Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଦ୍ୟୁତ ସମସ୍ୟାକୁ ନେଇ ରାୟଗଡ ନଗର ଭାଜପା ପକ୍ଷରୁ ଦାବିପତ୍ର ପ୍ରଦାନ
ରାୟଗଡ: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟିର ରାୟଗଡ ନଗର କମିିଟିର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ସହରରେ ବିଦ୍ୟୁତ ସମସ୍ୟାକୁ ନେଇ ଟିପିଏସଓଡିଏଲର ଏସଡିଓ ବଳରାମ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତମାନ କୋଭିଡ-୧୯ କଟକଣା ଯୋଗୁଁ ଉଭୟ ବ୍ୟବସାୟୀ ଓ ସାଧାରଣ!-->…
Read More...
Read More...
ଗାଈକୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା କାର୍: ଗାଈ ମୃତ, ୨ ଜଣ ଆହତ
ହରଭଙ୍ଗା,୨୫/୬ - ଖୋର୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ବଡବନ୍ଧ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨ ଆହତ ହୋଇଥିବା ଜଣାପଡିଛି । ସୁଚନାମତେ ଏକ ସୁଇଫ୍ଟ ଡିଜାର୍ କାର୍ ଜୁନାଗଡରୁ ବାହାରି ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରକୁ ହଠାତ୍!-->…
Read More...
Read More...
ଗାଈକୁ ବଞ୍ଚାଇବାକୁଯାଇ ଗଛରେ ପିଟିହେଲା କାର୍ ,୨ ଆହତ
ହରଭଙ୍ଗା,୨୫/୬ - ଖୋର୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ବଡବନ୍ଧ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨ ଆହତ ହୋଇଥିବା ଜଣାପଡିଛି । ସୁଚନାମତେ ଏକ ସୁଇଫ୍ଟ ଡିଜାର୍ କାର୍ ଜୁନାଗଡରୁ ବାହାରି ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରକୁ!-->…
Read More...
Read More...
ରାୟଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଶାଶ୍ୱତୀ ରଥ ଜିଲ୍ଳାରେ ଟପ୍ପର: ମାଟ୍ରିକ୍ ଫଳାଫଳରେ ରାୟଗଡ ଜିଲ୍ଳାର…
ରାୟଗଡ,୨୫/୬- ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ରାୟଗଡ ଶିକ୍ଷା ଜିଲ୍ଳାରେ ମାଟ୍ରିକ୍ ରେଜଲ୍ଟ ୯୮.୦୬ପ୍ରତିଶତ ରହିଥିବା ବେଳେ ସମଗ୍ର ରାଜ୍ୟରେ ଜିଲ୍ଳାମାନଙ୍କ ପାସ ହାର ମଧ୍ୟରେ ରାୟଗଡ ଜିଲ୍ଳା ୧୪ତମ ର୍ୟାଙ୍କ ସ୍ଥାନରେ ରହିଛି । ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ!-->…
Read More...
Read More...
ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲେ କଣ୍ଟାମାଳ ବ୍ଳକର ୨ ଛାତ୍ରୀ ଜ୍ଞାନ ଓ ସିମରନ
କଣ୍ଟାମାଳ, ୨୫/୬- ଆଜି ଅପରାହ୍ନରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକସ୍ଥିତ ଦଧିବାବନ ହାଇସ୍କୁଲ ରୁଣ୍ଡିମହୁଲର ୨ ଜଣ ଛାତ୍ରୀ ଏ-ୱାନରେ ସ୍ଥାନିତ ହୋଇଥିବା ଜଣାପଡିଛି । ଦୁଇ ଛାତ୍ରୀ ଜଣକ ହେଲେ ସୁଶ୍ରୀ ଜ୍ଞାନ ଗରିଆ ଓ ସୁଶ୍ରୀ ସିମରନ ଦନ୍ତା, ଉଭୟ ଛାତ୍ରୀଙ୍କ!-->…
Read More...
Read More...
କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାକ୍ସ ବଣ୍ଟନ
କଣ୍ଟାମାଳ, ୨୫/୬- ଆଜି କଣ୍ଟାମାଳ ବ୍ଳକ କୁଲତାଯୋର ଗ୍ରାମ ପଞ୍ଚାୟତରେ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ କ୍ରୟ ହୋଇଥିବା ମାସ୍କକୁ ଆଜି ବିଧାୟକ ମହୀଧର ରଣା, ସ୍ଥାନୀୟ ସରପଞ୍ଚ ପଦ୍ମାବତୀ ରଣା,!-->!-->!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର…
ଭୁବନେଶ୍ୱର,୨୫/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ!-->…
Read More...
Read More...
ଦଶମ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ମଧୁସୂଦନ ପ୍ରଧାନ, ଡକ୍ଟର ହେବାକୁ ଆଶା
ହରଭଙ୍ଗା,୨୫/୬- ଆଜି ଦଶମ ପରୀକ୍ଷାଫଳ ପ୍ରକାଶିତ ହେବାପରେ ବୌଦ୍ଧଜିଲ୍ଲାରେ ଜଣେ ଚାଷୀଘରର ପୁଅ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଛି । ସେ ହେଉଛନ୍ତି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଘଣ୍ଟପାଲି ଗ୍ରାମର ମାତା ଜାହ୍ନବୀ ପ୍ରଧାନ ଓ ଗଜେନ୍ଦ୍ର ପ୍ରଧାନଙ୍କ ପୁଅ!-->…
Read More...
Read More...
ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ଓଡିଶା
ଭୁବନେଶ୍ୱର,୨୫/୬- ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମକରି ଓଡିଶା ଏବେ ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ହେଉଥିବା ଜଣାପଡିଛି । ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ କମିଛି ଏବଂ ମୃତ୍ୟୁସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ଏହି!-->…
Read More...
Read More...