Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାଷୀ ପଞ୍ଜିକରଣର ପ୍ରଚାର ରଥର ଶୁଭାରମ୍ଭ
ଗଜପତି : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି। ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ପାଇଁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି!-->…
Read More...
Read More...
କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ
ଫୁଲବାଣୀ : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ସଂଗଠନର ପ୍ରଥମ ବାର୍ଷିକ ସମାବେଶ ଗୀତ ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ଗଳ୍ପ ଓ କବିତା ରଚନା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ!-->…
Read More...
Read More...
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଦିବସ
ଫୁଲବାଣୀ : ଫୁଲବାଣୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ୩୪ତମ ପ୍ରତିଷ୍ଠା ଦିବସ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଯାଇଛି I ବୁଧବାର ଅନୁଷ୍ଠିତ ଏହି ଉତ୍ସବ ଅବସରରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା, ଅପା ଓ ଭାଇ ତଥା ପରିଚାଳନା ମଣ୍ଡଳୀର!-->…
Read More...
Read More...
ଗୁଣାତ୍ମକ ଶିକ୍ଷା ନିମନ୍ତେ ଦୁଇ ଦିନିଆ ତାଲିମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବାଲରକ୍ଷା ଭାରତ ଓ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ପ୍ରାରମ୍ଭିକ ଭାଷା ଓ ଗଣିତର ଦୁଇଦିନିଆ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ!-->…
Read More...
Read More...
ଆଦର୍ଶ ମହାବିଦ୍ୟାଳୟ ପ୍ରବେଶିକା କାର୍ଯ୍ୟକ୍ରମ
ଦେବଗଡ଼ : ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ସେମିନାର କକ୍ଷରେ ଯୁକ୍ତ ୩ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କ ପାଇଁ ପ୍ରବେଶିକା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ମହାରଣା ମହାବିଦ୍ୟାଳୟର ଐତିହ ସମ୍ପର୍କରେ କହିବା ସହିତ!-->…
Read More...
Read More...
ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ
ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍ ହୋଇଛନ୍ତି। ବିଜେପିର ବରିଷ୍ଠ, ବିଜେପି ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ!-->…
Read More...
Read More...
କଳାମାଟି ଆଦର୍ଶ ବିଦ୍ୟାଳୟରେ ସମ୍ବଲପୁରୀଦିନ ସମାରୋହ
ଚିପିଲିମା : ସମଳପୁରୀ ନାଚ ଗୀତରେ ଝୁମିଲେ ଛାତ୍ରୀଛାତ୍ର I ସମ୍ବଲପୁରୀ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ଜିଲ୍ଲାର ଧନକୌଡା ବ୍ଲକ କଳାମାଟି ଆଦର୍ଶ ବିଦ୍ୟାଳୟରେ ମହାସମାରୋହ ମଧ୍ୟରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ସନ୍ଧ୍ୟାରାଣୀ!-->…
Read More...
Read More...
ଯକ୍ଷ୍ମା ରୋଗର ପ୍ରତିରୋଧ ଟିକା କରଣ ତାଲିମ
ନୟାଗଡ଼ : ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଧିନ ବଡ଼ ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସଙ୍କ ତତ୍ୱାବଧାନରେ ଯକ୍ଷ୍ମା ରୋଗର ପ୍ରତିରୋଧ ପାଇଁ ଟୀକା କରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୂଆଗାଁ : ନୂଆଗାଁ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଯୁଧିଷ୍ଠିର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ଏକାଧାରରେ ପରୋପକାରୀ, ମେଳାପୀ ଓ ସମୟାନୁବର୍ତିତା କର୍ମଚାରୀ ଭାବରେ ବ୍ଲକରେ ବେଶ୍ ଜଣାଶୁଣା ଥିଲେ। ସେ ୨୦୨୧ ମସିହାରେ ନୂଆଗାଁ ବ୍ଲକରେ ଯୋଗ ଦେଇ ପ୍ରାୟ!-->…
Read More...
Read More...
ଜିଲ୍ଲା ଓକିଲ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ମାନଙ୍କୁ ଗମନାଗମନର ସବୁବେଳେ ଅସୁବିଧା ହେଉଛି। ସଦର ମହକୁମା ଚିକିତ୍ସାଳୟ ନବରଙ୍ଗପୁର କଲେଜ ପାଖକୁ ସ୍ଥାନାନ୍ତର ହେବା ପରଠାରୁ ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଦେଖା ଦେଇଛି। ଏହାକୁ ଗୁରୁତ୍ୱର ସହ ବିଚାରକରି!-->…
Read More...
Read More...