...
Read More...
ବୌଦ୍ଧ ପୋଲିସ୍ ଦ୍ୱାରା ବାଇକ ଚୋରି ରାକେଟର ପର୍ଦ୍ଦାଫାସ; ୧୨ ବାଇକ ଉଦ୍ଧାର, ୪ ଗିରଫ
ବୌଦ୍ଧ : ବୌଦ୍ଧ ପୁଲିସକୁ ମିଳିଛି ବଡ ସଫଳତା । ୧୨ ଚୋରି ବାଇକ୍ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୁଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୌଦ୍ଧ ଥାନା ପୋଲିସ୍ ଏକ ବାଇକ!-->…
Read More...
Read More...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା ପରେ କେଜ୍ରିୱାଲ ଏହି ନିଷ୍ପତି ନେଇଥିଲେ। ଏଥିସହିତ ଏଏପି ଆତିଶି ମରଲେନାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀ!-->…
Read More...
Read More...
ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ!-->…
Read More...
Read More...
ପୂଜାକଲେ,କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ରାଜଧାନୀରେ ପହଞ୍ଚିବା ପରେ ସିଧାସଳଖ ଗାଡକଣ ଗାଁକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ପହଞ୍ଚିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ହିତାଧିକାରୀ, ୮ ଜଣ ଏସଏଚଜି ମହିଳା ଏବଂ ୨ ଜଣ ପିଏମ!-->…
Read More...
Read More...
କେନ୍ଦୁଝରର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଗଲା ‘ସୁଭଦ୍ରା’ର ପ୍ରଥମ କିସ୍ତି
କେନ୍ଦୁଝର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କ ବହୁ ଆକାଂକ୍ଷିତ ମହିଳାଙ୍କ କଲ୍ୟାଣ ଲାଗି ଉଦ୍ଦିଷ୍ଟ ଯୋଜନା 'ସୁଭଦ୍ରା' ର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୁଇଚ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି!-->…
Read More...
Read More...