Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ବୌଦ୍ଧ : ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ସରସରା ଛକ ନିକଟରେ ଗତକାଲି ସଂଧ୍ୟାରେ ଗୋଟିଏ ଅଜଣାଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର!-->…
Read More...
Read More...
ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ସଂଗ୍ରହ ହେଲା ୫୨ ୟୁନିଟ
ଭୁବନେଶ୍ବର,୧୮/୬- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ!-->!-->!-->…
Read More...
Read More...
ଉଦ୍ୟମୀ ପ୍ରକଳ୍ପ ପାଇଁ ଉତ୍କଳ ଆଲୁମିନା ଓ ଇଡିଆଇଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ରାୟଗଡ/୧୭/୬: ନିଜ ଚତୁଃପାଶ୍ୱର୍ରେ ବାସ କରୁଥିବା ଜନସମୁଦାୟଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ନିରଳସ ଭାବରେ କାର୍ଯ୍ୟ କରୁଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ)!-->…
Read More...
Read More...
ବାଲିଗୁଡା: ଫାର୍ମାସିଷ୍ଟଙ୍କ ୬ଦଫା ଦାବୀନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ
ବାଲିଗୁଡ଼ା,୧୭/୦୬- କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି । ଉକ୍ତଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ରପୂର୍ଣ୍ଣ!-->…
Read More...
Read More...
ନିୟତି ମାନସିକ ଅନୁଷ୍ଠାନର ୧୮ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ
ପାରଳାଖେମୁଣ୍ଡି, ୧୭/୬ - ଆଜି ସ୍ଥାନୀୟ ପୌରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟତି ମାନସିକ ଅନୁଷ୍ଠାନର ୧୮ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଆସନ୍ତାକାଲି ମଧ୍ୟ ଏହି ପିଲାଙ୍କର ଟୀକାକରଣ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର!-->…
Read More...
Read More...
କନ୍ଧମାଳ : ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳାଧାନ ବିହନ ବଣ୍ଟନ
କନ୍ଧମାଳ,୧୭/୦୬: ବିଜ୍ଞାନଭିତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳାଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ଆୱାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ଖରିଫ!-->…
Read More...
Read More...
ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗ : କିସ୍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା…
ଭୁବନେଶ୍ୱର,୧୭ ।୬: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗ ନେଇ କିସ୍ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ଗଙ୍ଗାଧର ମେହର(ଜିଏମ୍) ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । କିସ୍ ବିଶ୍ୱବିଦ୍ୟାଳୟରେ ଭର୍ଚୁଆଲ୍ରେ କିଟ୍ ଓ କିସ୍ର ପ୍ରତିଷ୍ଠାତା!-->…
Read More...
Read More...
କିଡନି ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଶିକ୍ଷକଙ୍କ ମୃତ୍ୟୁ: ଶୁଦ୍ଧିକ୍ରିଆ ପାଇଁଁ ସ୍ତ୍ରୀର ଚିନ୍ତା, ତିନିମାସ…
ହରଭଙ୍ଗା୧୭/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଶଙ୍କୁଲେଇ ପଂଚାୟତର ପଦାମାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠୀ (୩୫)ଙ୍କ ଗତକାଲି କିଡନି ଆକ୍ରାନ୍ତ ଓ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ଶଙ୍କରଡା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ ପାଠ ପଢାଉଥିବାବେଳେ!-->…
Read More...
Read More...
ତୁମୁଡିବନ୍ଧ ଠାରେ ଯୁବ ବିଜେଡି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୧୭/୬- ଆଜି ତୁମୁଡିବନ୍ଧ ଠାରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଚକ୍ରମଣୀ କହଁରଙ୍କ ନେତୃତ୍ୱରେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଯୁବନେତା ଅଶ୍ୱିନ ସାହୁ ଏବଂ ସଂଜୀବ ବରାଡଙ୍କ ଦ୍ୱାରା ସାନିଟାଇଜେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି!-->…
Read More...
Read More...
ପାରଳା ବିଧାୟକ କେ. ନାରାୟଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଗଜପତି,୧୭/୬- ଗଜପତି ଜିଲ୍ଲା କାଶୀନଗର ବ୍ଳକର ହାଡୁଭାଙ୍ଗି ପଞ୍ଚାୟତ ଠାରେ ଆଜି ନୂତନ ଭାବେ ପାଇଥିବା ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଳକ ଅଧ୍ୟକ୍ଷ ସି. ଏଚ.ସୀମାଦ୍ରୀ ଓ ହାଡୁଭାଙ୍ଗି ସରପଞ୍ଚ ବାବୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।!-->…
Read More...
Read More...