Browsing Category

ରାଜ୍ୟ

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ…

ଭୁବନେଶ୍ୱର;ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ।
Read More...

ବିଷାକ୍ତ ସାପ କାମୁଡାରେ ଅକାଳରେ ଝଡିଗଲେ ୩ ନାବାଳିକା ଭଉଣୀ, ବାପା ଗୁରୁତର

ବୌଦ୍ଧ:- ବୌଦ୍ଧରେ ଗତ ରାତିରେ ବିଷାକ୍ତ ସାପ କାମୁଡାରେ ଗୋଟିଏ ପରିବାରର ତିନି ନାବାଳିକା ଭଉଣୀଙ୍କର ଅକାଳରେ ମୃତ୍ୟୁ ଘଟିଛି । ଗୁରୁତର ଅସୁସ୍ଥ ବାପାଙ୍କୁ ବୌଦ୍ଧ ଡାକ୍ତରଖାନାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ପଞ୍ଚାୟତର
Read More...

ସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର
Read More...

ଗଜପତି ଜିଲ୍ଲାରେ ସୁଭଦ୍ରା ସଚେତନତା ରଥ ଶୁଭାରମ୍ଭ

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁଭଦ୍ରା ସଚେତନତା ରଥକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁଣନିଧି ନାୟକ, ମୁଖ୍ୟ
Read More...

ଉପ-ମୁଖ୍ୟମନ୍ତୀଙ୍କର ବଲାଙ୍ଗିର ଜିଲ୍ଲାର କୃଷି କ୍ଷେତ୍ରପାଇଁ ଡ୍ରୋନ ଲୋକାର୍ପଣ

ବଲାଙ୍ଗିର : ଉପ-ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି କନକ ବର୍ଦ୍ଧନ ସିଂ ଦେଓ, ଓଡ଼ିଶା ସରକାର ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲାର କୃଷି କ୍ଷେତ୍ରପାଇଁ ଦୁଇଟି ଡ୍ରୋନ ଲୋକାର୍ପଣ କରିଛନ୍ତି। କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଇଫକୋ ତରଫରୁ
Read More...

ବରଗଡ଼ ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ

ସେପ୍ଟେମ୍ବର୍ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଲୋକଙ୍କୁ ସଚେତନ କରିବ ବରଗଡ : ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହୋଇଥିବା ଆକାଂକ୍ଷିତ “ସୁଭଦ୍ରା”
Read More...

ISAର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କଲେ

କଳିଙ୍ଗନଗର : ଭାରତୀୟ ଷ୍ଟିଲ ଆସୋସିଏସନ୍(ଆଇଏସଏ) ପକ୍ଷରୁ ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ପ୍ଲାଣ୍ଟର ସୁରକ୍ଷା ବିଭାଗର କମାଣ୍ଡୋ ଟିମର ସଦସ୍ୟା ସାଗରିକା ସୋରେନଙ୍କୁ 'ଲିଙ୍ଗ ଓ ବିବିଧତା' ବର୍ଗରେ ସମ୍ମାନଜନକ 'ୱିଙ୍ଗସ୍ ଅଫ୍ ଷ୍ଟିଲ୍' ପୁରସ୍କାର ପ୍ରଦାନ କରାଯାଇଛି। ଅନେକଙ୍କ ପାଇଁ ପ୍ରେରଣା
Read More...

ବାଲୁକା ଚିତ୍ର କଳାରେ ଗଣେଷ ପୂଜାର ଶୁଭେଛା

ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ l ପୁରୀ : ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଚାଲିଛି ପୂଜାର୍ଚ୍ଚନା।
Read More...

ଦଶପଲ୍ଲା ଥାନା ଡିହଗାଁ ଛକରେ ଦୁର୍ଘଟଣା

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ
Read More...

ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ବୈଠକ

ନୟାଗଡ଼ : ରାଜ୍ୟରେ ଗରିବ ଖଟିଖିଆ ମାନଙ୍କ ଆଶାର କିରଣ ସାଜିଛି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଗଣିଆ ବ୍ଳକରେ ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଗଣିଆ ଆକାଶ ହୋଟେଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ
Read More...